Home Articles posted by odadmin (Page 1075)
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୯/୧୧: ଗଜପତି ଜିଲ୍ଲାର ଆକଂକ୍ଷି ବ୍ଲକ୍ ଗୁମ୍ମା ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟର ସଦଭାବନା ଗୃହ ଠାରେ ଗୁମ୍ମା ପଞ୍ଚାୟତ ସମିତି ଓ ଗଜପତି ଜିଲ୍ଲା ଜଳ ଓ ପରିମଳ ମିଶନର ମିଳିତ ଆନୁକୁଲ୍ୟରେ ଗ୍ରାମୀଣ ସ୍ଵଚ୍ଛ ଭାରତ ମିଶନ – ସ୍ବତନ୍ତ୍ର ଅଭିଯାନ କାର୍ଯ୍ୟକ୍ରମରେ ବିଶ୍ଵ ଶୌଚାଳୟ ଦିବସ-୨୦୨୩ ପାଳନ ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସମେତ ଶପଥ ପାଠ ଓ କାର୍ଯ୍ୟାଦେଶ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୯/୧୧ : ବୌଦ୍ଧ ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ନାମରେ ଆୟୋଜିତ ତୃତୀୟ ମା ଭୈରବୀ ମହୋତ୍ସବ ଚତୁର୍ଥ ସଂଧ୍ୟା ରବିବାର ଦିନ ଅନୁଷ୍ଠିତ ହୋଇଯାଇଅଛି।ଚତୁର୍ଥ ସଂଧ୍ୟା ରେ ଆଞ୍ଚଳିକ କଳାକାର ଙ୍କ ଦ୍ବାରା ବିଭିନ୍ନ ନୃତ୍ୟ କଳା ପରିବେଷଣ କରାଯାଇ ଥିଲା ଓ ମାଙ୍କ ଠାରେ ସଂଧ୍ୟା ଆଳତୀ ଅର୍ପଣ କରାଯାଇଥିଲା। ପରେ ମଞ୍ଚ କୁ ନିମନ୍ତ୍ରିତ ଅତିଥି ଙ୍କୁ ଆମନ୍ତ୍ରିତ କରାଯାଇ ପରିଚୟ ପ୍ରଦାନ କରାଯାଇଥିଲା।ଅନୁଷ୍ଠିତ Continue Reading
National News Sports News
GUJURAT, NOV 19: Israel has been carrying out aerial and ground assaults on Gaza in retaliation for the October 7 attack by Hamas terrorists. There has been widespread condemnation of the violence against the Palestinians, especially the civilians becoming casualties of the war between Israel and Hamas. The man, who invaded the pitch in Ahmedabad, […]Continue Reading
Odisha News
ସାନ୍ ସାଲ୍ଭାଡର୍, ୧୯/୧୧: ରବିବାର କେନ୍ଦ୍ରୀୟ ଆମେରିକୀୟ ରାଷ୍ଟ୍ର ଏଲ୍ ସାଲ୍ଭାଡର୍ର ଜସ୍ ଏଡଲ୍ଫୋ ପିନିଡା ରଙ୍ଗମଞ୍ଚରେ ଆୟୋଜିତ ୭୨ତମ ‘ମିସ୍ ୟୁନିଭର୍ସ’ ସୌନ୍ଦର‌୍ୟ୍ୟ ପ୍ରତିଯୋଗିତାରେ ନିକାରାଗୁଆର ସେଏନିସ୍ ପାଲାସିଓ ‘ମିସ୍ ୟୁନିଭର୍ସ ୨୦୨୩’ ମୁକୁଟ ବିଜୟିନୀ ହୋଇଛନ୍ତି।‘ମିସ୍ ୟୁନିଭର୍ସ ୨୦୨୨’ ଆର୍’ବନ୍ନି ଗାବ୍ରିଏଲ୍ ତାଙ୍କୁ ମୁକୁଟ ପିନ୍ଧାଇଛନ୍ତି। ଚଳିତ ବର୍ଷ ଏହି ପ୍ରତିଯୋଗିତାରେ ନିକାରାଗୁଆ, ଅଷ୍ଟ୍ରେଲିଆ ଓ ଥାଇଲାଣ୍ଡ୍ ଶ୍ରେଷ୍ଠ ୩ Continue Reading
Odisha News
ତେଲକୋଇ,୧୯/୧୧: କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଆକୁଳ ନୀଳାପଶି ସାହିରେ ଏକ ଛୁଆ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଛି। ହାତୀର ବୟସ ପାଖାପାଖି ୪ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।ସ୍ଥାନୀୟ ଲୋକେ ଆଜି ସକାଳେ ଶୌଚ ନିମନ୍ତେ ଯିବା ସମୟରେ ହାତୀ ମରିଥିବା ସୂଚନା ପାଇ ବନ ବିଭାଗକୁ ଖବର ଦେଇଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।Continue Reading
