Home Articles posted by odadmin (Page 1073)
National News
UTTARKASHI,NOV 21: Rescuers on Tuesday released the first video of the workers trapped inside the Silkyara tunnel here for 10 days. The visuals were captured using an endoscopic camera sent in through the alternative 6-inch food pipeline which was pushed through the rubble of the collapsed tunnel on Monday. In the video, the workers, wearing […]Continue Reading
Odisha News
ଭୁବନେଶ୍ୱର,୨୧/୧୧ : ବିଧାନସଭାର ଉପବାଚସ୍ପତି ହେଲେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ । ଏନେଇ ଆଜି ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ ।ସାଲୁଗାଙ୍କୁ ସର୍ବସମ୍ମତି କ୍ରମେ ଉପବାଚସ୍ପତି ଭାବେ ନିର୍ବାଚିତ କରିଥିବାରୁ ଗୃହର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ଗୃହ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ ନିମନ୍ତେ ଉପବାଚସ୍ପତିଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨୧/୧୧: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ବାରଖମା ରେ ଆୟୋଜିତ ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗୀତାରେ ଦକ୍ଷିଣ କାଳୀ ଯୁବକ ସଂଘର କୃତିତ୍ୱ ।ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗୀତା ରେ ଚମ୍ପିୟାନ ଦକ୍ଷିଣ କାଳୀ ଦଳ କୁ ଯୁବକ ସଂଘ ପକ୍ଷରୁ ଖେଳାଳୀ କୋଚ୍ ଟିମ୍ ମ୍ୟାନେଜର ଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ସଙ୍ଘ ର ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା ।ବାରଖମାରେ ଦୀର୍ଘ ସାତ ଦିନ ଧରି Continue Reading
Top Stories
By Nalini Sahu Bhubaneswar, Nov. 20:  Chairman and Managing Director of NTPC, Mr i Gurdeep Singh, on November 18, Saturday, inaugurated the 55 KWp Grid Connected Roof Top Solar plant at NTPC ER-II HQ Guest house in Bhubaneswar in the august presence of Shri Ramesh Babu V,  Director(Operations),NTPC  and Shri Partha Mazumder, Regional Executive Director, […]Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟକନ୍ଧମାଳ,୨୦/୧୧ : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ସାଲୁଗା ପ୍ରଧାନ ବିଧାନସଭା ନିମନ୍ତେ ଉପବାଚସ୍ପତି ପ୍ରାର୍ଥୀ ପାଇଁ ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଶ୍ରୀ ପ୍ରଧାନ ସମସ୍ତ ମନ୍ତ୍ରୀ ଓ ବିଧାୟକଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।୨୦୦୦ରୁ ୨୦୦୪ ଓ ୨୦୧୯ରେ ବିଧାୟକ ଭାବେ ସେ ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୦/୧୧: ପାରଳାଖେମୁଣ୍ଡି ସ୍ଥିତ ରାଜଗୁରୁ ସାହି ଛକ ନିକଟସ୍ଥ ଶ୍ରୀ ରଘୁନାଥ ମନ୍ଦିର ପରିସରରେ ଥିବା ଗଜପତି ଜିଲ୍ଲା ଶାଖା ପୀଠ ପରିଷଦ – “ଆଦିତ୍ୟ ଓ ଆନନ୍ଦ ବାହିନୀ\” ପକ୍ଷରୁ “ଗୋଷ୍ଠାଷ୍ଟମୀ ମହୋତ୍ସବ ପାଳିତ ହୋଇଯାଇଛି ।ଆଜି କାର୍ତ୍ତିକ ଶୁକ୍ଳପକ୍ଷ ଅଷ୍ଟମ ତିଥି ଦିନରେ ଗୋଷ୍ଠାଷ୍ଟମୀ ମହୋତ୍ସବ ପାଳନ ଅବସରରେ ସକାଳ ୮ ଘଣ୍ଟା ସମୟରେ ଗୋ-ପୂଜନ କାର୍ଯ୍ୟକ୍ରମ ପାରମ୍ପରିକ ରୀତି-ନୀତି Continue Reading
National News
NEW DELHI, NOV 20 : Former OpenAI CEO Sam Altman and Microsoft CEO Satya Nadella have often showered praises on each other in press conferences and interviews. In March this year, during an interaction with Lex Fridman, Altman had called himself a ‘big fan’ of Nadella. More recently, during the first OpenAI developer conference held […]Continue Reading
National News
Telangana,Nov 20 :At least two construction workers lost their lives and 10 others were injured after the wall of an under-construction private indoor stadium collapsed in Moinabad in Telangana’s Rangareddy district. Rajendernagar DCP, Jagdeeshwar Reddy said, “One body was recovered and authorities are trying to recover another body from under debris”. DCP Continue Reading
Odisha News
ଭୁବନେଶ୍ବର,୨୦/୧୧ : ଭୁବନେଶ୍ବରରେ ପ୍ରସ୍ତାବିତ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଏହି ଚୁକ୍ତି ଭୁବନେଶ୍ବର ମେଟ୍ରୋ ରେଳ କର୍ପୋରେସନ ଲିଃ ଓ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ଲିଃ ମଧ୍ୟରେ ସ୍ବାକ୍ଷରିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଛି ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଏହି ଚୁକ୍ତି ଓଡ଼ିଶାର ପରିବହନ ଇତିହାସରେ ଏକ ନୂତନ ଯୁଗର ଆବିର୍ଭାବର Continue Reading
Odisha News
ଭୁବନେଶ୍ୱର,୨୦/୧୧: ପାରିବାରିକ କଳହ ପାଇଁ ଅଫିସରେ ପଶି ପତ୍ନୀଙ୍କୁ ହାଣିଲା ସ୍ୱାମୀ । ଭୁବନେଶ୍ୱରର ବରମୁଣ୍ଡାରେ ଆଜି ଅପରାହ୍ନରେ ଏଭଳି ଘଟଣା ଘଟିଛି । ମିଳିଥିବା ସୂଚନା ମୁତାବକ ବରମୁଣ୍ଡା ବସଷ୍ଟାଣ୍ଡ ପଛପାର୍ଶ୍ୱରେ ଏକ ବିଲଡର କମ୍ପାନୀର ଅଫିସ ରହିଛି ।ଏହି ଅଫିସରେ ମଧୁସ୍ମିତା ନାମକ ମହିଳା କାର୍ଯ୍ୟ କରନ୍ତି । ତେବେ କୌଣସି ଘଟଣାକୁ ନେଇ ଆଜି ଦିନ ପ୍ରାୟ ୧ଟା ସମୟରେ ତାଙ୍କ ସ୍ୱାମୀ ଅଫିସକୁ ଆସି ମଧୁସ୍ମିତାଙ୍କୁ ଖୋଜିଥିଲେ ।ଏହାପରେ ମଧୁସ୍ମିତାଙ୍କୁ Continue Reading