Home Articles posted by odadmin (Page 1139)
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨୮/୯: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଲାଦାମାଲା ଗ୍ରାମରେ ଅଜଣା ରୋଗକୁ ନେଇ ଆତଙ୍କ ଖେଳିଯାଇଛି।ପ୍ରଥମେ ଜ୍ୱର କିଛିଦିନ ହେବା ପରେ ଦେହରେ ପାଣି ଫୋଟକା ହେବା ସହ ତାହା ଫାଟିଯାଇ ଦେହସାରା ଘା ହେଇଯାଉଛି। ପ୍ରଚଣ୍ଡ ଯନ୍ତ୍ରଣାରେ ରୋଗୀ ନାହିଁ ନ ଥିବା କଷ୍ଟ ଭୋଗୁଛନ୍ତି।ଏଭଳି ଦିନେ କି ଦୁଇ ଦିନ ନୁହଁ ପ୍ରାୟ ମାସେ ହେଲା ଉକ୍ତ ଅଞ୍ଚଳରେ ଜଣକ ପରେ Continue Reading
Business News Top Stories
By Dr Gourag Charan Rout Bhubaneswar,Sept.28 :On the occasion of World Environment Health Day, Vedanta Aluminium, the largest aluminium producer in India, reaffirms its commitment to fosteringsustainableecosystems within the vicinity of its operations through comprehensive initiatives focused on environmental preservation, conservation and augmentation.Through these, Continue Reading
Odisha News
ରାଉରକେଲା,୨୮/୯ : ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ କେମିତି ହେଲା? କେଉଁ ପରିସ୍ଥିତିରେ ପୋଖରୀରୁ ଉଦ୍ଧାର ହେଲା ସୁସ୍ମିତାଙ୍କ ମୃତଦେହ? ଏହା ଆତ୍ମହତ୍ୟା ନା ସୁପରିକଳ୍ପିତ ହତ୍ୟାକାଣ୍ଡ ? ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁକୁ ସପ୍ତାହେରୁ ଅଧିକ ଦିନ ବିତି ଯାଇଥିଲେ ସୁଦ୍ଧା ପୁଲିସ କୌଣସି ସୁରାଗ ପାଇନି।ଦିନକୁ ଦିନ ବିବାଦ ବଢ଼ୁଥିବାରୁ ଘଟଣାର ତଦନ୍ତ ପାଇଁ ଜଣେ ମହିଳା ଡିଏସ୍ପିଙ୍କୁ ନିୟୋଜିତ କରିଛନ୍ତି ରାଉରକେଲା ଏସ୍ପି ମିତ୍ରଭାନୁ Continue Reading
Odisha News
ବଡ଼ମ୍ବା,୨୮/୯ : ମାନସିକ ଚାପରୁ ନିଜେ ନିଜ ଇଚ୍ଛାରେ ନିଖୋଜ ହୋଇଥିଲେ ବଡ଼ମ୍ବା କାନାଡା ବ୍ୟାଙ୍କ ମ୍ୟାନେଜର୍ ତପନ କୁମାର ସାହୁ। ବିଭିନ୍ନ କାରଣରୁ ସେ ଚାପଗ୍ରସ୍ତ ଥିବା ବେଳେ ମନ ହାଲକା କରିବାକୁ ନିଖୋଜ ହୋଇ ଯାଇଥିଲେ।ଦୀର୍ଘ ୬୦ ଘଣ୍ଟା ପରେ ଗତକାଲି ଗଞ୍ଜାମ ଗିରିଶୋଲା ନିକଟରୁ ନିଖୋଜ ତପନ କୁମାର ସାହୁ ଠାବ ହେବା ପରେ ଏପରି ସୂଚନା ଦେଇଛନ୍ତି କଟକ ଗ୍ରାମାଞ୍ଚଳ ଆଡିସନାଲ ଏସପି ଦେବଦତ୍ତ ବରାଳ ।କଟକ ଗ୍ରାମାଞ୍ଚଳ ଆଡିସନାଲ ଏସପି […]Continue Reading
National News
Punjab,Sept 28 :  The Punjab Police on Thursday arrested Congress MLA Sukhpal Singh Khaira in an old drugs-related case, following raids at his bungalow in Chandigarh. Officials from the Jalalabad police station raided Khaira’s Sector 5 residence early in the morning, in connection with an old case registered against him under the Narcotic Drugs and […]Continue Reading
Odisha News
କାମାକ୍ଷାନଗର,୨୮/୮: ପୁଣି କାମାକ୍ଷାନଗରରେ ଫୁଟିଲା ଗୁଳି। ଗୁଳିମାଡ଼ରେ ପଥର ଖଣି ବ୍ୟବସାୟୀ ନିରାକାର ସାହୁ ମୃତ।କାମାକ୍ଷାନଗର ଥାନା ଆଳତୁମା ମାଳବନ୍ଧ ନିକଟରେ ଘଟିଛି ଏହି ହତ୍ୟାକାଣ୍ଡ। ୨୦୨୧ ମସିହା ବାରୁଆଁ ସମିତି ସଭ୍ୟ ଦୀପକ ମାହୁନ୍ତ ହତ୍ୟାକାଣ୍ଡରେ ନିରାକାର ସାହୁ ସଂପୃକ୍ତ ଥିବାର ସୂଚନା ରହିଛି।ଆଜି ସକାଳେ ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଚର୍ଚ୍ଚା ହେଉଛି।ନିରାକାର Continue Reading
Odisha News
ଭଦ୍ରକ ,୨୮/୯: ଅଢ଼େଇ ବର୍ଷର ଝିଅକୁ ଧରି ବୈତରଣୀ ସେତୁରୁ ନଦୀକୁ ଡେଇଁ ପଡ଼ିଲା ବାପା। ଏପର୍ଯ୍ୟନ୍ତ ବାପଝିଅଙ୍କର କୌଣସି ପତ୍ତା ମିଳିନାହିଁ। ଏପରି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ଆଖୁଆପଦା ବୈତରଣୀ ସେତୁ ଉପରେ। ଅଗ୍ନିଶମ ବାହିନୀ ବାପଝିଅକୁ ଖୋଜାଖୋଜି କରୁଛନ୍ତି।ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢ଼େ ୯ଟା ସମୟରେ ଵାଲିପୋଖରୀ ପଞ୍ଚାୟତ ପରମାନନ୍ଦପୁର ଗାଁର ଚନ୍ଦନ ସାହୁ ଓ ତାଙ୍କ ନାବାଳିକା Continue Reading