ଭୁବନେଶ୍ବର,୨୯/୭ : ବଙ୍ଗୋପସାଗରରେ ଲଗାତାର ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାରେ ଲାଗିଛି । କିଛି ଦିନ ତଳେ ସୃଷ୍ଟ ଲଘୁଚାପ ରାଜ୍ୟରେ ଭଲ ବର୍ଷା କରାଇ ଦୁର୍ବଳ ହେବା ପରେ ଏବେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି ।ଏହି ଲଘୁଚାପ କ୍ଷେତ୍ରଟି ଉତ୍ତର-ଓଡ଼ିଶା ଓ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଅଂଚଳରେ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି […]Continue Reading
ଭୁବନେଶ୍ୱର,୨୯/୭ : ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଛି। ଭୁବନେଶ୍ୱର ଶିଶୁପାଳଗଡ଼ ରଘୁନାଥ ନଗର ଲେନ୍-୨ରେ ଆଜି ଘଟିଛି ଏହି ଦୁଃଖଦ ଘଟଣା।ପାଇଖାନା ଟାଙ୍କି ସଫା କରିବାକୁ ୨ ଜଣ ଶ୍ରମିକ ସ୍ୱରେଜ୍ ଚାମ୍ୱର ଭିତରକୁ ପଶିଥିଲେ। ଭିତରେ ଅମ୍ଳଜାନ ଅଭାବରୁ ସେମାନେ ଅଣନିଶ୍ୱାସୀ ହୋଇଯାଇଥିଲେ।ବହୁ ଚେଷ୍ଟା ସତ୍ତ୍ୱେ ସେମାନେ ବାହାରକୁ ଆସିପାରି ନ ଥିଲେ। ସ୍ଥାନୀୟ ଲୋକେ ମଧ୍ୟ ଚେଷ୍ଟା କରି ସେମାନଙ୍କୁ ବାହାରକୁ ଆଣି ପାରି ନଥିଲେ।ଖବର ପାଇ Continue Reading
BY PUJA MISHRA Chennai, July29: The Environment and Climate Sustainability Working Group (ECSWG) Ministers’ Meeting under India’s G20 Presidency began in Chennai on Friday. Addressing the meeting through video message, Prime Minister Narendra Modi stressed the need to step up action on commitments under the ‘UN Climate Convention’ and the Continue Reading
Jharkhand,July 29: Four men were electrocuted, while 13 others were injured while carrying out a Muharram procession in Jharkhand’s Bokaro on Saturday. The incident occurred while the ‘Tazia’ came in contact with an 11,000 high-voltage tension wire, resulting in a blast. 2 killed, 15 hurt due to electrocution at taziya procession in Gujarat’s Jamnagar Following […]Continue Reading
IMPHAL,JULY 29: A delegation of 21 MPs from the opposition bloc INDIA reached here on Saturday to assess the ground situation in ethnic strife-torn Manipur. The team of opposition MPs will visit several relief camps to meet victims of the ethnic clashes that broke in the northeastern state on May 3. The MPs reached Imphal […]Continue Reading
ଭୁବନେଶ୍ବର,୨୯/୭: ବ୍ୟାଙ୍କ ଋଣ ଦେବା ନାଁରେ ବଡ଼ ଧରଣର ଠକେଇ ମାମଲାରେ ବନ୍ଧା ହେଲେ ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ଶାଖା ପରିଚାଳକ ସ୍ୱୟମ୍ ପ୍ରକାଶ ପରିଡ଼ା। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ପଳାସପଲ୍ଲୀରେ ଥିବା ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ଶାଖା ପରିଚାଳକ ସ୍ଵୟମଙ୍କୁ ଗିରଫ କରିଛି।ସୂଚନାଯୋଗ୍ୟ, ୨୦୧୫ରୁ ୨୦୧୭ ମଧ୍ୟରେ ବ୍ୟାଙ୍କ ଋଣ ଦେବା ନାଁରେ ଏକ କୋଟି ୯ ଲକ୍ଷ ଟଙ୍କାର ଠକେଇ ହୋଇଥିଲା। ଜାଲି ଡକ୍ୟୁମେଣ୍ଟ Continue Reading
ନୂଆଦିଲ୍ଲୀ,୨୯/୭: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ପୁଣି ହେଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ନୂଆ ଟିମରେ ପୁଣି ସ୍ଥାନ ପାଇଲେ ବୈଜୟନ୍ତ। ସେ ତୃତୀୟ ଥର ଲାଗି ଦଳର ଏହି ଉଚ୍ଚ ପଦ ପାଇବାରେ ସକ୍ଷମ ହୋଇଛନ୍ତି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ୩୮ଜଣିଆ ଟିମରେ ଥିବା ନେତାଙ୍କ ନାମ ଘୋଷଣା କରିଛନ୍ତି।ବିଜେପି ପକ୍ଷରୁ ନୂତନ ଜାତୀୟ ଉପାଧ୍ୟକ୍ଷ ଏବଂ ସାଧାରଣ ସଂପାଦକଙ୍କ ନାମ ଘୋଷଣା କରାଯାଇଛି। ଦଳର […]Continue Reading
New Delhi, July 29 (DC): A delegation of Opposition bloc INDIA MPs from 16 parties left for Manipur today (July 29) to assess the situation to assess the ground situation where ethnic violence has been raging for nearly three months. The delegation of 20 MPs, who will be on a two-day visit to Manipur, will […]Continue Reading
CHENNAI,JULY 29: A 58-year-old founder of a famous publishing house was arrested by the Perambalur police for his remarks against the judiciary in an interview on a YouTube channel. Badri Seshadri was picked up from his house early morning at 5 am on Saturday. In an interview on a YouTube channel, Seshadri, referring to the […]Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨୯/୭: ବାଲେଶ୍ୱର ଓଏସ୍ଏସ୍ସି ସିଭିଲ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ବାଲେଶ୍ୱର ପୋଲିସ ଗୁରୁବାର ପୁଣି ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଙ୍କ ମଧ୍ୟରେ ବାଲିଗୁଡା ବ୍ଲକ ରୁତୁଙ୍ଗିଆ ପଞ୍ଚାୟତର ସିର୍ସିପାଙ୍ଗା ସରକାରୀ ପ୍ରାଥମିକ ବିଦ୍ୟାଳୟ ର କନିଷ୍ଠ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ (୩୩) ଅଛନ୍ତି।ଏଥିରେ ମୁଖ୍ୟ ଅଭିଯୁକ୍ତ ବି ସାମିଲ ରହିଛି। ଏଥି ସହିତ ଏହି ମାମଲାରେ Continue Reading




