Home Articles posted by odadmin (Page 1026)
Odisha News
ଭୁବନେଶ୍ୱର,୩୧/୧୨: ରାଜ୍ୟରେ ଆଜି ଆଉ ୫ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ। ୫ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୯ ରେ ପହଞ୍ଚିଲା। ୧୯ ସଂକ୍ରମିତଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ରାଜ୍ୟର ସକ୍ରିୟ ସଂକ୍ରମିତ ସଂଖ୍ୟା ୧୮।ଏଣେ ଓଡ଼ିଶାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କୋଭିଡ ଟେଷ୍ଟିଙ୍ଗ ବଢ଼ିଛି। Continue Reading
Odisha News
ଦଶପଲ୍ଲା, ୩୧/୧୨: ଗଛରେ ପିଟିହେଲା କାର୍। ଦୁର୍ଘଟଣା ପରେ କାରରେ ଲାଗିଲା ନିଆଁ । ଏହାଫଳରେ ୨ଜଣ ଗୁରୁତର ହୋଇଛନ୍ତି। ଏଭଳି ଦୁର୍ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜ଼ିଲ୍ଲା ଵାଣିଗୋଚ୍ଛା ଥାନା ଶାଳଭଙ୍ଗା ଜଙ୍ଗଲରେ।ସୂଚନା ଅନୁଯାୟୀ, ଆଜି ଭୋରୁ ଛତିଶିଗଡ଼ ରାଜ୍ୟ କୁରୁପ ଜିଲ୍ଲାର ୪ଜଣ ଯୁବକ ପୁରୀ ଜଗନ୍ନାଥ ଦର୍ଶନ କରିବାକୁ ଯାଉଥିଲେ। ୫୭ ନମ୍ବର ଜାତୀୟ ରାଜପଥର ଶାଳଭଙ୍ଗା ଜଙ୍ଗଲରେ ଥିବା ଏକ ଶାଳଗଛରେ କାରଟି ପିଟିହୋଇଥିଲା। ପିଟି ହୋଇ କାର୍ (ସିଜି ୧୧କେ Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର,୩୧/୧୨ :କଲେଜ ମାନଙ୍କରେ ଚାଲିଛି ନୂଆ-ଓ, ନବୀନ ଓଡ଼ିଶା, ଯୁବ ଓଡ଼ିଶା କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମକୁ ନେଇ ଉତ୍ସାହିତ ଛାତ୍ରଛାତ୍ରୀ । ନିଜ ଭିତରର ଅନ୍ତର୍ନିହିତ ପ୍ରତିଭା ପରିପ୍ରକାଶ କରିବାର ଭରପୁର ସୁଯୋଗ ନେଉଛନ୍ତି ଛାତ୍ରଛାତ୍ରୀ ।ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ସାମାଜିକ ବାର୍ତ୍ତା ବି ଦେଉଛନ୍ତି । ସୁକିନ୍ଦା ନିର୍ବାଚନ ମଣ୍ଡଳୀର ବିଭିନ୍ନ କଲେଜରେ ଆୟୋଜିତ ହେଉଛି କାର୍ଯ୍ୟକ୍ରମ ।ହେଲେ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୩୧/୧୨: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତର ସରପଞ୍ଚ ଅଶୋକ ପ୍ରଧାନ ସରପଞ୍ଚ ପଦରୁ ଶନିବାର ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫାପତ୍ର ଦାରିଙ୍ଗବାଡି ବିଡିଓ ଗଦାଧର ପାତ୍ରଙ୍କୁ ପ୍ରଦାନ କରିଛନ୍ତି।ପ୍ରକାଶ ଯେ, ଅଶୋକ ଜଣେ ଉଚ୍ଚ ଶିକ୍ଷିତ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଯୁବନେତା ଭାବେ ଅଞ୍ଚଳରେ ବହୁତ ଦିନ ଧରି ଲୋକଙ୍କ ସେବା କରି ଆସୁଥିଲେ। ପରେ ସେ Continue Reading
Odisha News
ଭୁବନେଶ୍ବର,୩୦/୧୨: ରାଜ୍ୟ କ୍ୟାବିନେଟ୍ ବୈଠକରେ ଶନିବାର ୧୩ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।ବୈଠକ ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଶ୍ରୀ ଜେନା କହିଛନ୍ତି ଯେ, ରାଜ୍ୟ ସରକାର ଆଜି ୧୩ଟି ପ୍ରସ୍ତାବକୁ ମଂଜୁରୀ ଦେଇଛନ୍ତି।ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ବୟସ ସୀମା Continue Reading
Odisha News
ନୂଆଦିଲ୍ଳୀ,୩୦/୧୨: ଫୋନରେ ପ୍ରଚଳନ ଲୋକଙ୍କ ପାଇଁ ଯେତିକି ସୁବିଧା ଆଣିଦେଇଛି, ତାଠାରୁ ବି ବଡ଼ ବଡ଼ ଅସୁବିଧାର କାରଣ ପାଲଟୁଛି। ମୋବାଇଲ୍ ଫୋନ୍ ଆମ ଦୈନନ୍ଦିନ ଜୀବନ ଶୈଳୀକୁ ଏପରି ଭାବେ ବିଗାଡ଼ି ସାରିଲାଣି ଯେ, ଆମେ ଚାହିଁଲେ ବି ସେଥିରୁ ବାହାରି ପାରିବା ନାହିଁ।ନିକଟରେ ଝାଡ଼ଖଣ୍ଡର ଗିରିଡିହରେ ଏପରି ଏକ ଘଟଣା ଘଟିଛି, ଯାହାକୁ ଶୁଣିବା ପରେ ଆପଣ ଚକିତ ହୋଇଯିବେ। ଜଣେ ମାଆ ଫୋନ୍ରେ କଥା ହେଉଥିଲେ। ସେତିକି ବେଳେ ତାଙ୍କର କଅଁଳା ପିଲା […]Continue Reading
National News
Massachusetts,Dec 30 :An Indian-origin couple and their teenage daughter were found dead in their mansion in the US’s Massachusetts in what authorities described as a “domestic violence situation”. Norfolk District Attorney Michael Morrissey said the bodies of Rakesh Kamal, 57, his wife, Teena, 54, and their 18-year-old daughter Ariana were found in their Continue Reading