Home Articles posted by odadmin (Page 1141)
National News
NEW DELHI,SEPT 27: In a crackdown on the Khalistani-gangster nexus, the National Investigation Agency (NIA) on Wednesday raided multiple locations across Punjab, Haryana, Delhi-NCR, Rajasthan, Uttarakhand and Uttar Pradesh. During its raid, the NIA detained gangster-turned-terrorist Arsh Dala’s aide, Sunder alias Jora, from Punjab’s Ferozepur. Jora will be Continue Reading
Odisha News Sports News
ହାଙ୍ଗ୍‌ଚୌ,୨୭/୯: ଚୀନ୍ର ହାଙ୍ଗ୍‌ଚୌରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାରେ ଆଜି ୨୫ ମିଟର୍ ପିସ୍ତଲ୍ ଚାଳନା ପ୍ରତିଯୋଗିତାରେ ଭାରତୀୟ ମହିଳା କ୍ରୀଡ଼ାବିତ୍ମାନେ ପିସ୍ତଲ୍ ଚାଳନାରେ ସ୍ବର୍ଣ୍ଣ ଓ ରାଇଫଲ୍ ଚାଳନାରେ ରୌପ୍ୟ ପଦକ ଜିଣିଥିବା ‘ଏନ୍ଡିଟିଭି’ ରିପୋର୍ଟ କରିଛି।ଚାଲିଥିବା ‘ଏସୀୟ କ୍ରୀଡ଼ା’ରେ ଆଜି ମନୁ ଭାକର୍, ଈଶା ସିଂହ ଓ ରିଦମ୍ ସାଙ୍ଗ୍ୱାନ୍ ଭାରତ ପାଇଁ ୪ର୍ଥ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି। ‘ମହିଳା ୨୫ ମିଟର୍ ପିସ୍ତଲ୍ ଟିମ୍ ଇଭେଣ୍ଟ୍’ରେ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୭/୯: ବୌଦ୍ଧଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ହରଭଙ୍ଗା ବ୍ଲକର ରାଧାନଗର ଗ୍ରାମର ମଙ୍ଗଳା ମନ୍ଦିର ଠାରୁ କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା । ଜିଲ୍ଲା କଂଗ୍ରେସ କମିଟିର ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ଦଳର ନେତା ଓ କର୍ମୀମାନେ ଏକ ପଦଯାତ୍ରାରେ ବାହାରି ଘରକୁ ଘର ଯାଇ ବର୍ତ୍ତମାନ ପରିସ୍ଥିତିରେ କଂଗ୍ରେସ ହିଁ ବିକଳ୍ପ ବୋଲି Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨୭/୯: ନିଖିଳ ଓଡ଼ିଶା କାରା କର୍ମଚାରୀ ମହାସଂଘ ନିଷ୍ପତ୍ତିକ୍ରମେ ସୋମବାରଠାରୁ ବାଲିଗୁଡା ମଣ୍ଡଳ କାରାଗାରର କର୍ମଚାରୀମାନେ ଆମରଣ ଅନଶନ ମଙ୍ଗଳବାର ଦ୍ୱିତୀୟ ଦିନରେ ପହଞ୍ଚିଛି ।ଏହା ପୂର୍ବରୁ ୫ଦଫା ଦାବି ନେଇ ସମସ୍ତ କର୍ମଚାରୀ ଗତ ୧୩ ତାରିଖରୁ କଳାବ୍ୟାଜ୍ ପରିଧାନ କରିଥିଲେ। ଦାବି ପୂରଣ ନ ହେବାରୁ ଆନ୍ଦୋଳନକୁ ତୀବ୍ର କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି।ଏହି ମଣ୍ଡଳ କାରାଗାରରେ କାର୍ଯ୍ୟରେ ବାଧା Continue Reading
Odisha News
ଭୁବନେଶ୍ବର,୨୬/୯: ବିଧାନସଭାରେ ମଙ୍ଗଳବାର ଦିନ ୬ଟି ବଲି ପାରିତ ହୋଇଯାଇଛି। ସେଗୁଡ଼ିକ ହେଲା ଓଡିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ବିଲ୍ ୨୦୨୩, ପଦ ଓ ସେବା ସଂରକ୍ଷଣ ବିଲ୍, ଓଡ଼ିଶା ଚକବନ୍ଦୀ ବିଲ୍, ଓଡ଼ିଶା ଓବିସି କମିସନ ସଂଶୋଧନ ବିଲ୍, ଦ୍ରବ୍ୟ ଓ ସେବା କର ବିଲ୍ ଏବଂ ପୌର ବିଧି ସଂଶୋଧନ ବିଲ।ଓଡିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ବିଲ୍ ୨୦୨୩ ପାରିତ ହେବା ଫଳରେ ରାଜ୍ୟରେ ଆପାର୍ଟମେଣ୍ଟ୍ ମାଲିକାନା ପାଇଁ ନୂଆ ଆଇନ […]Continue Reading
Odisha News
ନୂଆଦିଲ୍ଲୀ,୨୬/୯ : ଚଳିତ ବର୍ଷ ଶେଷ ଭାଗରେ ଅନୁଷ୍ଠିତ ହେବାକୁ ଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ବିଜେପି ନିଜର ରଣନୀତିକୁ ଚୂଡ଼ାନ୍ତ କରିଛି।କୌଣସି ବି ରାଜ୍ୟରେ ଦଳ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ନାହିଁ। ବିଶେଷ କରି ହିନ୍ଦୀ ହାର୍ଟଲ୍ୟାଣ୍ଡ କୁହାଯାଉଥିବା ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ଦଳ ବିନା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀରେ ନିର୍ବାଚନ ଲଢ଼ିବ।ଏହାର ଅର୍ଥ ସବୁ ରାଜ୍ୟଗୁଡ଼ିକର ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପି Continue Reading
Odisha News
କଳାହାଣ୍ଡି,୨୬/୯ : ବଜ୍ରପାତରେ ଆଜି ୩ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ପର୍ଲା ପଞ୍ଚାୟତ ଚିତାମୁଣ୍ଡା ଗାଁରେ ଘଟିଛି ଏହି ଘଟଣା। ଅପରାହ୍ନରେ ଏହି ତିନି ମହିଳା ବିଲରେ କାମ କଲା ବେଳେ ବଜ୍ରାଘାତର ଶିକାର ହୋଇଥିଲେ।Continue Reading
Sports News
ଚୀନ୍‌,୨୬/୯: ଚାଇନାରେ ଚାଲିଥିବା ୧୯ତମ ଏସିଆନ ଗେମ୍ସରେ ଇତିହାସ ରଚିଛି ଭାରତ। ୪୧ ବର୍ଷ ପରେ ପ୍ରଥମଥର ପାଇଁ ଭାରତକୁ ଅଶ୍ୱ ଚାଳନାରେ ମିଳିଛି ସ୍ୱର୍ଣ୍ଣ। ୧୯୮୨ ଠାରୁ ଏଯାଏ ଭାରତ କେବେ ହେଲେ ଅଶ୍ୱ ଚାଳନାରେ ସ୍ୱର୍ଣ୍ଣ ପଦକ ଜିତି ନଥିଲା। ହେଲେ ଆଜି ଚାଇନାରେ ଅଶ୍ୱ ଚାଳନାର ଟିମ ଇଭେଣ୍ଟରେ ଭାରତକୁ ଗୋଲ୍ଡ ମେଡାଲ ମିଳିଛି।ଭାରତ ୨୦୯.୨୦୫ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଚାଇନା ୨୦୪.୮୮୨ ପଏଣ୍ଟ ସହ ରୌପ ପଦକ […]Continue Reading