Home Articles posted by odadmin (Page 1091)
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୬/୧୧: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ଶ୍ରୀରାମପୁର ପଞ୍ଚାୟତ ରେ ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ପ୍ରଦାନରେ ବିଳମ୍ବ ଯୋଗୁଁ ଜନ ଅସନ୍ତୋଷ ବୃଦ୍ଧି ପାଇଛି । ଶ୍ରୀରାମପୁର ଗ୍ରାମ ପଞ୍ଚାୟତ ର ହିତାଧିକାରୀଙ୍କୁ ଶବ ସତ୍କାର ପାଇଁ ସଙ୍ଗେ ସଙ୍ଗେ ମିଳୁନି ସରକାରୀ ସହାୟତା ଅର୍ଥ ।ଉକ୍ତ ପଞ୍ଚାୟତର ଦ୍ରୁପଦ ପାଟଗୁରୁ, ଲକ୍ଷ୍ମୀଧର ନାୟକ, ଜାକବ ବାକସିଂ, ବନବାସ କୋଠଦଳେଇ, ପ୍ରକାଶ Continue Reading
Odisha News
ନୂଆଦିଲ୍ଲୀ,୬/୧୧ : ଦେଶର ପ୍ରାୟ ୮୦ କୋଟି ହିତାଧିକାରୀଙ୍କୁ ଆସନ୍ତା ୫ ବର୍ଷ ପାଇଁ ମାଗଣା ଖାଦ୍ୟଶସ୍ୟ ଯୋଗାଣ ସଂପର୍କରେ ଘୋଷଣା କରିବାର ଦୁଇଦିନ ପରେ ମୋଦୀ ସରକାର ଆଉ ଏକ ବଡ଼ ଘୋଷଣା କରିଛନ୍ତି ।ସରକାର ସାରା ଦେଶରେ କିଲୋ ପିଛା ୨୭ ଟଙ୍କା ୫୦ ପଇସା ଦରରେ ଅଟା ବିକ୍ରି କରିବେ । ଏହାର ନାଁ ରଖାଯାଇଛି ଭାରତ ଅଟା । ମୋବାଇଲ ଭ୍ୟାନ ମାଧ୍ୟମରେ ସବୁ ରାଜ୍ୟରେ ଏହି ଅଟା ବିକ୍ରି କରାଯିବ […]Continue Reading
Top Stories
By Chitta Ranjan Beura Bhubaneswar, Nov. 6 : The KIIT Deemed-to-be-University has offered employment and free education to the family members of the deceased of the Bhanaga, Balasore train mishap hailing from Odisha. The Founder of KIIT and KISS Dr Achyuta Samanta met the candidates today and offered the employment letter. A total 20 candidates […]Continue Reading
Bollywood
ମୁମ୍ବାଇ,୬/୧୧: ନିକଟରେ ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ ହେବାପରେ ତାହା ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି। ଅଭିନେତ୍ରୀଙ୍କ ଏହି ଭାଇରାଲ ଭିଡିଓକୁ ନେଇ ପ୍ରଶଂସକମାନେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଅମିତାଭ ବଚ୍ଚନ ବି କ୍ରୋଧିତ ହୋଇଯାଇଛନ୍ତି। କେବଳ ଏତିକି ନୁହେଁ ସେ ଏହି ଘଟଣାର ଆଇନଗତ କାର‌୍ୟ୍ୟାନୁଷ୍ଠାନ ଦାବି ମଧ୍ୟ କରିଛନ୍ତି।ଗତ ଶୁକ୍ରବାର ରଶ୍ମିକାଙ୍କର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ Continue Reading
Top Stories
By Subrat Sarangi Paradeep, Nov 6 : ArcelorMittal Nippon Steel India (AM/NS India), a joint venture between ArcelorMittal and Nippon Steel, two of the world’s leading steelmakers, today awarded ‘Beti Padhao Scholarships’ to 31 students of Paradeep region in a felicitation ceremony held at Paradeep Port Club. The flagship CSR project of AM/NS India, Beti […]Continue Reading
Odisha News
ଭୁବନେଶ୍ବର,୬/୧୧: ମହିଳା ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ ମାଡ଼ ମାରିବା, ଅସଦାଚରଣ କରିବା ଅଭିଯୋଗରେ ଗିରଫ ପ୍ରଯୋଜକ ଟୁଟୁ ଓରଫ୍ ସଞ୍ଜୟ ନାୟକଙ୍କ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଛି। ୮ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାଯାଇଛି। ଅପଡେଟ୍ କେସ ଡାଏରି ଓ ପୁରୁଣା କେସ୍ ରେକର୍ଡ ଦାଖଲ ଲାଗି ତଲବ କରାଯାଇଛି।ମହିଳା ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ ମାଡ଼ ମାରିବା, ଅସଦାଚରଣ କରିବା ପ୍ରଯୋଜକ ଟୁଟୁ ଓରଫ୍ ସଞ୍ଜୟ ନାୟକଙ୍କୁ ଖାରବେଳନଗର ଥାନା Continue Reading
Odisha News
ସୁନ୍ଦରଗଡ଼,୬/୧୧: ନିଆଁରେ ପୋଡ଼ି ହୋଇ ଦମ୍ପତି ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅଞ୍ଚଳରେ। ଆହତ ଦମ୍ପତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଶିବାଜୀ ଲାକ୍ରା ତାଙ୍କ ସ୍ତ୍ରୀ ଅନିତା ଲାକ୍ରା ଏକ ଘର ଭଡ଼ା ନେଇ ବଣାଇ ଥାନା ଅଞ୍ଚଳରେ ଭଡ଼ା ନେଇ ରହୁଥିଲେ। ଶିବାଜୀ OMCରେ କାମ କରନ୍ତି। ଗତକାଲି ହଠାତ୍ ଶିବାଜୀ ଓ ତାଙ୍କ ସ୍ତ୍ରୀଙ୍କର ଘରୁ ଚିତ୍କାର ଶୁଭିଥିଲା। ସ୍ଥାନୀୟ ଲୋକେ ସେମାନଙ୍କ ପାଟି ଶୁଣି ଦୌଡ଼ି ଯାଇଥିଲେ। […]Continue Reading
Odisha News
ଭୁବନେଶ୍ୱର,୬/୧୧: ରାଜଧାନୀ ଭୁବନେଶ୍ୱର ବିମାନବନ୍ଦରରୁ ସୋମବାର ସକାଳ ୭.୧୦ରେ ଉଡ଼ାଣ କରିଥିବା ଇଣ୍ଡିଆଓ୍ବାନ୍ ଏୟାର ବିମାନ ୮.୪୫ରେ କୋରାପୁଟ ଜିଲାର ଜୟପୁରଠାରେ ପହଞ୍ଚିଛି। ତେବେ ଏହି ବିମାନ ଜୟପୁରରୁ ସକାଳ ୯ଟାରେ ଛାଡ଼ି ଭୁବନେଶ୍ୱରରେ ୧୦.୧୫ରେ ପହଞ୍ଚିବ ବୋଲି ବିମାନବନ୍ଦର ସୂତ୍ରରୁ ପ୍ରକାଶ।ଏହି ବିମାନ ସେବା ଦ୍ୱାରା କୋରାପୁଟ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ହୋଇପାରିବ ବୋଲି ଆଶା କରାଯାଉଛି। ଆଜି ପ୍ରଥମ ଫ୍ଲାଇଟରେ ଭୁବନେଶ୍ୱରରୁ ୬ ଜଣ ଯାତ୍ରୀ ଜୟପୁର Continue Reading