ଭୁବନେଶ୍ୱର,୩୧/୧୦ : ଓଚଝ ସ୍ତରରେ ଆଜି ଏକ ଛୋଟ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଗୃହ ବିଭାଗରେ ଓଏସ୍ଡ ଥିବା ୧୯୮୮ ବ୍ୟାଚ୍ର ଆଇପିଏସ୍ ଅଫିସର ଅରୁଣ ରାୟଙ୍କୁ ରାଜ୍ୟ ପ୍ରିଣ୍ଟିଂ,ଷ୍ଟେସନାରୀ ଓ ପବ୍ଲିକେସନ୍ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି।ସ୍ୱତନ୍ତ୍ର ଡିଜିପି, ଏଚ୍ଆର୍ପିସି ଭାବେ କାର୍ଯ୍ୟ କରୁଥିବା ୧୯୮୯ ବ୍ୟାଚ୍ର ଆଇପିଏସ୍ ଅଫିସର ଅମୃତ ମୋହନ ପ୍ରସାଦଙ୍କୁ ଜେଲ୍ ବିଭାଗ ଡିଜି ଭାବେ ବଦଳି କରାଯାଇଛି। ୧୯୮୮ ବ୍ୟାଚ୍ ଆଇପିଏସ୍ ମନୋଜ କୁମାର ଛାବ୍ରା Continue Reading
NEW DELHI,OCTO 31 : As many as five Opposition lawmakers, on Tuesday, took to social media platform ‘X’ to disclose warning alerts they received from Apple suspecting “state-sponsored attackers trying to remotely compromise” their iPhones. According to reports, TMC’s Mahua Moitra, Shiv Sena (UBT)’s Priyanka Chaturvedi and AAP’s Raghav Chadha, Continue Reading
ଭୁବନେଶ୍ବର,୩୧/୧୦: : ରାଜ୍ୟର ୨୬ତମ ରାଜ୍ୟପାଳ ଭାବେ ରଘୁବର ଦାସ ଶପଥ ଗ୍ରହଣ କରିଛନ୍ତି। ରାଜଭବନର ନୂଆ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ଶପଥ ପାଠ କରାଇଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ବିଦ୍ୟୁତରଞ୍ଜନ ଷଡ଼ଙ୍ଗୀ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବାଚସ୍ପତି ପ୍ରମିଳା ମଲ୍ଲିକ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ମନ୍ତ୍ରିମଣ୍ଡଳର କେତେକ ସଦସ୍ୟ, ବିଧାୟକ ଓ Continue Reading
AMARAVATI,OCTO 31: The Andhra Pradesh High Court on Tuesday granted interim bail for a period of four weeks to TDP chief N Chandrababu Naidu in the AP Skill Development Corporation case. The court granted bail to the former Chief Minister on health grounds. Advocates representing Naidu had informed the court that he has to undergo […]Continue Reading
ନୂଆପଡ଼ା,୩୧/୧୦: : ଗତକାଲି ୬ ବର୍ଷର ନାବାଳକକୁ ମାରିବା ପରେ ଆଜି ସକାଳେ ଏକ ଗାଈକୁ ଖାଇଛି ବାଘ। ଏହି ଗାଈର ମାଲିକ ହେଲେ ଅର୍ଜୁନ ଧୁରୁଆ। ସେ ରାତିରେ ଗୁହାଳରେ ନିଜ ଗାଈକୁ ବାନ୍ଧିଥିଲେ। ହେଲେ ସକାଳେ ଗାଈର ଅଧା ମୃତଦେହ ଘର ପାଖରେ ପଡ଼ିଥିବାର ସେ ଦେଖିବାକୁ ପାଇଥିଲେ। ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ ଧରମବନ୍ଧା ଥାନା ସୁନାବେଡ଼ା ଅଭୟାରଣ୍ୟ କଟିଙ୍ଗପାଣି ଗ୍ରାମରେ ଘଟିଛି ଏଭଳି ହୃଦୟବିଦାରକ ଘଟଣା।