Home Articles posted by odadmin (Page 1025)
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧/୧: ମାଆ ବୌଦ୍ଧ ବିଚାର ବିଭାଗୀୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଥିବା ବେଳେ ବୌଦ୍ଧ ସହରର ସାନମାଳିସାହିର ଝିଅ ଦିପିକା ବଡମାଳୀ ଓଡିଶା ଜୁଡିସିଆଲ ସର୍ଭିସରେ ସଫଳତା ବୌଦ୍ଧ ପାଇଁ ଗୌରବ ଆଣିଛନ୍ତି । ସୂଚନା ମୁତାବକ ଦିପିକା ବଡମାଳୀଙ୍କ ଜେଜେବାପା ସ୍ୱର୍ଗତ ତ୍ରିୁପୁରାରୀ ବଡମାଳୀ, ବାପା ସ୍ୱର୍ଗତ କାଳିଆ ଶଙ୍କର ବଡମାଳୀ ବୌଦ୍ଧ ବିଚାର ବିଭାଗୀୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟ କରିଥିଲେ । ବର୍ତ୍ତମାନ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୩୧/୧୨: ବାନାଗ୍ନୀ ନିରାକରଣ ପାଇଁ ପାରମ୍ପରିକ ନୃତ୍ୟ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବନାଗ୍ନୀ ରୋକିବାକୁ ଖରା ଦିନ ପୂର୍ଵରୁ ସଜାଗ ହେଉଛି ବାଲିଗୁଡା ବନ ବିଭାଗ, ବାଲିଗୁଡ଼ା ଡିଏଫ୍ଓ ବିଶ୍ୱରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ବାଲିଗୁଡା ବନଖଣ୍ଡର ବନାଞ୍ଚଳ ଅଧିକାରୀ ଅତୁଲ୍ୟ କୁମାର ମହାନ୍ତି, ବନପାଳ ପ୍ରଭାତ କୁମାର ଦୋରା, ବନରକ୍ଷୀ ସତ୍ୟ ନାରାୟଣ Continue Reading
Top Stories
By Sasmita Sai Sambalpur ,Dec 31 : In a bid to develop the potential of the younger generation in building ‘Viksit Bharat’ by 2047, Union Minister of Skill Development and Entrepreneurship, Shri Dharmendra Pradhan launched the “Kaushal Rath”, a bus providing skills on wheels. This transformative initiative, led by NSDC, aims to provide accessible Continue Reading
Odisha News
କଟକ,୩୧/୧୨: ଡିଜିପି ଭାବେ ଆଜି ଦାୟିତ୍ୱ ନେଇଛନ୍ତି ଅରୁଣ ଷଡଙ୍ଗୀ । ୧୯୯୦ ବ୍ୟାଚର ଆଇପିଏସ୍ ଅଫିସର ଅରୁଣ ଷଡଙ୍ଗୀ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଅତିରିକ୍ତ ଡିଜିପି ଭାବେ ଦାୟିତ୍ୱ ନେଇଛନ୍ତି । ନୂଆ ଡିଜିପି ନିଯୁକ୍ତ ହେବା ପର୍ଯ୍ୟନ୍ତ ସେ ଦାୟିତ୍ୱରେ ରହିବେ ବୋଲି ଜଣାପଡିଛି ।ଶ୍ରୀ ଷଡ଼ଙ୍ଗୀ ବର୍ତ୍ତମାନ ବିଜୁ ପଟ୍ଟନାୟକ ଷ୍ଟେଟ୍ ପୁଲିସ ଏକାଡେମୀ(ବିପିଏସ୍ପିଏ)ର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି। ବିପିଏସପିଏ ନିର୍ଦ୍ଦେଶକ ସହ ସେ ପୁଲିସ ବିଭାଗର Continue Reading
Odisha News
