ସୁନ୍ଦରଗଡ଼/ଦେବଗଡ଼, ୧୯/୧୨: ଦେବଗଡ଼ରୁ ଅପହୃତା ଶିଶୁକନ୍ୟା ଉଦ୍ଧାର। ଆଜି ସକାଳେ ଦେବଗଡ଼ର କପଡା ବ୍ୟବସାୟୀ ଆଲୋକ ଅଗ୍ରୱାଲଙ୍କ ଝିଅ ପିହୁ (୬)କୁ କାନ୍ଦୁଥିବାର ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁର ଜଣେ ମହିଳା ଦେଖିବାକୁ ପାଇଥିଲେ।ଦେବଗଡ଼ରୁ ଆଈମା କୋଳରୁ ଅପ଼ହୃତା ନାବାଳିକା ପିହୁକୁ ଭୋର୍ ୪ଟା ବେଳେ ବଡ଼ଗାଁ ଥାନା ସରବତୀ ଦେବୀ ଉଚ୍ଚବିଦ୍ୟାଳୟ ସମ୍ମୁଖ ରାସ୍ତାର ପୋଲ ତଳୁ ମହିଳା ଉଦ୍ଧାର କରିଥିଲେ। ଭୋରରୁ କାମକୁ ଯାଉଥିବା ଉକ୍ତ ମହିଳା ଦେଖିବା ପରେ ତାକୁ ଉଦ୍ଧାର Continue Reading
China, Dec 19: At least 111 people were killed and more than 230 injured after an earthquake hit the Gansu-Qinghai border region in China on Tuesday, according to reports by state media. The European Mediterranean Seismological Centre had pegged the earthquake at magnitude 6.1. Chinese state media said the quake was registered at 6.2 magnitude. […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୯/୧୨: ଓଡିଶା ମିଳିତ ବିଦ୍ୟାଳୟ ପାଚକ- ସହାୟିକା ସଂଘ ପକ୍ଷରୁ ୧୦ ଦାଫା ଦାବି ନେଇ ଆଜି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏକ ଦାବିପତ୍ର ଜିଲ୍ଲା ଶିକ୍ଷାଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।ଦାବିପତ୍ରରେ ମଧ୍ୟାହ୍ନ ଭୋଜନ ପାଚିକା- ସହାୟିକାମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ,ମାସକୁ ସର୍ବନିମ୍ନ ୨୬ ହଜାର ଟଙ୍କା Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୮/୧୨: ଗଜପତି ଜିଲ୍ଲା ନୂଆଗଡ ଓ ଆର: ଉଦୟଗିରି ବ୍ଲକ ଅନ୍ତର୍ଗତ ଅତରସିଂ ଗ୍ରାମ ସ୍ଥିତ କୋଠ-ଗୃହ ଠାରେ ଶନିବାର ତା:-୧୬/୧୨/୨୦୨୩ ରିଖରେ ସ୍ଵୟଂ ସହାୟକ ଗୋଷ୍ଠୀର ସଭ୍ୟା ମାନଙ୍କୁ ଏବଂ ଚାଷୀ ମାନଙ୍କ ନିମନ୍ତେ ଖରୁରୀଗୁଡ ପ୍ରକ୍ରିୟାକରଣ ସମେତ ସେମାନଙ୍କୁ ନେତୃତ୍ଵର ବିକାଶ , ଆର୍ଥିକ ସ୍ଥାୟୀତ୍ୱର ପରିବର୍ତ୍ତନ , ଆର୍ଥିକ ସାକ୍ଷରତା ଓ ବଜାର ବ୍ୟବସ୍ତା ପ୍ରଭୃତି ବିଷୟରେ ତାଲିମ ଦିଆ ଯାଇଥିଲା ।ଏହି ତାଲିମ ଶିବିରର Continue Reading
NEW DELHI,DEC 18 : Delhi Chief Minister Arvind Kejriwal was summoned by the Enforcement Directorate for questioning in connection with the money laundering case pertaining to the now-scrapped excise policy. He has been asked to appear before the agency on Thursday, December 21. This is the second summons by the Enforcement Directorate to Arvind Kejriwal. […]Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୧୮/୧୨: କନ୍ଧମାଳ ଜିଲ୍ଲା ବାଲିଗୁଡା ୫୯ ନଂ.