ସୂଚନାଯୋଗ୍ୟ, ସୋମବାର ସଂଧ୍ୟାରେ ଦାଣ୍ଡରେ ଖେଳୁଥିବା […]Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୩୧/୧୦: ଗଜପତି ଜିଲ୍ଲା “ମିଶନ ଶକ୍ତି” – ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ଆଜି ପୂର୍ବାହ୍ ସମୟରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଉପଲକ୍ଷେ ପାରଳାଖେମୁଣ୍ଡି ସ୍ଥିତ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଏକ ଶପଥ ପାଠ ଓ ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଶପଥ ପାଠ କାର୍ଯ୍ୟକ୍ରମରେ ମିଶନ-ଶକ୍ତିର ଡିପିଏ: ଶ୍ରୀମତୀ ମନସ୍ମିତା ପାତ୍ର ଉପସ୍ଥିତ Continue Reading
Punjab,Octo 30 : The Punjab government, on Monday, banned any kind of stunt or dangerous performance with a tractor after a stuntman was crushed to death under a tractor at a fair in Punjab’s Gurdaspur district. Punjab Chief Minister Bhagwant Mann, in a post on X, said, “Dear Punjabis, tractor is called the king of […]Continue Reading
ଜଟଣୀ,୩୦/୧୦: ଆସନ୍ତା ନଭେମ୍ବର ୧୨ ତାରିଖରେ ଦୀପୋତ୍ସବ ‘ଦୀପାବଳି’ ପାଳନ ହେବ। ଆଲୋକମାଳାରେ ଘରଗୁଡ଼ିକ ସଜେଇ ହେବ। ସେହିପରି ବାଣ ଓ ଫୋଟକା ଫୁଟାଇ ପିଲାମାନଙ୍କ ଠାରୁ ଯୁବପିଢ଼ି ପର୍ଯ୍ୟନ୍ତ ମଉଜ କରିବେ।ଅନ୍ୟପଟରେ ବାଣ କାରିଗର ଓ ବ୍ୟବସାୟୀ ବାଣ ବିକ୍ରି କରିବାକୁ ପ୍ରସ୍ତୁତ ହୋଇସାରିଛନ୍ତି। କମିସନରେଟ୍ ପୁଲିସ ଅଧୀନ ଜଟଣୀର କୁସୁମାଟି ଗାଁରୁ ସୋମବାର ପୂର୍ବାହ୍ଣରେ ବିପୁଳ ପରିମାଣର ବାଣ ଜବତ ହୋଇଛି।ଗାଁ ଭିତରେ ଏକ ଘରେ ରଖାଯାଇଥିବା ବାଣ ସଂପର୍କରେ Continue Reading
Maharashtra,Octo 30 : The house of Nationalist Congress Party (NCP) MLA Prakash Solanke in Maharashtra’s Beed district was vandalised and set on fire on Monday allegedly by Maratha reservation agitators. A car parked at his house was also set ablaze, police said. Visuals shared on social media showed a massive fire in his bungalow and […]Continue Reading
ଭୁବନେଶ୍ବର,୩୦/୧୦: ଆନ୍ଧ୍ର-ଓଡ଼ିଶା ସୀମାରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ସରିବା ସହ ମରାମତି କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଉ ଦୁଇ ତିନି ଘଣ୍ଟା ଭିତରେ ଏହି ବାଟଦେଇ ରେଳ ଚଳାଚଳ ସ୍ବାଭାବିକ ହେବ। ଏନେଇ ସୂଚନା ଦେଇଛନ୍ତି ପୂର୍ବତଟ ରେଳବାଇର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ବିଶ୍ୱଜିତ ସାହୁ।ସେ କହିଛନ୍ତି, ଦୁର୍ଘଟଣାରେ ଫସିଥିବା ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟ କୌଣସି ବ୍ୟକ୍ତି ବଗି ତଳେ ନାହାନ୍ତି। Continue Reading




