Home Articles posted by odadmin (Page 105)
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟକନ୍ଧମାଳ, ୧୯/୪: ସମଗ୍ର କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ ସାମ୍ବାଦିକ ନାମରେ ଅନେକ ବ୍ୟକ୍ତି ନିଜକୁ ଜଣେ ଜଣେ ସାମ୍ବାଦିକ ବୋଲି ପରିଚୟ ଦେଉଥିବା ଦେଖିବାକୁ ମିଳୁଛି।ହେଲେ ଏ ସାମ୍ବାଦିକ ପଦ ବୋଲାଉଥିବା ବ୍ୟକ୍ତି ମାନେ ପ୍ରକୃତ ରେ କିଏ ଅସଲି ଆଉ କିଏ ନକଲି ତାହା ଜଣା ପଡୁନାହିଁ ।କେହି କେବେ, ମାନେ କିଛି ବର୍ଷ ପୂର୍ବେ ଗଣମାଧ୍ୟମରେ କାମ କରିଥିବା ଦାବି କରୁଛନ୍ତି, ତ ଆଉ କେହି ଦୀର୍ଘଦିନ ହେଲା ସେଇ […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୯/୪ : ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ଜଟଣୀ ଏହାର ଚତୁର୍ଦ୍ଦଶ ସମାବର୍ତ୍ତନ ଉତ୍ସବ ଆୟୋଜନ କରିଛି।ପଦ୍ମଭୂଷଣ ପୁରସ୍କାରପ୍ରାପ୍ତ ପ୍ରଫେସର ଭି. ଏସ. ରାମମୂର୍ତ୍ତି ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ପୂର୍ବତନ ସଚିବ ଏବଂ ଭୁବନେଶ୍ୱର ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମାବର୍ତ୍ତନ ଭାଷଣ ଦେଇଥିଲେ।ଆଇଆଇଟି Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୯/୪ : ରବିବାର ଦିନ ୧ ଘଣ୍ଟା ସମୟରେ ବୌଦ୍ଧ ଟାଉନ୍ ହଲ ଠାରେ ନବ ନିଯୁକ୍ତ ଜିଲ୍ଲା କଂଗ୍ରେସ କମିଟି ସଭାପତି ଅବଦୁଲ କଲିମ୍ ଖାଁଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା ।ବରିଷ୍ଠ କଂଗ୍ରେସ ନେତା ନବ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ପୂର୍ବତନ ବୌଦ୍ଧ ବିଧାୟକ ତଥା ପ୍ରଦେଶ କଂଗ୍ରେସ ଶୃଙ୍ଖଳା କମିଟିର ଅଧ୍ୟକ୍ଷ ସୁଜିତ କୁମାର ପାଢୀ ମୁଖ୍ୟ ଅତିଥି ଭାବରେ ଯୋଗ […]Continue Reading
Odisha News
ଭୁବନେଶ୍ୱର, ୧୯/୪ : ରାଜ୍ୟ ବିଜେପି ପାର୍ଟି କାର୍ଯ୍ୟାଳୟରେ ଆଜି ରାଜ୍ୟ ପଦାଧିକାରୀମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହୋଇଛି। ଏହି ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ ଅଧ୍ୟକ୍ଷତା କରୁଥିବାବେଳେ, ଦଳର ଅନ୍ୟାନ୍ୟ ଶୀର୍ଷ ନେତୃତ୍ୱ ମଧ୍ୟ ଉପସ୍ଥିତ ଅଛନ୍ତି।ବୈଠକରେ ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲସିଂ ତୋମାର ମଧ୍ୟ ଯୋଗଦେଇଛନ୍ତି। ସମସ୍ତ ଉପସଭାପତି, ସାଧାରଣ ସମ୍ପାଦକ ଓ ଅନ୍ୟାନ୍ୟ ପଦାଧିକାରୀଙ୍କ ସକ୍ରିୟ ଉପସ୍ଥିତି ବୈଠକକୁ ଅଧିକ Continue Reading
Top Stories
By D. SubudhiJharsuguda, April 18: A two-day capacity-building programme aimed at strengthening grassroots biodiversity conservation was successfully held in Jharsuguda on April 17 and 18. The training programme, organised jointly by the Odisha Biodiversity Board, Jharsuguda Forest Division and Bhubaneswar-based NGO SAPNA, took place at the District Mineral Foundation Continue Reading
Top Stories
By Payal Banerjee Bhubaneswar, April 18: Marking a significant step toward accelerating electric mobility in the commercial vehicle segment, Tata Motors on Saturday kick-started the Coast to Hill Drive Challenge with the all-new Tata Intra EV at Trupti Automotives, Nakhara. The initiative is designed to showcase the vehicle’s real-world performance across diverse terrains, Continue Reading
Odisha News
ଭୁବନେଶ୍ଵର, ୧୯/୪; ଭୁବନେଶ୍ଵରରେ ଚାଲିଥିବା ୬୧ତମ ଫେମିନା ମିସ ଇଣ୍ଡିଆ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେ ଶନିବାର ରାତିରେ ଶେଷ ହୋଇଛି। ପ୍ରତିଯୋଗିତାରେ ବିଜୟିନୀ ହୋଇ ମୁକୁଟ ପିନ୍ଧିଛନ୍ତି ଗୋଆର ସାଧ୍ଵୀ ସତିଶ ସାଇଲ। ଚୂଡ଼ାନ୍ତ ପର୍ଯ୍ୟାୟ ପରେ ଜୁରୀମାନେ ତାଙ୍କ ନାମ ଫେମିନା ମିସ୍ ଇଣ୍ଡିଆ ଭାବେ ଘୋଷଣା କରିବା ପରେ ମଞ୍ଚରେ ଝଲସି ଉଠିଥିଲେ ସୁନ୍ଦରୀ ସତିଶ ।ପ୍ରତିଯୋଗିତାରେ ପ୍ରଥମ ରନର୍ସ ଅପ୍ ହୋଇଛନ୍ତି ମହାରାଷ୍ଟ୍ରର ରାଜନନ୍ଦିନୀ ପାୱାର ଏବଂ ଦ୍ଵିତୀୟ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୯/୪ : ଚଳିତ ବର୍ଷ ପୋଷଣ (ପଖୱାଡ଼ା) ପକ୍ଷ ୯ ରୁ ୨୩ ଏପ୍ରିଲ ପର୍ଯ୍ୟନ୍ତ ପାଳନ କରା ଯାଉଥିବା ଅବସରରେ ଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ୮ମ ପୋଷଣ (ପଖୱାଡ଼ା) ପକ୍ଷ ୨୦୨୬ କାର୍ଯ୍ୟକ୍ରମ ଓଡ଼ିଶା ସରକାର’ଙ୍କ “ମହିଳା ଓ ଶିଶୁ ବିକାଶ” ବିଭାଗ ସହାୟତାରେ ଜିଲ୍ଲା ପ୍ରଶାସନ ଅନ୍ତର୍ଗତ ଜିଲ୍ଲା ସମାଜ Continue Reading