ବ୍ରହ୍ମପୁର,୩୧/୧୨: ଗଞ୍ଜାମ ପାଟପୁର ତପ୍ତପାଣି ଘାଟିରେ ଓଲଟି ପଡିଲା ଟୁରିଷ୍ଟ ବସ । ଏହି ଦୁର୍ଘଟଣାରେ ୮ ଜଣ ଗୁରୁତର ହୋଇପଡିଥିବାବେଳେ ୩୦ରୁ ଅଧିକ ଆହତ ହୋଇଥିବାର ସୂଚନା ମିଳିଛି ।ଖବରରୁ ଜଣାପଡିଛି ଯେ ଯାଜପୁର ଜିଲ୍ଲାର ଦଶରଥପୁର ପଟନନା ଗାଁରୁ ପର୍ଯ୍ୟଟକ ଆସିଥିଲେ ।ପର୍ଯ୍ୟଟକମାନେ ଜିରାଙ୍ଗ ଓ ଖସଡା ଜଳପ୍ରପାତ ବୁଲିବାକୁ ଆସିଥିବାବେଳେ ଆଜି ସେମାନେ ଫେରୁଥିଲେ । ତେବେ ତପ୍ତପାଣି ଘାଟିରେ ବସଟି ନିୟନ୍ତ୍ରଣ ହରାଇ ଓଲଟିପଡିଥିଲା । ଆହତମାନଙ୍କୁ Continue Reading
Odisha News
ପୁରୀ,୩୧/୧୨: ଇଂରାଜୀ ନୂଆ ବର୍ଷ ପାଇଁ ଚଳଚଞ୍ଚଳ ଶ୍ରୀ କ୍ଷେତ୍ର । ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାରେ କରାଯାଉଛି ଅନେକ ପରିବର୍ତ୍ତନ।ଆଜି ରାତି ଗୋଟାଏରେ ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି କରାଯାଇ ଆରମ୍ଭ ହେବ ଦର୍ଶନ ବ୍ୟବସ୍ଥା। ମିଳିଥିବା ସୂଚନା ମୁତାବକ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ନୂଆବର୍ଷରେ ଆଜି ରାତ୍ର ଗୋଟାଏରେ ଦ୍ୱାର ଫିଟା ଯାଇ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ। ତେବେ ପୂର୍ବରୁ ମହାପ୍ରଭୁଙ୍କ ପହୁଡ ନକରିବାକୁ ନିତି ସବକମିଟି ବୈଠକରେ Continue Reading
National News
NEW DELHI,DEC 31 : The Centre on Sunday declared Tehreek-e-Hurriyat (TeH) an ‘Unlawful Association’ under the Unlawful Activities (Prevention) Act (UAPA). The organisation was earlier headed by deceased separatist leader Syed Ali Shah Geelani. Union Home Minister Amit Shah said that the outfit was involved in “forbidden activities to separate Jammu and Continue Reading
Odisha News
ଭୁବନେଶ୍ୱର,୩୧/୧୨: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅମୃତ ଭାରତ ଟ୍ରେନର ଶୁଭାରମ୍ଭ କରିବା ପରେ ଆଜି ଓଡ଼ିଶା ମଧ୍ୟ ଦେଇ ଗଡ଼ିଛି ଅମୃତ ଭାରତ ଏକ୍ସପ୍ରେସ୍। ଆଜି ଏହାକୁ ଭୁବନେଶ୍ବର ରେଳ ଷ୍ଟେସନରେ ଲୋକସଭା ସଦସ୍ୟ ଅପରାଜିତା ଷଡ଼ଙ୍ଗୀ ସ୍ବାଗତ କରିଛନ୍ତି।ଏଠାରେ ରାଜ୍ୟସଭା ସାଂସଦ ସୁଲତା ଦେଓ ଓ ମୁନ୍ନା ଖାଁ ମଧ୍ୟ ଉପସ୍ଥିତ ଥିଲେ। ଏହି ଟ୍ରେନରେ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି। ଏଥିରେ ଉଭୟ ଶୀତତାପ ନିୟନ୍ତ୍ରିତ ଏବଂ ଅଣ ଶୀତତାପ ନିୟନ୍ତ୍ରିତ ବଗି Continue Reading