Home Articles posted by odadmin (Page 100)
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୭/୬ : ବୁଧବାର ଦିନ ୧୧.୩୦ ମିନିଟ ସମୟରେ ବୌଦ୍ଧ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଛି ବୌଦ୍ଧ ଜିଲ୍ଲା ସରପଞ୍ଚ ସଂଘ ।କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳ ପଡା ବ୍ଲକ୍ ତିଖିରି ଗ୍ରାମ ପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କ ପ୍ରତି ପ୍ରଶାସନ ଓ ପୋଲିସ କରିଥିବା ଅମାନୁଷିକ ବ୍ୟବହାରର ନ୍ୟାୟିକ ତଦନ୍ତ ପାଇଁ ସରପଞ୍ଚ ସଂଘ ଦାବି କରିଛି ।ମହାକାଳ ପଡା ବ୍ଲକର ସିସି ଟିଭି ଓ ଚାମେଲି ଓଝାଙ୍କ Continue Reading
Odisha News
ଭୁବନେଶ୍ୱର, ୧୭/୬ : ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରକାଶିତ ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି ଧରାପଡ଼ିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ କଠୋର ପଦକ୍ଷେପ ନେଇଛନ୍ତି। ବୁଧବାର ଲୋକସେବା ଭବନରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ସେ ସମସ୍ତ ତ୍ରୁଟିର ତୁରନ୍ତ ସଂଶୋଧନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଭର୍ଚୁଆଲ ମାଧ୍ୟମରେ ହୋଇଥିବା ଏହି ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୭/୬ : ବୌଦ୍ଧ ସହର ନୂଆସାହି ପ୍ରବୀଣା ସାହୁ ଆତ୍ମହତ୍ୟା ମାମଲାରେ ଜିଲ୍ଲା କଂଗ୍ରେସର ପ୍ରେସ୍ ମିଟ ପରେ ପ୍ରେସ୍ ଇସ୍ତାହାର ଜାରି କରିଛନ୍ତି ମୃତ ପ୍ରବୀଣା ସାହୁଙ୍କ ସ୍ବାମୀ ଅଜିତ କୁମାର ସାହୁ ।ଗତକାଲି ସନ୍ଧ୍ୟାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ପ୍ରବୀଣା ସାହୁଙ୍କୁ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ପ୍ରବୀନାଙ୍କ ବାପା ଅଭିଯୋଗ କରିବା ସତ୍ବେ ପୋଲିସ୍ ଆତ୍ମହତ୍ୟା ମାମଲା କରିଥିବା Continue Reading
National News
NEW DELHI, JUNE 17 : AAP national convener Arvind Kejriwal on Wednesday criticised the Centre’s decision to temporarily restrict access to the Telegram messaging app ahead of the NEET-UG 2026 re-examination, calling the move “absurd” and alleging that the government has no genuine intent to stop paper leaks. The government on Tuesday ordered a temporary […]Continue Reading
Top Stories
This mysterious viral lady of Odisha has been playing dirty tricks since 2014 ଏହପରେ ଫାଶରେ ପଡ଼ିଥିଲେ ଜଣେ ବଡ଼ ପ୍ରଶାସନିକ ଅଧିକାରୀ; ବାଧ୍ୟ ହୋଇ ସାଲିସ୍ କରିଥିଲେଏବେକାର ପ୍ରକରଣ ପଛରେ ରହିଛି ଫଲ୍‌ସ ବିଲ୍ ନକରିପାରିବାର ବିକଳ ଉଦ୍ୟମଭୁବନେଶ୍ୱର, ତା ୧୭/୬: ରାଜ୍ୟରେ ବର୍ତ୍ତମାନ ଜଣେ ମହିଳାଙ୍କୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି । ଭାଇରାଲ ରହିଥିବା ଏହି ମହିଳା ୨୦୧୪ ମସିହାରେ ଭୁବନେଶ୍ୱରରେ ଦାସବାବୁ ନାମକ ଜଣେ ବ୍ୟକ୍ତିଙ୍କ ନାମରେ […]Continue Reading