ଜାତୀୟ ରାଜପଥ ଦେଇ ଯାଇଥିବା ଟାଉନ ସ୍ଥିତ ଦମକଳ କେନ୍ଦ୍ର ନିକଟରେ ଏକ ବୋଲେରୋ ପିକଅପ ଭ୍ୟାନ ସହ ବାଇକର ମୁହାଁମୁହିଁ ଧକ୍କା ହେବା ଫଳରେ ବାଲିଗୁଡା ମେଡିକାଲରେ ବାଇକ ଚାଳକ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।ଘଟଣାରୁ ପ୍ରକାଶ ଯେ, ରବିବାର ଅପରାହ୍ନରେ ଏକ ବୋଲେରୋ ମ୍ୟାକ୍ସ ପିକଅପ ଭ୍ୟାନ ନଂ. ଓଡି-୦୭-ଏଫ-୪୬୯୪ ଟି ବାଲିଗୁଡ଼ାରୁ ତୁମୁଡିବନ୍ଧ କୁ ଯାଉଥିବା ବେଳେ Continue Reading
ମୟୂରଭଞ୍ଜ,୧୮/୧୨ : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରପୋଷି ଘାଟିରେ ପୁଲିସ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୦ ଆହତ ଏବଂ ଜଣେ ପୁଲିସ କର୍ମଚାରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା। ଦୁର୍ଘଟଣାରେ ସମସ୍ତ ଆହତଙ୍କୁ ବାଙ୍ଗିରିପୋଷି ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି।କରଞ୍ଜିଆରୁ ବାରିପଦା ଯିବାବେଳେ ବାଙ୍ଗିରିପୋଷି ଘାଟିରେ ଦୁର୍ଘଟଣା ହୋଇଛି। ପୁଲିସ ଭ୍ୟାନ୍ ଘାଟିରେ ବ୍ରେକ୍ ଫେଲ୍ ହେବାରୁ ଆଗରେ ଥିବା ଟ୍ରକ୍ ପଛକୁ ପିଟି ଦେଲା ପୁଲିସ ଭ୍ୟାନ୍। ପୁଲିସ Continue Reading
NEW DELHI, DEC 18 : The Rajya Sabha on Monday suspended fourty-five Opposition members, including Congress MPs Jairam Ramesh, Randeep Surjewala and KC Venugopal, from the House for disrupting Parliament proceedings. While 34 members were suspended from Rajya Sabha for the remainder of the Winter session, eleven other MPs were suspended pending a report of […]Continue Reading
NEW DELHI,DEC 12 : India on Sunday logged 335 fresh Covid-19 infections and the number of active cases rose to 1,701, according to the Union Health Ministry. Five deaths were reported — four alone in Kerala, where the Covid sub-variant JN.1 was detected, and one in Uttar Pradesh, the Health Ministry data showed. The total […]Continue Reading
ସଇଁତଲା,୧୮/୧୨: ବଲାଙ୍ଗୀର ଜିଲ୍ଲା ସଇଁତଲା ରେଳ ଷ୍ଟେସନ ନିକଟରେ ରେଳ ଲାଇନ ମଝିରେ ଏକ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଛି।ସଇଁତଲା ରେଳ ଷ୍ଟେସନ ଠାରୁ ଶହେ ମିଟର ଦୂର ସିଲେଟ ପଡ଼ା ଗ୍ରାମ ନିକଟ ରେଳ ଲାଇନ ମଧ୍ୟରେ ମୁଣ୍ଡ କଟି ଜଣେ ଯୁବକଙ୍କ ମୃତଦେହ ପଡ଼ିରହିଛି।ବିଳମ୍ବିତ ରାତ୍ରିରେ କୌଣସି ଟ୍ରେନରେ କଟି ମୃତ୍ୟୁବରଣ କରିଥିବା କୁହାଯାଉଛି। ମୁଣ୍ଡରେ ଗଭୀର କ୍ଷତ ଚି଼ହ୍ନ ଅଛି। ମୃତ ଯୁବକଙ୍କର ପରିଚୟ ମିଳିପାରିନାହିଁ। ଏହା ହତ୍ୟା ନା ଆତ୍ମହତ୍ୟା, ତାକୁ Continue Reading




