ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟContinue Reading
କଟକ/ଅନୁଗୁଳ,୨୨/୮: ମହିଳା ହୋମଗାର୍ଡ ସୈରିଦ୍ରୀ ସାହୁଙ୍କୁ ନିର୍ଯ୍ୟାତନା ମାମଲାରେ ରାଜ୍ୟ ସରକାର ବରିଷ୍ଠ ଆଇପିଏସ ଅଧିକାରୀ ବ୍ରିଜେଶ କୁମାର ରାୟଙ୍କୁ ବଦଳି କରିଛନ୍ତି। ଶ୍ରୀ ରାୟଙ୍କୁ ଅନୁଗୁଳରୁ କଟକସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ବଦଳି ହୋଇଛି।ସୂଚନାଯୋଗ୍ୟ, ବରିଷ୍ଠ ଆଇପିଏଏସ୍ ବ୍ରିଜେଶ କୁମାର ରାୟ ଅନୁଗୁଳସ୍ଥିତ ଉତ୍ତର କେନ୍ଦ୍ରାଞ୍ଚଳରେ ଡିଆଇଜି ଥିଲେ। ତାଙ୍କର ନିବାସରେ ମୁତୟନ ଥିବା ହୋମଗାର୍ଡ ସୈରିଦ୍ରୀ ସାହୁଙ୍କୁ ଅଧିକାରୀ ଶ୍ରୀ ରାୟଙ୍କ Continue Reading
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ୱର,୨୨/୮: ବାଲେଶ୍ୱର ଜିଲ୍ଲାରେ କାର୍ଯ୍ୟରତ ପଞ୍ଚାୟତ ଅଧିକାରୀ ମାନେ ନିଜର ୨ଦଫା ଦାବି ନେଇ ୨୦/୦୮ ଠାରୁ ଅନିର୍ଦିଷ୍ଟକାଳ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଆନ୍ଦଳନ କରିଆସୁଛନ୍ତି।ପଞ୍ଚାୟତ ଅଧିକାରୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ +୨ ରୁ +୩ ଉନ୍ନୀତ କରିବା।ଦରମା ହାର ଲେବେଲ ୫ ରୁ ୯ କୁ ବୃଦ୍ଧି କରିବା । ଦ୍ବିତୀୟତ ଜଣେ ନିର୍ବାହୀ ଅଧିକାରୀ ୩୦ ରୁ ୪୦ ବର୍ଷ ଚାକିରୀ କରିଲେ ମଧ୍ୟେ ପ୍ରମୋଶନ ର ସୁବିଧା ନ Continue Reading
BY SUDAM PATRA Balasore,Aug 22: We have introduced & started utilizing “TROLLEY MOUNTED Distribution Transformer” for the first time in our operational area. This mobile trolley is consisting of 400KVA Transformer & 800A LT Air Circuit Breaker fitted on a Trolley. Thus this is a transformer with LT side protection on wheel. Continue Reading
କଟକ,୨୨/୮ : ସରକାରୀ ଅର୍ଥ ହଡ଼ପ କରିଥିବା ଅଭିଯୋଗ ହେବା ପରେ ପୂର୍ବତନ ସରପଞ୍ଚଙ୍କ ଘରେ ପଶିଲା ଭିଜିଲାନ୍ସ। ଭିଜିଲାନ୍ସ ଟିମ୍ ପୂର୍ବତନ ସରପଞ୍ଚଙ୍କ ଘର ସମେତ ଏକକାଳୀନ ୩ଟି ସ୍ଥାନରେ ଚଢ଼ାଉ କରୁଛି। ଏହି ସରପଞ୍ଚଜଣକ ହେଲେ କଟକ ଜିଲ୍ଲା ଡମପଡା ବ୍ଲକ ଦୁଲଣାପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁନୀଲ କୁମାର ସାହୁ ।ମନେରେଗା ଯୋଜନା ସମେତ କୋଭିଡ ସମୟରେ ଆସିଥିବା ଅର୍ଥ ତଥା ଆହୁରି ବହୁ ଯୋଜନାର ଅର୍ଥକୁ ସୁନିଲ କୁମାର ହଡ଼ପ କରିଥିବା […]Continue Reading
