Home Articles posted by odadmin (Page 1099)
Odisha News
ଭୁବନେଶ୍ୱର,୧/୧୧: ଅଲିଭ୍ ରିଡଲେଙ୍କ ସୁରକ୍ଷା ପାଇଁ ସମୁଦ୍ରରୁ ମାଛ ଧରିବା ନେଇ ଆଜିଠାରୁ ୭ ମାସ ଲାଗି କଟକଣା ଜାରି କରାଯାଇଛି। ମତ୍ସଜୀବୀମାନଙ୍କୁ ଉପକୂଳଠାରୁ ସମୁଦ୍ର ଭିତରକୁ ୨୦ କିଲୋମିଟର ପର୍ଯ୍ୟନ୍ତ ଆଗାମୀ ମେ’ ୩୧ ଯାଏଁ ମାଛ ନଧରିବା ପାଇଁ ମତ୍ସଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ମେ ୩୧ ପର୍ଯ୍ୟନ୍ତ ଋଷିକୂଲ୍ୟା, ଧାମରା ଓ ଦେବୀ ୩ ନଦୀ ମୁହାଣରୁ ମାଛ ମାରିବାକୁ ବାରଣ କରାଯାଇଛି।ଏଣେ ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ନଦୀ ମୁହାଣରେ ଶିବିର ଖୋଲଯିବ। Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧/୧୧ : ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ଭାରତର ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଦିବସ ଅବସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର‌୍ୟ ଭଞ୍ଜନ ମଦନ ମୋହନ ପାତ୍ରଙ୍କ ଅଧକ୍ଷତରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲାପାଳଙ୍କ କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ରାଷ୍ଟ୍ରୀୟ ସଂହତି, ରାଷ୍ଟ୍ରୀୟ ଏକତା ଏବଂ ରାଷ୍ଟ୍ରର ଅଖଣ୍ଡତା ନେଇ ଶପଥ ପାଠ Continue Reading
Odisha News
ବାଲିପାଟଣା,୩୧/୧୦: ଦୀପାବଳି ପାଖେଇ ଆସୁଥିବା ବେଳେ ବାଣ ବିକ୍ରି ପାଇଁ କାରିଗର ଓ ବେପାରୀ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଦୀପାବଳି ଆସୁଥିବା ବେଳେ ବାଣ କାରିଗର ସକ୍ରିୟ ହୋଇ ଉଠିଛନ୍ତି। ଏବେ କାରିଗରମାନେ ବାଣ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଆଉ କିଛି ଦିନ ପରେ ବାଣ ବଜାର ଖୋଲିବ। ଏହା ପୂର୍ବରୁ ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଥାନା ଝିଣ୍ଟିଶାସନ ଜଇନାବାଦ ଗ୍ରାମରେ ଆଜି ବାଣ ତିଆରି ବେଳେ ବିସ୍ଫୋରଣ ହୋଇଛି। ଫଳରେ ୨ ଜଣ ଲୋକ ଆହତ ହୋଇଛନ୍ତି। Continue Reading
National News
NEW DELHI OCTO 31 : Union Information and Technology Minister Ashwini Vaishnaw on Tuesday addressed the concerns made by several Opposition leaders that they got alert messages from Apple, warning them that they could likely be a target of “state-sponsored attackers” who were trying to access their iPhones. Speaking to India Today TV, Vaishnaw said […]Continue Reading
Business News Top Stories
By Subrat Sarangi Bhubaneswar, Oct. 31: Subhrakant Panda, FICCI President and Managing Director, IMFA led a business delegation to Bhutan last week. The delegation had an audience with His Majesty the King of Bhutan, Jigme Khesar Namgyel Wangchuck and Prime Minister Dr Lotay Tshering besides senior officials of the Royal Government of Bhutan and local […]Continue Reading