Home Articles posted by odadmin (Page 1219)
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨୯/୭: ବାଲେଶ୍ୱର ଓଏସ୍ଏସ୍ସି ସିଭିଲ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ବାଲେଶ୍ୱର ପୋଲିସ ଗୁରୁବାର ପୁଣି ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଙ୍କ ମଧ୍ୟରେ ବାଲିଗୁଡା ବ୍ଲକ ରୁତୁଙ୍ଗିଆ ପଞ୍ଚାୟତର ସିର୍ସିପାଙ୍ଗା ସରକାରୀ ପ୍ରାଥମିକ ବିଦ୍ୟାଳୟ ର କନିଷ୍ଠ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ (୩୩) ଅଛନ୍ତି।ଏଥିରେ ମୁଖ୍ୟ ଅଭିଯୁକ୍ତ ବି ସାମିଲ ରହିଛି। ଏଥି ସହିତ ଏହି ମାମଲାରେ Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ର/ ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୨୯/୭: ସୁଚନା ଥାଉକି ନୟାଗଡ଼ ଜିଲ୍ଲା ଗଣିଆ ତହସିଲ ରେ ବର୍ତମାନ କାଜ୍ୟରତ ଥିବା ଅତିରିକ୍ତ ତହସିଲଦାର ବନମାଳୀ ପରିଡ଼ା ଲାଞ୍ଚ ନେବାବେଳେ ଧରାପଡ଼ି ଛନ୍ତି।ଶୁକ୍ରବାର ସକାଳେ ତହସିଲ କଲେନିରୁ ଉଠାଇ ନେଇଛି ଭିଜିଲାନ୍ସ।ଗୋଟେ ବାଲି ବୋଝେଇ ହାଇବା ଗାଡ଼ି ଛାଡ଼ିବାପାଇଁ ୧୫ ହଯାର ଟଙ୍କା ନେବାପାଇଁ ଜିଦି ଧରି ୧୩ ହଜାର ଟଙ୍କା ରେ ଫାଇନାଲ କରିଥିଲେ ଏବଂ ୧୦ ହଜାର ଟଙ୍କା ନଗଦ ନେଇଥିଲେ ବାକି ୩ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୯/୭: ବୌଦ୍ଧ ସହର ସ୍ଥିତ ଜିଲ୍ଲା ପାଠାଗାର ଶୁକ୍ରବାର ସନ୍ଧ୍ୟା ୭ଘଣ୍ଟା ଅଚାନକ ପରିଦର୍ଶନ କରଛନ୍ତି ବୌଦ୍ଧ ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରୀତିବାଳା ରଣା ।ପରିଦର୍ଶନ କରି ପାଠକ ଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଛନ୍ତି ।ପରୀକ୍ଷା ରେ କିଭଳି ଭଲ ନମ୍ବର ରଖି ପାସ କରିବେ ଓ ମବାଇଲ ଫୋନକୁ ଦୁରେଇ ରହି ମନଦେଇ ପାଠପଢିବାକୁ ପରାମର୍ଶ ଦେଇଥିଲେ ।ଏହା ସହିତ ବିଭିନ୍ନ ପାଠ ପୁସ୍ତକ ଯୋଗାଇ ଦେବାକୁ କହିଥିଲେ ।ପରିଦର୍ଶନ Continue Reading
Top Stories
With over 5,500 thermal engineers and experts within its power division, the company has a massive, dedicated workforce catering to its energy needs By Nalini Sahu New Delhi; July 28: Vedanta Aluminium, the largest aluminium producer in India, also has among the largest captive thermal power portfolios in India, with a massive capacity of about […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୮/୭: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଓ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଆଜି ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାସ୍ତରୀୟ ବିଶ୍ଵ ହେପାଟାଇଟିସ ଦିବସ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ସିଡିଏମଓ: ଙ୍କ କାର୍ଯ୍ୟାଳୟ ପରିସରରୁ ଏଏନଏମ: ତାଲିମ ଛାତ୍ରୀ ଓ ସ୍ଵାସ୍ଥ୍ୟ ବିଭାଗ କର୍ମଚାରୀ ମାନଙ୍କୁ ନେଇ ଏକ ବିରାଟ Continue Reading
Odisha News
କୋରାପୁଟ,୨୮/୭: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ପୁଲିସ କର୍ମଚାରୀ। ଲାଞ୍ଚ ନେଉଥିବା ବେଳେ କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନାର ମହିଳା ଏଏସ୍ଆଇ ଦୀପିକା ହୀରା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି। ଏହି ଲାଞ୍ଚ କାରବାରରେ ଥାନାର ଆଉ କେହି କର୍ମଚାରୀ ସଂପୃକ୍ତ ଅଛନ୍ତି ନା ନାହିଁ, ସେ ନେଇ ଯାଞ୍ଚ କରୁଛନ୍ତି ଭିଜିଲାନ୍ସ ଅଧିକାରୀ।ଦୁଇ ଦିନ ତଳେ ଅନୁଗୋଳ ଜିଲ୍ଲା କିଆକଟା ଥାନାର ଏଏସ୍ଆଇ ନବୀନ Continue Reading