Home Articles posted by odadmin (Page 1092)
Odisha News
ହାଟଡ଼ିହି,୬/୧୧: କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ସୋସୋ ଥାନା ଅଧୀନ ଝଣଝଣା ଗ୍ରାମରେ ଘଟିଛି ଅଘଟଣ। ଜଣେ ମହିଳାଙ୍କର ସର୍ପାଘାତରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କଠାରୁ ବିଷ ଝାଡ଼ିବାକୁ ଯାଇ ଅନ୍ୟଜଣେ ମହିଳା ଗୁରୁତର ହୋଇଛନ୍ତି।ମୃତ ମହିଳା ହେଲେ ଗ୍ରାମର ସୂର୍ଯ୍ୟମଣି ବେହେରାଙ୍କ ପତ୍ନୀ ଝୁନୁରାଣୀ ବେହେରା(୪୦)। ସେ ବିଲକୁ ଯାଇଥିବା ବେଳେ ସେଠାରେ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା।ଏହା ଜାଣିବା ପରେ ସେହି ଗ୍ରାମର ମିନତି ଦେହୁରୀ (ଝୁନୁରାଣୀଙ୍କ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୬/୧୧: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରବିବାର ଭୋଟର ତାଲିକା\’ର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ -୨୦୨୪ କାର୍ଯ୍ୟକ୍ରମର ଜିଲ୍ଲାସ୍ତରୀୟ ଭୋଟର ସଚେତନତା ଅଭିଯାନ ରଥର ଶୁଭାରମ୍ଭ ହୋଇଯାଇଛି।।ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସବୁଜ ପତାକା ଦେଖାଇ ଜିଲ୍ଲାସ୍ତରୀୟ ସଚେତନତା ଅଭିଯାନ ରଥ ଓ ଶୋଭାଯାତ୍ରାର Continue Reading
Business News Top Stories
By Subrat Sarangi Bhubaneswar, Nov.5 : As part of the ongoing Vigilance Awareness Week, National Aluminium Company Limited (NALCO), organized a series of activities to spread the message of integrity, transparency, and accountability in public life. To mark the occasion, an Elocution Competition was held among the leading schools and colleges of twin-city Bhubaneswar and Continue Reading
Odisha News Sports News
କୋଲକାତା,୫/୧୧ : ନିଜର ଜନ୍ମଦିନରେ ଭାରତର କୋଟି କୋଟି କ୍ରିକେଟପ୍ରେମୀଙ୍କ ଏକ ସ୍ମରଣୀୟ ଶତକ ଉପହାର ଦେଇଛନ୍ତି ବିରାଟ କୋହଲି । ଏହା ସହିତ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୪୯ ଦିନିକିଆ ଶତକର ସମକକ୍ଷ ହୋଇଛନ୍ତି ବିରାଟ ।ବିରାଟଙ୍କ ଏହି ଶତକ ବଳରେ କୋଲକାତାର ଐତିହାସିକ ଇଡେନ ଗାଡେନ୍ସରେ ଖେଳାଯାଉଥିବା ଆଇସିସି ବିଶ୍ବକପର ଏକ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଆଗରେ ୩୨୭ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ ।ଏହି ମ୍ୟାଚରେ ଭାରତ ଟସ ଜିତି […]Continue Reading
Odisha News
ଢେଙ୍କାନାଳ,୫/୧୧ : ମୋବାଇଲ୍ ମରାମତି ବେଳେ ଘଟିଲା ଭୟଙ୍କର ବିସ୍ଫୋରଣ। ଅଳ୍ପକେ ବର୍ତ୍ତିଲେ ଦୋକାନୀ ଓ ଗ୍ରାହକ। ଆଜି ଅପରାହ୍ନରେ ଏପରି ଘଟଣା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଟାଉନ୍ରେ ଘଟିଛି।କାମାକ୍ଷାନଗର ସହର କଲେଜ ରୋଡ୍ରେ ରହିଛି କାଳିଆ ମୋବାଇଲ ଦୋକାନ। ସେଠାରେ ମୋବାଇଲ୍ ବିକ୍ରି ସହ ମରାମତି କରାଯାଇଥାଏ। ଆଜି ମୋବାଇଲ ମରାମତି ପାଇଁ ଅନନ୍ତପୁର ଗାଁର ଜଣେ ଗ୍ରାହକ ଆଣିଥିଲେ। ଦୋକାନୀରେ ମୋବାଇଲ ମରାମତି ଚାଲିଥିବା ବେଳେ ବ୍ୟାଟେରୀଟି ହଠାତ୍ Continue Reading
National News
BENGALURU,NOV 5: A 45-year-old woman, who was working as a senior geologist with the Department of Mines and Geology was found allegedly murdered at her residence in Doddakallasandra under the Subramanyapura police station limits.The incident took place during the intervening night of Saturday and Sunday. The news came to light around 8:30 am on Sunday […]Continue Reading
Odisha News
ନୂଆପଡ଼ା,୫/୧୧: ଗତକାଲି ରାତିରେ ଯନ୍ତାରେ ଏକ ମଣିଷଖିଆ ବାଘ (କଲରାପତିରିଆ) ପଡ଼ିଥିବା ବେଳେ ଆଜି ଏକ ବାଘ ପୁଣି ଆତଙ୍କ ଖେଳାଇଥିବାର ଖବର ଖବର ମିଳିଛି। ଧରମବନ୍ଧା ଥାନା କୋଦୋପାଲି ଗ୍ରାମ ନିକଟରେ ସେହି ବାଘଟି ବୁଲୁଥିବାର ଦେଖିବାକୁ ପାଇଥିଲେ ଗ୍ରାମବାସୀ। ଏହାପରେ ସେମାନେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗର କର୍ମଚାରୀମାନେ କୋଦୋପାଲି ପହଞ୍ଚି ବାଘର ଗତିବିଧି ଉପରେ ନଜର ରଖିଛି।ଉଲ୍ଲେଖଯୋଗ୍ୟ, ଗତ ୫ ଦିନ ଧରି ନୂଆପଡ଼ା ଜିଲ୍ଲାରେ ଉତ୍ପାତ Continue Reading