ମହାରାଷ୍ଟ୍ର,୨୧/୮: ମାଛ ଖାଉଥିବାରୁ ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନ ଚମକୁଛନ୍ତି। ମହାରାଷ୍ଟ୍ରର ଏକନାଥ ସିନ୍ଦେ ସରକାରରେ ଜନଜାତି ବିକାଶ ମନ୍ତ୍ରୀ ଡକ୍ଟର ବିଜୟକୁମାର ଗାବିତ୍ ତାଙ୍କର ଏହି ବିବୃତିକୁ ନେଇ ଏବେ ବିବାଦୀୟ ହୋଇପଡ଼ିଛନ୍ତି। ମାଛ ଖାଇଲେ କେଉଁ ସବୁ ଲାଭ ମିଳେ ତାହା ଜଣାଇବାକୁ ଯାଇ ସେ କହିଛନ୍ତି ଯେ ମାଛ ଖାଉଥିବାରୁ ପ୍ରସିଦ୍ଧ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟଙ୍କ ଆଖି ଏବଂ ଚର୍ମ ଚମକୁଛି।ସୂଚନା ମୁତାବକ, ଧୁଲେ ଜିଲ୍ଲାର ଅନ୍ତୁରଲିରେ Continue Reading
NEW DELHI,AUG 21: A senior official of the Women and Child Development department was arrested on Monday on charges of raping his friend’s 14-year-old daughter (now 17-years-old) over months and impregnating her. The official’s wife, who is accused of giving the survivor abortion pills, was also arrested. The Delhi government official has also been suspended Continue Reading
ଭୁବନେଶ୍ୱର,୨୧/୮:ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ଟେଷ୍ଟିଂ ସେଣ୍ଟର ସହିତ ୪ଟି ଯାକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚ୍ସି)ରେ ଡେଙ୍ଗୁ ୱାର୍ଡ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି।କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି, ଆସନ୍ତାକାଲିଠାରୁ ଡେଙ୍ଗୁ ପରୀକ୍ଷା ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ରେ ଖୋଲିବ ସ୍ଵତନ୍ତ୍ର ଟେଷ୍ଟିଂ ସେଣ୍ଟର। ଏଠାକୁ Continue Reading
ଜଗତସିଂହପୁର,୨୧/୮ : ହସଖୁସିରେ ୫ବର୍ଷ ପୁଅକୁ ସାଥିରେ ଧରି ବାଇକ୍ରେ ସ୍କୁଲ ଛାଡ଼ିବାକୁ ଯାଉଥିଲେ ବାପାମା’। ହେଲେ ସେମାନଙ୍କ ହସଖୁସି ବେଶୀ ସମୟ ରହିନଥିଲା। କ୍ଷଣିକରେ ସବୁ କିଛି ସରିଯାଇଥିଲା। ଘରଠୁ କିଛି ବାଟ ଗଲା ପରେ ଦ୍ରୁତଗତିରେ ଏକ କାର୍ ଆସି ବାଇକ୍ ଉପରେ ମାଡ଼ି ଯାଇଥିଲା। ଦୁର୍ଘଟଣାରେ ବାପପୁଅ ବଞ୍ଚିଗଲେ ସିନା ମା’ ଛେଉଣ୍ଡ ହୋଇଯାଇଥିଲା କୁନି ପୁଅ। ଏପରି ଦୁଃଖଦ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ପାରାଦୀପ ରାସ୍ତାର ପଙ୍କପାଳ ନିକଟରେ। ଆହତ […]Continue Reading
ବାଲେଶ୍ଵର,୨୧/୮: ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ବାଲିଆପାଳ -କମର୍ଦା ରାସ୍ତାର ଛୋଟକାନପୁର ନିକଟରୁ ବଜରଙ୍ଗ ଦଳ ଦ୍ବାରା ଦୁଇଟି ଗୋରୁ ବୋଝେଇ ପିକ ଅପ ଜବତ କରାଯାଇଛି। ସୂଚନା ଅନୁସାରେ ଗତ ରାତି ସାଢ଼େ ୨ଟା ବେଳେ ଦୁଇଟି ପିକ ଅପରେ୪୦ରୁ ଉର୍ଦ୍ଧ୍ବ ଗୋରୁ ବୋଝେଇ କରି ବାଲିଆପାଳ କମର୍ଦା ରାସ୍ତାରେ ଦ୍ରୁତଗତିରେ ଯାଉଥିବା ସମୟରେ ଛୋଟକାନପୁର ଛକ ନିକଟରେ ବଜରଙ୍ଗ ଦଳର କିଛି କର୍ମୀ ଗାଡ଼ିକୁ ଅଟକାଇବା ସହିତ ଗାଡ଼ିରୁ ସମସ୍ତ ଗୋରୁ Continue Reading