Top Stories
By Akshaya Rout Bhubaneswar, June 17: In a first-of-its-kind effort to improve adolescent participation in governance, the Government of Odisha, in partnership with UNICEF, brought together adolescent girls and boys from across the State for a face-to-face conversation with Deputy Chief Minister Pravati Parida through Advika#Barta, an initiative of the Odisha State Continue Reading
Odisha News
ଢେଙ୍କାନାଳ, ୧୭/୬ : ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଥାନା ଅନ୍ତର୍ଗତ ରଞ୍ଜାଗୋଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗତକାଲି ରାତି ପ୍ରାୟ ୨ଟାରେ ବିଦ୍ୟୁତ୍ ସଂଯୋଗରେ ଝଟକା ଲାଗି ଦୁଇ ଯାଆଙ୍କର ମୃତ୍ୟୁ ହୋଇଛି। ମୃତକମାନେ‌ ହେଲେ ମନିଷା ଦେହୁରୀ (୪୦) ଏବଂ ରଞ୍ଜୁ ଦେହୁରୀ (୩୮)।ସୂଚନା ଅନୁସାରେ ପରିବାର ଲୋକଙ୍କ ସହିତ ମନିଷା ଏବଂ ରଂଜୁ ଗତକାଲି ରାତ୍ରୀ ଭୋଜନ ପରେ ଶୋଇଥିଲେ। ମନିଷା, ରଂଜୁ ଏବଂସେମାନଙ୍କର ଜଣେ ସଂପର୍କୀୟ ଖୁଡ଼ି ଗୋଟିଏ ସ୍ଥାନରେ […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୭/୬ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୟୁ.ଟେକ୍.କମ୍ପ୍ୟୁଟର ଏଜୁକେସନ୍ ସେଣ୍ଟର୍ ଠାରେ ପାରଳାଖେମୁଣ୍ଡି ସହରର ଅଗ୍ରଣୀ ଅନୁଷ୍ଠାନ “ପ୍ରଗତି ମହିଳା ସଂଗଠନ\” ଆନୁକୂଲ୍ୟରେ ରଜ ଉତ୍ସବ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠିତ ସଭା କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ପରିଷଦ ଓଡ଼ିଶା ସାହିତ୍ୟ ଏକାଡ଼େମୀ ର ପ୍ରାକ୍ତନ ସଦସ୍ୟ ଶିକ୍ଷାବିତ୍ ଶ୍ରୀ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୧୭/୬ : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳ ରେ ତିନି ଦିନିଆ ରଜ ଉତ୍ସବ ଆନନ୍ଦ ଉଲ୍ଲାସ ର ସହ ପାଳିତ ହୋଇ ମଙ୍ଗଳବାର ରାତ୍ର ରେ ଉଦଯାପିତ ହୋଇଯାଇଛି ।ଏହି ଅବସରରେ ତିନିଦିନ ଧରି ଗାଁଠୁ ସହର ପର‌୍ୟ୍ୟନ୍ତ ସବୁଠି ଦୋଳି ଖେଳ, ରଜଗୀତ, ପୋଡ଼ପିଠା ଓ ବିଭିନ୍ନ ପାରମ୍ପରିକ ଖାଦ୍ୟର ଆସର ଜମିଥିଲା।ଯୁବତୀ ମାନେ ନୂତନ ପୋଷାକ ପିନ୍ଧି ରଜ ପାଳନ କରୁଥିବା ବେଳେ […]Continue Reading
National News
NEW DELLHI, JUNE 16 : In a move to introduce tighter regulatory control, the centre has issued a notification mandating that all syrups, including cough syrups, will need a doctor’s prescription before they are purchased. Now, the over-the-counter (OTC) sale of these syrups will not be allowed. The long-awaited decision comes after contaminated cough syrups […]Continue Reading