National News
Uttarkashi,Nov 19: It has been over a week but there is no word yet on the fate of the 40-plus workers trapped in the Uttarkashi tunnel. With a horizontal rescue shaft into the rubble of an under-construction tunnel in Uttarkashi getting stuck due to drilling equipment failure by more than a day, officials scampered to […]Continue Reading
Odisha News Sports News
ଅହମଦାବାଦ,୧୯/୧୧ : କ୍ରମାଗତ ୧୦ ପ୍ରାଧାନ୍ୟଭରା ବିଜୟର ଆତ୍ମବିଶ୍ବାସ ସାଙ୍ଗକୁ ୧୪୨ କୋଟି ଭାରତୀୟଙ୍କ ଶ୍ରଦ୍ଧା, ଶୁଭେଚ୍ଛା, ଭଲ ପାଇବା ଓ ପ୍ରାର୍ଥନା କ୍ଷେତ୍ର ପ୍ରସ୍ତୁତ କରିସାରିଛି। ୧୨ ବର୍ଷର ବିଶ୍ବକପ୍ ବିହୀନ ଯାତ୍ରା ଏବଂ ୧୦ ବର୍ଷ ଧରି ଆଇସିସି ଟ୍ରଫି ନ ଜିତିବାର ଦୁଃସ୍ବପ୍ନର ଅନ୍ତ ଘଟାଇବ ବୋଲି ରୋହିତ ଶର୍ମା ସେନାର ଆକାଶଛୁଆଁ ମନୋବଳ ଦୃଢ଼ ବିଶ୍ବାସ ବି ରଖିଛି।ଆଉ ଏକ ଅଗ୍ନି ପରୀକ୍ଷା ତ ଅପେକ୍ଷା କରିଛି, କିନ୍ତୁ ଘରୋଇ ପରିବେଶ […]Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୧୯/୧୧: ଆଦିବସୀ ବହୁଳ କନ୍ଧମାଳ ଜିଲାରେ କର୍ମନିଯୁକ୍ତି ଅଭାବ ରହିଛି। ଯା, ଦ୍ବାରା ବହୁ ଯୁବକ ଯୁବତୀ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଆଉ କେତେକ ଶିକ୍ଷିତ ଯୁବକ ଏବେ କର୍ମନିଯୁକ୍ତି ଅଭାବରୁ ସବୁଜ ଜହର କୁହାଯାଉଥିବା ବେଆଇନ ଗଞ୍ଜେଇ ଚାଷକୁ ଆପଣାଇଛନ୍ତି।ରୋଜଗାରର ପନ୍ଥା ନପାଇ ଯୁବକ/ଯୁବତୀଠାରୁ ଆରମ୍ଭ କରି ବୟସ୍କ ମଧ୍ୟ ଗଞ୍ଜେଇ ଚାଷରେ ମାତିଛନ୍ତି। ସମ୍ପୂର୍ଣ୍ଣ ବେଆଇନ ଏହି ଚାଷ ଉପରେ ରୋକ Continue Reading
Business News
By Our Correspondent Bhubaneswar: Further cementing its leadership position as the No. 1 digital service provider in Odisha, Reliance Jio has added highest new subscribers in the month of August 2023, as per the latest telecom subscriber data released by TRAI, on Thursday. With this, Jio has further consolidated its No. 1 position in the […]Continue Reading
Odisha News
ଭୁବନେଶ୍ବର,୧୮/୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଜିଲ୍ଲା ପାଇଁ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଏହି ଦୁଇଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୨୯୬.୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ପ୍ରକଳ୍ପ ଦୁଇଟି ହେଉଛି – ସୁନଗଡ ନଦୀରେ ସିକୁଆଁ/ସିଲେଟକଣି ନଦୀଗର୍ଭ ଜଳାଶୟ ପ୍ରକଳ୍ପ ଓ ଅଙ୍ଗ ନଦୀରେ କୁଟସିଙ୍ଘା ନଦୀଗର୍ଭ ଜଳାଶୟ ପ୍ରକଳ୍ପ । ସିକୁଆଁ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୪୯ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ Continue Reading