Home Articles posted by odadmin (Page 1184)
Odisha News
ବୌଦ୍ଧ,୨୩/୮: ବୌଦ୍ଧ ଥାନା ସଂପୋଜ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ସ୍ୱାମୀ- ସ୍ତ୍ରୀଙ୍କ ଝଗଡ଼ା ହତ୍ୟାରେ ଶେଷ ହୋଇଛି। ସ୍ୱାମୀ ସ୍ତ୍ରୀକୁ ଟାଙ୍ଗିଆରେ ନିର୍ମମ ଭାବରେ ହତ୍ୟା କରିଛି। ସୂଚନା ଅନୁସାରେ ବୁଧବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଭୋଳାନାଥ ସ୍ୱାଇଁ ଓ ସ୍ତ୍ରୀ କସ୍ତୁରୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ସ୍ତ୍ରୀଙ୍କ କଥାରେ ଉତ୍ତ୍ୟକ୍ତ ହୋଇ ଘରେ ଥିବା ଟାଙ୍ଗିଆ ଆଣି ହାଣିଥିଲେ।ଚିତ୍କାର ଶୁଣି ପଡ଼ୋଶୀ ଧାଇଁ ଆସିଥିଲେ ସୁଦ୍ଧା Continue Reading
Odisha News
ପୁରୀ,୨୩/୮: ଭାରତ ଏବେ ଆଉ ଏକ ବଡ଼ ସଫଳତା ହାସଲ କରିବାକୁ ଯାଉଛି। ଚନ୍ଦ୍ରଯାନ-୩ ଅବତରଣର ଅବଗଣନା ଆରମ୍ଭ ହୋଇଯାଇଛି।ଆଜି ସନ୍ଧ୍ୟା ପ୍ରାୟ ୬ଟା ୪ ମିନିଟରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ବୋଲି ଆଶା କରାଯାଉଛି। ଏହାକୁ ନେଇ ଇସ୍ରୋ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ। ଇସ୍ରୋ ବୈଜ୍ଞାନିକମାନଙ୍କ ଏହି ପ୍ରୟାସକୁ ଶଙ୍କରାଚାର୍ଯ୍ୟ ପ୍ରଶଂସା କରିଛନ୍ତି। ଏହାସହ ଭାରତ ସରକାରଙ୍କୁ ମଧ୍ୟ ସେ Continue Reading
National News
NEW DELHI,AUG 23: Board examinations will be conducted twice a year with students having the option to retain the best score, while class 11 and 12 students will have to study two languages instead of one, according to the Ministry of Education’s new curriculum framework. According to ministry officials, the curriculum, as per the New […]Continue Reading
Top Stories
BY PUJA MISHRA GUJARAT,AUG 23 :Under India’s G20 Presidency, the Health Working Group and Health Ministers meeting is been convened from 17-19 August, in Gandhinagar, Gujarat. The meeting saw participation from the health Ministers of the G20 member countries as well as representatives of invited countries and international organizations. The meeting was addressed by Prime Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୩/୮: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ରାଜ୍ୟ ସଂଘ ଆହ୍ବାନ କ୍ରମେ ଗଜପତି ଜିଲ୍ଲାର ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ୨ ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା କାର୍ଯ୍ୟକ୍ରମରେ ବସିଥିବା ଯୋଗୁଁ ଗ୍ରାମାଞ୍ଚଳର ତୃଣମୂଳ ସ୍ତରରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ବ୍ୟାଘାତ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୩/୮: ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତ୍ୟେଷିଣୀ ସମାଜର ସମ୍ମିଳନୀ କକ୍ଷ ଠାରେ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପଣ୍ଡିତ ଗୋପୀନାଥ ନନ୍ଦଙ୍କ ଜୟନ୍ତୀ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଅନୁଷ୍ଠିତ ସାରସ୍ଵତ ସଭା କାର୍ଯକ୍ରମରେ ସଭାପତିତ୍ବ କରିଥିଲେ – ବରିଷ୍ଠ ସାହିତ୍ୟିକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ଗଜପତି ଜିଲ୍ଲା ଶାଖାର ପୂର୍ବତନ ସଦସ୍ୟ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର Continue Reading