କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୮/୯: ସେଣ୍ଟ୍ ଜାଭିୟର୍ସ ପବ୍ଲିକ ସ୍କୁଲ ବୌଦ୍ଧରେ ଆଜି ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ବିଜ୍ଞାନମେଳାରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରି ରେଲୱେ କବଚ, ଇକୋ ଫ୍ରେଣ୍ଡଲି ସ୍କୁଲ, ଭର୍ମି କଂପୋଷ୍ଟ୍, ହାଇଡ୍ରୋଲିକ କ୍ରେନ୍, ସୋଲାର ଓଭନ୍, ରେନ ରାଇଁ ୱେଟର ହାର୍ଭେଷ୍ଟିଂ , ଆଦିତ୍ୟ ଏଲ୍ ୱାନ୍ ମିଶନ୍, ଡ୍ରିପ୍ ଇରିଗେସନ ଉପରେ ନିଜର ପ୍ରକଳ୍ପ ପ୍ରଦର୍ଶନ କରିଥିଲେ ।ଏହି ବିଜ୍ଞାନ ମେଳାରେ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା,୨୮/୯: ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମଜି ଛକରେ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରୁଛି ପାଚିକା ସଂଘ । ପାଚିକା ସଂଘର ଆନ୍ଦୋଳନ ଯୋଗୁଁ ସ୍କୁଲ ଗୁଡ଼ିକରେ ପ୍ରଭାବିତ ହୋଇଛି ପିଲାଙ୍କ ମଧ୍ୟାହ୍ନ ଭୋଜନ ।ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ବନ୍ଦ ହୋଇଗଲେ ପିଲା ସ୍କୁଲ ଆସିବେ ନା’ ନାହିଁ ସନ୍ଦେହ । ଏଭଳି ସ୍ଥିତିରେ କୌଣସି ବିକଳ୍ପ ନ ପାଇ, ପାଠ ପଢ଼ାଉଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଏବେ ପିଲାଙ୍କ ପାଇଁ Continue Reading
By Ramesh Agrawal Bhubaneswar, Sept. 27: Ex-Lok Sabha member from Kalahandi, Arka Keshari Deo, on Wednesday returned to Bharatiya Janata Party (BJP) fold after staying away from the saffron camp for about 10 years. Sources said the young leader joined the BJP along with his wife Malvika Devi in Bhubaneswar in the presence of senior […]Continue Reading
By Mahendra Darjee Bhubaneswar, Sept. 27: Following the footsteps of Madhya Pradesh BJP unit, Odisha state BJP is mulling a new strategy for the Lok Sabha battle by fielding its sitting Lok Sabha members to contest on 2024 assembly elections. With this, the BJP plans to field new faces as its candidates for the Lok […]Continue Reading
By Chitta Ranjan Beura Bhubaneswar, Sept. 27 : To create awareness on Swachhata and other national campaigns like Azadi Ka Amrit Mahotsav and G20, NALCO commissioned the services of the internationally acclaimed Sand Artist Shri Manas Sahoo for creating a Sand Art at the Golden Sea Beach at Puri, which has a very high footfall […]Continue Reading