କଟକ,୨୨/୮ : ରାଜ୍ୟ ପୁଲିସର ଜଣେ ଡିଆଇଜିଙ୍କ ପତ୍ନୀ ଦେଲେ ଅସହ୍ୟ ନିର୍ଯାତନା । ଘରୋଇ କାମ ବେଳେ ସବୁବେଳେ ମାନସିକ, ଶାରୀରିକ ନିର୍ଯାତନା ଦେଲେ। ଚାକିରି ନେଇଯିବାର ଧମକ ବି ଦେଉଥିଲେ । ଏଥିରେ ଅତିଷ୍ଠ ହୋଇ ତିଳ ତିଳ ମରୁଥିବା ହୋମଗାର୍ଡଜଣକ ନେଲେ ଚରମ ନିଷ୍ପତ୍ତି। ଆତ୍ମହତ୍ୟା କରିବାକୁ ଟ୍ରେନ୍ ଲାଇନ୍କୁ ଡେଇଁ ବଞ୍ଚି ଯାଇଛନ୍ତି ସିନା ହେଲେ ନିଜ ୨ ଗୋଡ଼କୁ ସବୁଦିନ ପାଇଁ ହରାଇ ବସିଛନ୍ତି। ଏପରି ଏକ ଚାଞ୍ଚଲ୍ୟକର ଘଟଣା […]Continue Reading
କଣ୍ଟାବାଞ୍ଜି,୨୨/୮: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି ନେଇ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳିତ ହେଉଛି। ଜିଲ୍ଲା ସଙ୍ଘର୍ଷ ସମିତିର ଆହ୍ବାନ କ୍ରମେ ଆଜି ଏହି ବନ୍ଦ ଡାକରା ଦିଆଯାଇଛି। ଆଜିର ଏହି ବନ୍ଦରେ ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସ୍କୁଲ କଲେଜ, ସରକାରୀ କାର୍ୟ୍ୟାଳୟ ବନ୍ଦ ରହିଛି। ଯାନବାହନ ଚଳାଚଳ ମଧ୍ୟ ବନ୍ଦ ରହିଛି। ଏଠାରେ ପ୍ରବଳ ବର୍ଷା ହେଉଥିଲେ ମଧ୍ୟ ସ୍ଥାନୀୟ ଇନ୍ଦିରା ଛକ ନିକଟର ଜିଲ୍ଲା Continue Reading
NEW DELHI,AUG 22: Political leaders cutting across party lines congratulated 18-year-old Indian Grandmaster R Praggnanandhaa after he stunned World Number 3 Fabiano Caruana in the semifinals of the Chess World Cup. Praggnanandhaa became the youngest to ever reach the final of the tournament. The teenage sensation continued his dream run in the FIDE World Cup […]Continue Reading
ଭୁବନେଶ୍ବର,୨୨/୮: ରାଜଧାନୀରେ ଡେଙ୍ଗୁ ଥମିବା ନାଁ ଧରୁନି। କ୍ରମାଗତ ଭାବରେ ବଢ଼ି ବଢ଼ି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ଅତିକ୍ରମ କରିଛି। ଆଜି ସୁଦ୍ଧା ୧୩୧୪ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। କ୍ୟାପିଟାଲ୍ ହସ୍ପିଟାଲ୍ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ୱାର୍ଡ ଭିତର ଖଟରେ ଯେତିକି ଡେଙ୍ଗୁ ଆକ୍ରାନ୍ତ ଅଛନ୍ତି, ବାରଣ୍ଡାରେ ମଧ୍ୟ ସେତିକି ଶୋଇଛନ୍ତି।ଆଶ୍ଚର୍ଯ୍ୟର ବିଷୟ, ସ୍ଥିତି ଅଣାୟତ ହୋଇ ସାରିଥିବାବେଳେ Continue Reading
ମହାରାଷ୍ଟ୍ର,୨୧/୮: ମାଛ ଖାଉଥିବାରୁ ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନ ଚମକୁଛନ୍ତି। ମହାରାଷ୍ଟ୍ରର ଏକନାଥ ସିନ୍ଦେ ସରକାରରେ ଜନଜାତି ବିକାଶ ମନ୍ତ୍ରୀ ଡକ୍ଟର ବିଜୟକୁମାର ଗାବିତ୍ ତାଙ୍କର ଏହି ବିବୃତିକୁ ନେଇ ଏବେ ବିବାଦୀୟ ହୋଇପଡ଼ିଛନ୍ତି। ମାଛ ଖାଇଲେ କେଉଁ ସବୁ ଲାଭ ମିଳେ ତାହା ଜଣାଇବାକୁ ଯାଇ ସେ କହିଛନ୍ତି ଯେ ମାଛ ଖାଉଥିବାରୁ ପ୍ରସିଦ୍ଧ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟଙ୍କ ଆଖି ଏବଂ ଚର୍ମ ଚମକୁଛି।ସୂଚନା ମୁତାବକ, ଧୁଲେ ଜିଲ୍ଲାର ଅନ୍ତୁରଲିରେ Continue Reading




