Home Articles posted by odadmin (Page 1042)
Odisha News
ରାୟଗଡ଼ା,୧୮/୧୨ : ଟ୍ରେନ୍ ଲାଇନରୁ ଠାବ ହେଲା ହୋମଗାର୍ଡଙ୍କ ମୃତଦେହ । ତେବେ ଏହା ଆତ୍ମହତ୍ୟା ନା ହତ୍ୟା ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏପରି ଏକ ଘଟଣା ରାୟଗଡ଼ାରେ ଘଟିଛି। ମୃତକ ହେଲେ ହୋମଗାର୍ଡ ଇଶ୍ବର ରାଓ । ସେ ଝଚଙ୍କ ରେସିଡେନ୍ସ ଅଫିସରେ ନିୟୋଜିତ ଥିଲେ ।ରାୟଗଡ଼ାରେ ନିଜ ପରିବାର ସହ ରହୁଥିବା ଇଶ୍ୱର ରାୟ ଛୁଟି ନେଇ ଗତ ୩ ଦିନ ବିଶାଖାପାଟଣା ଯାଇଥିଲେ। ସମ୍ପର୍କୀୟଙ୍କ ଦଶାହରେ ଯୋଗ ଦେବାକୁ ସେ […]Continue Reading
National News
Pakistan, Dec 18:  Underworld don Dawood Ibrahim has been hospitalised in Pakistan’s Karachi due to a serious health complication, sources said on Monday. Several reports on social media emerged that Dawood Ibrahim was poisoned, but there was no confirmation of the same, as per the information shared by his aide. Dawood Ibrahim was hospitalised two […]Continue Reading
National News
TIRUNELVELI/TENKASI,DEC 18: In the face of inundation following heavy rains in Tirunelveli, Tenkasi, Thoothukudi, and Kanniyakumari districts on Sunday, examinations for colleges affiliated to the Anna University that were scheduled to be held on Monday, were postponed. Examinations for the university’s distance education programme for the Nagercoil centre have also been Continue Reading
Odisha News
ଭୁବନେଶ୍ବର,୧୭/୧୨: ଓଡ଼ିଶାରେ ସନ୍ଦିଗ୍ଧ ଆତଙ୍କବାଦୀ ଘଟଣା ସଂପର୍କରେ ଅଧିକ ସୂଚନା ଦେଇଛନ୍ତି ଏସଟିଏଫ୍ ଏସପି କିଶୋର ପାଣିଗ୍ରାହୀ। ସେ କହିଛନ୍ତି, ଗିରଫ ଆତଙ୍କବାଦୀ ସୟଦ ଈଶାନ ବୁଖାରୀର ଆଇଏସଆଇ ଏଜେଣ୍ଟମାନଙ୍କ ସହ ଚାଟିଙ୍ଗର ତଥ୍ୟ ହ୍ବାଟସଅପର ମିଳିଛି। ଏଥିରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଛି।ଏସଟିଏଫ୍ ଏସପି ଆହୁରି କହିଛନ୍ତି, ଏବେ ବୁଖାରୀ ଜୁଡିସିଆଲ କଷ୍ଟଡିରେ ଅଛି। ବୁଖାରୀକୁ ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରାଯିବ। ଜମ୍ମୁ ପୁଲିସ, Continue Reading
Odisha News
ଛତିଶଗଡ଼,୧୭/୧୨ : ଛତିଶଗଡ଼ର ସୁକମାରେ ଏନକାଉଣ୍ଟର। ନକ୍ସଲଙ୍କ ସହ ସିଆର୍ପିଏଫ୍ ଯବାନ ମୁହାଁମୁହିଁ ହୋଇଛନ୍ତି। ଆଜି ସକାଳୁ ସିଆର୍ପିଏଫ୍ ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ୧୬୫ ବଟାଲିଅନର ଜଣେ ସିଆର୍ପିଏଫ୍ ଯବାନ ସହିଦ ହୋଇଛନ୍ତି। ସେହିପରି ନକ୍ସଲ ଗୁଳିରେ ଅନ୍ୟ ଜଣେ କନଷ୍ଟେବଳ ଗୁରୁତର ହୋଇଛନ୍ତି।ମିଳିଥିବା ସୂଚନା ମୁତାବକ, ଆଜି ସକାଳ ୭ଟାରେ ଜଗରଗୁଣ୍ଡା ପୁଲିସ ଷ୍ଟେସନର ବେଦରେ କ୍ୟାମ୍ପରୁ ୧୬୫ ବଟାଲିଅନ୍ର ସିଆର୍ପିଏଫ୍ ଯବାନମାନେ Continue Reading
National News
LUCKNOW,DEC 17: Construction of a proposed mosque in Ayodhya mandated by the Supreme Court in its Ram Janmabhoomi-Babri Masjid case verdict is expected to begin in May, people associated with the project have said. The Indo-Islamic Cultural Foundation Trust, which is tasked with building the mosque in Ayodhya’s Dhannipur, also intends to appoint in-charges in […]Continue Reading
Odisha News
ବରଗଡ଼,୧୭/୧୨ : ଦନ୍ତା ହାତୀ ଆକ୍ରମଣରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ। ବରଗଡ଼ ଜିଲ୍ଲା ଭେଡେନ ବ୍ଲକ୍ ଝରାପାଲି-ଝର୍ନିଆଟିକ୍ରାରେ ଘଟିଛି ଏହି ଘଟଣା।ମୃତ ଯୁବକଙ୍କ ନାଁ ଶିବଲାଲ ସୁନା। ତାଙ୍କ ଘର ଗାଇସିଲେଟ ବ୍ଳକ୍ କଠଉମାଲ ଗାଁରେ।ଆଜି ସକାଳେ ଶିବଲାଲ ଶୌଚ ହେବା ପାଇଁ ଯାଇଥିବା ବେଳେ ଦନ୍ତା ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ଦନ୍ତା ତାଙ୍କୁ ଆକ୍ରମଣ କରି ଦଳି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି Continue Reading