ଭୁବନେଶ୍ବର,୨୭/୯: ରାଜ୍ୟ ସରକାରଙ୍କ ଦ୍ବାରା ଆସନ୍ତା ୨ ତାରିଖରେ ଆରମ୍ଭ ହେବାକୁ ଥିବା ସର୍ବସାଧାରଣ ପରିବହନ ବ୍ୟବସ୍ଥା ‘ଲକ୍ଷ୍ମୀ’ ଯୋଜନାକୁ ଘରୋଇ ବସ୍ ମାଲିକ ସଂଘ ବିରୋଧ କରିଛି।ଆସନ୍ତା ଅକ୍ଟୋବର ୧୦ ତାରିଖରେ ରାଜ୍ୟବ୍ୟାପି ଯାତ୍ରୀବାହୀ ବସ୍ ଧର୍ମଘଟ ହେବ। ଫଳରେ ସେହିଦିନ ଯାତ୍ରୀବାହୀ ବସ୍ଗୁଡ଼ିକ ଚଳାଚଳ ବନ୍ଦ ରହିବ। ଏହା ଦ୍ବାରା ଘରୋଇ ବସ୍ ଉପରେ ନିର୍ଭର କରୁଥିବା ଯାତ୍ରୀମାନେ ଅସୁବିଧାର ସାମ୍ନା କରିବେ।ଅଲ ଓଡ଼ିଶା ବସ୍ ମାଲିକ ସଙ୍ଘର ସାଧାରଣ Continue Reading
ଭୁବନେଶ୍ବର,୨୭/୯: ରାଜ୍ୟ ମୁଖ୍ୟାଳୟରେ ବୁଧବାର ଦିନ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଜେଡ଼ି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି କଳାହାଣ୍ଡିର ପୂର୍ବତନ ବିଜେଡି ସାଂସଦ ତଥା ରାଜପରିବାରର ଅର୍କକେଶରୀ ଦେଓ ଓ ତାଙ୍କ ପତ୍ନୀ ମାଳବିକା ଦେବୀ।ଏହାସହ ମଦନପୁର ରାମପୁର ରାଜ ପରିବାରର ତନ୍ମୟ ପ୍ରତାପ ସିଂହ ଦେଓ ଓ କୁମାର ସାହେବଙ୍କ ବୋହୂ ତଥା ଆନ୍ତର୍ଜାତିକ ସେରାମିକ ଆର୍ଟିଷ୍ଟ ପୃଥିବୀରାଜ ସିଂହଦେଓଙ୍କ ପତ୍ନୀ ସଂଯୁକ୍ତା ଦେବୀ।ସେହିଭଳି ଭଦ୍ରକ Continue Reading
Manipur,Sept 27 : The Manipur government on Wednesday declared the entire state a “disturbed area” in light of the prevailing law and order situation. As per the state government’s notification, the entire state, except for 19 specific police station areas, was declared a “disturbed area” under the Armed Forces Special Powers Act (AFSPA). The Continue Reading
Madhya Pradesh,Sept 27 : A 12-year-old girl, semi-naked and bleeding, was seen walking on the streets in Madhya Pradesh’s Ujjain. The minor was raped and dumped near the city’s Dandi Ashram. In visuals captured on CCTV cameras, the girl is seen walking in a residential area. A rag barely covers her. She approaches a man […]Continue Reading
ନୂଆଦିଲ୍ଲୀ,୨୭/୯: ଓସ୍କାରରେ ପ୍ରବେଶ କଲା ମାଲାୟାଲମ ଫିଲ୍ମ ୨୦୧୮। କେରଳରେ ୨୦୧୮ ମସିହାର ପ୍ରଳୟଙ୍କାରୀ ବନ୍ୟା ବିଭୀଷିକାକୁ ନେଇ ପ୍ରସ୍ତୁତ ସିନେମା ଓସ୍କାର ଦୌଡ଼ରେ ଭାଗ ନେଇଛି। ୨୦୦୨ରେ ଲଗାନ ପରଠାରୁ କୌଣସି ଭାରତୀୟ ଫିଚର୍ ସିନେମା ଓସ୍କାର ପାଇଁ ନୋମିନେଟ୍(ମନୋନୀତ) ହୋଇନଥିଲେ। ଦୀର୍ଘ ୨୧ ବର୍ଷ ପରେ ଏହି ସୌଭାଗ୍ୟ ଅର୍ଜନ କରିଛି ୨୦୧୮।ଜୁଡେ ଆନ୍ଥାନି ଜୋସେଫଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଟୋଭିନୋ ଥୋମାସ୍, କୁଞ୍ଚାକୋ ବୋବାନ୍, ଆସିଫ୍ ଅଲି, Continue Reading




