ଅନୁଗୋଳ,୧୭/୧୧: ଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍। ଦୁର୍ଘଟଣାରେ ୩ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ବରଗାପାଲିରେ ଏହି ଦୁର୍ଘଟଣା ଘଟିଛି। ଆହତଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଗତକାଲି ବିଳମ୍ବିତ ରାତିରେ ପ୍ରାଚୀ ନାମକ ଘରୋଇ ବସ୍ଟି ସୁନ୍ଦରଗଡ଼ରୁ ଯାତ୍ରୀମାନଙ୍କୁ ନେଇ ଭୁବନେଶ୍ୱର ଆସୁଥିଲା। ବରଗାପାଲିରେ ନିକଟରେ ବସ୍ର ଚକା ପଙ୍କଚର ହୋଇଯାଇଥିଲା। Continue Reading
UTTARKASHI,NOV 17: Working overnight with a powerful machine, rescue workers had by Friday morning drilled up to 21 metres through the rubble in Silkyara tunnel, inching closer to the 40 labourers trapped there for five days. The workers need to drill up to 60 metres to insert 800 mm and 900 mm diameter pipes — […]Continue Reading
ଭୁବନେଶ୍ୱର, ୧୭/୧୧: ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମିଧିଲି’। ଏହା ଉତ୍ତରପୂର୍ବ ଦିଗକୁ ଘଣ୍ଟାକୁ ୨୦ କିମି ବେଗରେ ଗତି କରୁଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ବାତ୍ୟା ‘ମିଧିଲି’ ପାରାଦୀପଠାରୁ ୧୯୦ କିମି ଦୂରତାରେ ଅବସ୍ଥିତ ଥିବା ବେଳେ ଦୀଘା ଠାରୁ ୨୦୦ କିମି ଦୂରରେ ରହିଛି।ବାତ୍ୟା ‘ମିଧିଲି’ ପ୍ରଭାବ Continue Reading
Madhya Pradesh,Nov 17: Madhya Pradesh and Chhattisgarh are voting today in a high-stakes battle between the BJP and Congress. Chhattisgarh is voting for the second phase of polls, with 958 candidates in the fray for 70 assembly seats across 19 districts. In Madhya Pradesh, more than 2,000 candidates are contesting for 230 seats in the […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୬/୧୧ : ବୌଦ୍ଧ ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ । ପ୍ରଥମେ ଚାରିଛକ ସ୍ଥିତ ୫୦୦୦ ଲିଟେ କ୍ଷମତା ବିଶିଷ୍ଟ ଦୁଗ୍ଧ ଶୀତଳୀକରଣ କେନ୍ଦ୍ରକୁ ଉଦଘାଟନ କରିଛନ୍ତି ଶ୍ରୀ ତ୍ରିପାଠୀ । ଚାଷୀମାନଙ୍କ ରୋଜଗାର ବୃଦ୍ଧିକୁ ସୁନିଶ୍ଚିତ କରିବା ଓ ଦୁଗ୍ଧ ସଂଗ୍ରହକୁ ସରଳ କରିବା ଉଦ୍ଦେଶ୍ୟରେ ଏହାର ଉଦ୍ଘାଟନ କରାଯାଇଛି । ଏହି ଅବସରରେ ଶ୍ରୀ ତ୍ରିପାଠୀ କହିଛନ୍ତି, ପଶ୍ଚିମ ଓଡ଼ିଶା ବାକାଶ ପରିଷଦର Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୬/୧୧: ଅଦ୍ୟ ତା.୧୬.୧୧.୨୦୨୩ ରିଖ ଗୁରୁବାର ଦିନ ଜିଲ୍ଲା ପାଠାଗାର ସ୍ଥିତ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ – ୨୦୨୩ ମହାସମାରୋହରେ ପାଳିତ ହୋଇଯାଇଛି ।ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ରିତାକାନ୍ତି ବଳିୟାରସିଂହ ସ୍ଵାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ ଦିବସର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।ଦିବସର ମୁଖ୍ୟ ଅତିଥିଭାବେ ଶ୍ରୀଯୁକ୍ତ Continue Reading
କଟକ,୧୬/୧୧ : କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ନିର୍ଦ୍ଦେଶକ ପଦବୀ ପୂରଣ ସମ୍ପର୍କିତ ଅଦାଲତ ଅବମାନନା ମାମଲାରେ ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବ ସରୋଜ ମିଶ୍ର ଆଜି ବ୍ୟକ୍ତିଗତ ଭାବେ ହାଇକୋର୍ଟରେ ହାଜର ହୋଇ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ନିୟମିତ ନିର୍ଦ୍ଦେଶକ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ଓ ଖୁବଶୀଘ୍ର ଏହା କାର୍ଯ୍ୟକାରୀ କରିବାର ପ୍ରତିଶ୍ରୁତି ଦେଇ ସେ କ୍ଷମା ପ୍ରାର୍ଥନା Continue Reading
ନୂଆଦିଲ୍ଲୀ,୧୬/୧୧ : ଧରା ପଡ଼ିଲା ନକଲି ଡାକ୍ତରଙ୍କ ଗ୍ୟାଙ୍ଗ। ନକଲି ଡାକ୍ତର ସାଜି ଧଡାଧଡ଼ ସର୍ଜରୀ କରୁଥିଲେ ଟେକ୍ନିସିଆନ୍। ଲୁଟୁଥିଲେ ପୁଳାପୁଳା ଟଙ୍କା। ଚଢ଼ାଉ କରି ଏବେ ୪ ଜଣଙ୍କୁ ବାନ୍ଧିଛି ପୁଲିସ। ନୂଆଦିଲ୍ଲୀର ଗ୍ରେଟେର୍ କୌଳାଶ ଅଞ୍ଚଳରୁ ନକଲି ଡାକ୍ତରଙ୍କ ଏକ ଗ୍ୟାଙ୍ଗ ଧରାପଡ଼ିଥିବା ସୂଚନା ମିଳିଛି।ଗିରଫ ଅଭିଯୁକ୍ତମାନେ ହେଲେ ନିଜକୁ ଡାକ୍ତର କହୁଥିବା ନୀରଜ ଅଗ୍ରଓ୍ୱାଲ, ତାଙ୍କ ପତ୍ନୀ ପୂଜା ଓ ତଥା ଫେକ୍ ସର୍ଜନ ଡାକ୍ତର ଜସପ୍ରିତ ସିଂହ ଓ Continue Reading
Uttarakhand, Nov 16: Uttarakhand Rescue operations to evacuate the 40 workers trapped in an under-construction tunnel in Silkyara in Uttarakhand’s Uttarkashi resumed for the fifth day as an auger drilling machine began to operate to expedite the process of digging through the debris and rescuing the people. The rescuers were also monitoring the mental health […]Continue Reading
NEW DELHI,NOV 16 : The Enforcement Directorate has issued fresh summons to American millionaire Neville Roy Singham for questioning in connection with a money laundering investigation linked to online news portal NewsClick, official sources said Thursday. The businessman, who is accused of spreading Chinese propaganda in India, is stated to be currently based in Shanghai, Continue Reading




