Odisha News

କଟକ, ଜଗତସିଂହପୁର ଓ ଯାଜପୁର ଲୋକସଭା ଆସନରେ ବିଜେପି ଆଗୁଆ

କଟକ/ଜଗତସିଂହପୁର/ଯାଜପୁର, ୪/୬: ଓଡ଼ିଶାରେ ହୋଇଥିବା ଲୋକସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି। ରାଜ୍ପ୍ରାୟର ୨୧ ଲୋକସଭା ଆସନ ମଧ୍ୟରୁ ପ୍ରାରମ୍ଭିକ ଧାରାରେ କଳାହାଣ୍ଡି, କେନ୍ଦ୍ରାପଡ଼ା, ବ୍ରହ୍ମପୁର ,ସମ୍ବଲପୁର ଲୋକସଭା ଆସନରେ ବିଜେଡିକୁ ପଛରେ ପକାଇ ବିଜେପି ଆଗୁଆ ରହିଛି।ଔଙଓଘ
କଟକରେ ବିଜେଡି ପ୍ରାର୍ଥୀ ସତୃପ୍ତ ମିଶ୍ରଙ୍କୁ ପଛରେ ପକାଇ ବିଜେପି ପ୍ରାର୍ଥୀ ଭତ୍ତୃହରି ମହତାବ ଆଗରେ ଅଛନ୍ତି। ସେହିପରି ଜଗତସିଂହପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ବିଭୁପ୍ରସାଦ ତରାଇ ଆଗୁଆ ଅଛନ୍ତି। ଅପରପକ୍ଷରେ ଯାଜପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ରବୀନ୍ଦ୍ର ବେହେରା ଆଗରେ ଅଛନ୍ତି।

Related Posts

Seo wordpress plugin by www.seowizard.org.