Home Articles posted by odadmin (Page 1090)
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୮/୧୧: ସଂସୃତିର ପ୍ରସାର ଓ ଆଧୁନିକ ଭିର୍ତ୍ତି ଭୂମିର ଉନ୍ନତି ଗାଁ ଗୁଡିକୁ ବିକାଶର ଶିଖରରେ ପହଞ୍ଚାଇବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହୁଥିବା ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ଅନେକ ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ । ନା ଅଛି ରାସ୍ତା, ନା ପାନୀୟ ଜଳ ଓ ବିଦ୍ୟୁତ ଆଲୋକ ।ବର୍ତ୍ତମାନ ସୁଦ୍ଧା ପକ୍କା ରାସ୍ତା ଦେଖି ନାହାନ୍ତି । ବାଲିଗୁଡା ବ୍ଲକ ଅନ୍ତର୍ଗତ ପରମପାଙ୍ଗା Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୮/୧୧: ସେଣ୍ଟ୍ ଜାଭିୟର୍ସ ପବ୍ଲିକ ସ୍କୁଲ ବୌଦ୍ଧ ପରିସରରେ ଆଜି ସ୍କାଉଟ ଗାଇଡ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ସ୍କାଉଟ ଗାଇଡ କମିଶନର ଗେନ୍ଦ୍ରା କୁଜୁର ଯୋଗଦେଇଥିବାବେଳେ ଅତିଥିଭାବେ ସ୍କୁଲ ଚେୟାରମେନ ଯୁଗଳ କିଶୋର ସାମଲ ଓ ସ୍କୁଲ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ସେନାପତି ଯୋଗଦେଇଥିଲେ ।ପ୍ରଥମେ ଅତିଥିମାନଙ୍କୁ ସ୍କାଉଟ ଗାଇଡ କ୍ୟାଡେଟ ମାନଙ୍କ ଦ୍ୱାରା Continue Reading
Top Stories
By A K Sahoo Bhubaneswar, Nov. 7:  The 49th   Raising day of NTPC LTD a Maharatna Central Public sector undertaking was observed at NTPC ER-II headquarters at Bhubaneshwar.  On this occasion of Raising day Shri Gurdeep Singh, Chairman and Managing Director, NTPC addressed the employees through video conference from New Delhi stressed on achieving Continue Reading
Odisha News
ମୟୂରଭଞ୍ଜ,୭/୧୧ : ମହୋତ୍ସବରେ ସାଧାରଣତଃ ନାଚ ଗୀତର ଆସର ଜମିଥାଏ। ଆଉ ସେହି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥାଆନ୍ତି ଦର୍ଶକ।ହେଲେ ମୟୂରଭଞ୍ଜ ମହୋତ୍ସବ ଷ୍ଟେଜ୍ରେ ସୋମବାର ହୋଇଛି ସତସତିକା ବାହାଘର। ଆଦିବାସୀ ପରମ୍ପରା ଅନୁସାରେ ଷ୍ଟେଜ୍ରେ ବସିଛି ହାଣ୍ଡିଆ ହାଣ୍ଡି। ବାଜିଛି ମାଦଳ, ବାଜୁଛି ତୁରୀ। ଆଉ ଦୀର୍ଘ ଦିନର ସତସତିକା ପ୍ରେମ ସମ୍ପର୍କ ନେଇଛି ବିବାହର ରୂପ।ପୂରା ଘଟଣାଟି ଏମିତି। କୁଳିଅଣା ବ୍ଲକ୍ ମୁଣ୍ଡାକଟା ଗାଁରେ ଏକ Continue Reading
Odisha News
ଭୁବନେଶ୍ଵର,୭/୧୧: ଘରୋଇ ହସ୍ପିଟାଲରୁ ଅଣାଯାଇ ବିଜେଡି ରାଜ୍ୟ କାର‌୍ୟ୍ୟାଳୟ ଶଙ୍ଖଭବନରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପାର୍ଥିବ ଶରୀରକୁ ରଖାଯାଇଛି। ସେଠାରେ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଦଳୀୟ ନେତା ଓ କର୍ମୀ। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ସେଠାରେ ପହଞ୍ଚି ଦିବଙ୍ଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।।ଶଙ୍ଖଭବନରେ ବିଜେଡି ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟକ ଦେବୀ ପ୍ରସାଦ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୭/୧୧ : କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଦ୍ୱାରା ହାଇଦ୍ରାବାଦରେ ଆୟୋଜିତ ୫୨ତମ ଜାତୀୟ ଓ ଆଞ୍ଚଳିକ ଖେଳ ପ୍ରତିଯୋଗିତା ୨୦୨୩-୨୪ ରେ ତୀରନ୍ଦାଜ ଖେଳରେ(ବାଳକ ବିଭାଗ) ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟର ଏକାଦଶ ଶ୍ରେଣୀର ଛାତ୍ର ସୁରଜ କୁମାର ମେହେର ୪୦ ମିଟରରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣପଦକ ହାସଲ କରିଥିବାବେଳେ ପୁନେଠାରେ ଆୟୋଜିତ ତୀରନ୍ଦାଜ ବାଳିକା ବିଭାଗ ଖେଳରେ ବୌଦ୍ଧ କେନ୍ଦ୍ରୀ ବିଦ୍ୟାଳୟର ଏକାଦଶ ଶ୍ରେଣୀର Continue Reading
Odisha News
ପୁରୀ/ ଭୁବନେଶ୍ବର,୭/୧୧: ବରିଷ୍ଠ ରାଜନେତା ତଥା ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ପରଲୋକ ହୋଇଛି। ଗତ କିଛିଦିନ ଧରି ଗୁରୁତର ଅସୁସ୍ଥ ଥିବା ଶ୍ରୀ ମହାନ୍ତିଙ୍କର ଚିକିତ୍ସାଧୀନ ଅବସ୍ଥାରେ ବିୟୋଗ ଘଟିଛି।ନଭେମ୍ବର ପହିଲାରୁ ଭୁବନେଶ୍ବରର କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଶ୍ରୀ ମହାନ୍ତିଙ୍କ ବିୟୋଗ ଭୋର ୩.୨୫ରେ ହୋଇଛି ବୋଲି ହସ୍ପିଟାଲର ଲୋକସଂପର୍କ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ।ସ୍ବର୍ଗତ ମହେଶ୍ବର ମହାନ୍ତି ୧୯୫୬ ମସିହା Continue Reading