NEW DELHI,AUG 21: The Congress on Monday raised questions about the Bank of Baroda reportedly withdrawing the e-auction notice for the Juhu bungalow of BJP MP Sunny Deol, asking who triggered the “technical reasons” for the withdrawal. In a post on X, Congress general secretary Jairam Ramesh said, “Yesterday afternoon the nation got to know […]Continue Reading
କଳାହାଣ୍ଡି,୨୧/୮ : ପରିବାର ଲୋକଙ୍କୁ ମାଡ଼ କରି ତାଲା ପକାଇ ଘରେ କଳାକନା ବୁଲାଇ ଦେଲେ ଡକାୟତି ଦଳ। ଘରୁ ୨୫ ଭରିର ସୁନା ଅଳଙ୍କାର ଓ ଟଙ୍କା ପଇସା ନେଇ ଚମ୍ପଟ ମାରିଲେ। ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଓଲମା ଗାଁରେ।ଗତକାଲି ବିଳମ୍ବିତ ରାତିରେ ଧନଞ୍ଜୟ ସାହୁଙ୍କ ଘରେ ୧୨ ଜଣିଆ ଡକାୟତ ଦଳ ପଶିଥିଲେ। ପରେ ଘରର ସଦସ୍ୟଙ୍କୁ ଗୋଟିଏ କୋଠରୀରେ ତାଲା ପକାଇ ବନ୍ଦ କରି ଦେଇଥିଲେ। ପରିବାର […]Continue Reading
ଉତ୍ତରକାଶୀ,୨୦/୮ : ଉତ୍ତରାଖଣ୍ଡର ଉତ୍ତରକାଶୀରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଉତ୍ତରକାଶୀର ଗଙ୍ଗୋତ୍ରୀ ଜାତୀୟ ରାଜପଥର ଗଙ୍ଗନାନୀ ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି।ଏହି ବସରେ ୩୫ ଜଣ ତୀର୍ଥଯାତ୍ରୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୭ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୨୭ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଏହି ସମସ୍ତ ଯାତ୍ରୀ ଗୁଜରାଟର ବୋଲି କୁହାଯାଉଛି।ମିଳିଥିବା ସୂଚନା ଅନୁଯାୟୀ, ତୀର୍ଥଯାତ୍ରୀ ଭର୍ତ୍ତି ଏହି ବସ୍ Continue Reading
NEW DELHI,AUG 20 : The Centre on Sunday said that the onions would be sold at a subsidised rate of Rs 25/kg from Monday, through the National Cooperative Consumers’ Federation of India (NCCF), as it enhanced the onion buffer stock from 300,000 metric tonnes to 500,000 metric tonnes. This move is aimed at keeping onion […]Continue Reading
ନୂଆଦିଲ୍ଲୀ,୨୦/୮ : ପ୍ରଥମଥର ପାଇଁ ଫିଫା ମହିଳା ଫୁଟବଲ ବିଶ୍ୱକପ ଜିତିଛି ସ୍ପେନ। ଅଷ୍ଟ୍ରେଲିଆରେ ଖେଳା ଯାଇଥିବା ଆଜିର ଫାଇନାଲରେ ୱେମନ ଇନ ରେଡ୍ ଇଂଲଣ୍ଡକୁ ୧-୦ରେ ଗୋଲରରେ ପରାସ୍ତ କରିଛି। ସ୍ପେନର ଅଧିନାୟକ ଓଲଗା କାରମୋନାଙ୍କ ଗୋଲରେ ଦଳ ଟାଇଟଲ ହାତେଇବାକୁ ସକ୍ଷମ ହୋଇଛି।ସିଡ୍ନୀରେ ଖେଳା ଯାଉଥିବା ଆଜିର ଗ୍ରାଣ୍ଡ ଫାଇନାଲରେ ସ୍ପେନ ତୁଳନାରେ ଇଂଲଣ୍ଡର ପଲା ଭାରି ଥିଲେ। ପୂର୍ବ ପ୍ରଦର୍ଶନ ଓ ହେଡ ଟୁ ହେଡ ମୁକାବିଲାର ଫଳାଫଳକୁ ଦେଖିଲେ ଲାଗୁଥିଲା ଇଂଲଣ୍ଡ Continue Reading




