Home Posts tagged bjp party
National News
NEW DELHI/MUMBAI,  AUG 26 : The BJP is likely to revamp its 12-member Parliamentary Board, its apex decision-making body, by around August 30, with younger leaders and three to four serving chief ministers being considered. Maharashtra Chief Minister Devendra Fadnavis is emerging as a contender, while his Uttar Pradesh and Assam counterparts, Yogi Adityanath and […]Continue Reading
Odisha News
ଖୋର୍ଦ୍ଧା,୧୮/୫: ଖୋର୍ଦ୍ଧା ଜିଲା ଜଟଣୀରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କାର୍ଯ୍ୟକର୍ତ୍ତାଙ୍କୁ ୫ଟି ଗୁରୁମନ୍ତ୍ର ଦେଇ ସଂଗଠନକୁ ଆହୁରି ସୁଦୃଢ କରିବାକୁ ଆହ୍ୱାନ ଦେଇଛନ୍ତିାଶିବିରରେ ନୀତିନ ନବୀନ ଉଦ୍ବୋଧନଦେଇ କହିଥିଲେ ଯେ, ଆଜିର ଯୁବପିଢ଼ୀ, ବିଶେଷକରି ‘ଜେନ୍ ଜି’ ମନୋଭାବରେ ସକାରାତ୍ମକତା ରହିବା ଆବଶ୍ୟକ। ନେଗେଟିଭିଟିକୁ ଛାଡ଼ି ଦେଶ ଗଠନରେ ସକ୍ରିୟ ଭାଗ ନେବାକୁ ସେ ଆହ୍ୱାନ କରିଥିଲେ।ସେ ତାଙ୍କ ୫ଟି ମୁଖ୍ୟ Continue Reading
Odisha News
ଭୁବନେଶ୍ୱର, ୧୪/୫ : ନିରାଡମ୍ବର ହେବେ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉତ୍ସବ । ଚାକଚକ୍ୟ ଉତ୍ସବ ପାଳନ ବଦଳରେ କେବଳ ତଥ୍ୟ ଭିତ୍ତିକି ପ୍ରଚାର ପ୍ରସାର କରାଯିବ ।ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସରକାରଙ୍କ ୨ ବର୍ଷ ପୂର୍ତ୍ତି ପାଳନ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଯେହେତୁ ବର୍ତ୍ତମାନ ପଶ୍ଚିମ-ଏସିଆ ପରିସ୍ଥିତି ଯୋଗୁ ସମଗ୍ର ଦେଶ ଏକ ସଂକଟମୟ ପରିସ୍ଥିତି ଦେଇ ଗତି କରୁଛି, ସେଥିପାଇଁ ଏହି […]Continue Reading
Odisha News
ନୂଆଦିଲ୍ଲୀ/ଭୁବନେଶ୍ୱର,୫/୫: ଭାରତୀୟ ଜନତା ପାର୍ଟିର ସଂସଦୀୟ ବୋର୍ଡ ମଙ୍ଗଳବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଚୟନ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରିଛି।ସେହିପରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସହ-ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରାଯାଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ମେ ୯ ତାରିଖରେ ରବିନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀରେ ଅନୁଷ୍ଠିତ Continue Reading
Odisha News
ଭୁବନେଶ୍ୱର, ୧୯/୪ : ରାଜ୍ୟ ବିଜେପି ପାର୍ଟି କାର୍ଯ୍ୟାଳୟରେ ଆଜି ରାଜ୍ୟ ପଦାଧିକାରୀମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହୋଇଛି। ଏହି ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ ଅଧ୍ୟକ୍ଷତା କରୁଥିବାବେଳେ, ଦଳର ଅନ୍ୟାନ୍ୟ ଶୀର୍ଷ ନେତୃତ୍ୱ ମଧ୍ୟ ଉପସ୍ଥିତ ଅଛନ୍ତି।ବୈଠକରେ ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲସିଂ ତୋମାର ମଧ୍ୟ ଯୋଗଦେଇଛନ୍ତି। ସମସ୍ତ ଉପସଭାପତି, ସାଧାରଣ ସମ୍ପାଦକ ଓ ଅନ୍ୟାନ୍ୟ ପଦାଧିକାରୀଙ୍କ ସକ୍ରିୟ ଉପସ୍ଥିତି ବୈଠକକୁ ଅଧିକ Continue Reading
Odisha News
ନୂଆପଡା, ୬/୧୧: ଭାଜପା ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଆଜି ନୂଆପଡାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପ୍ରଚାର କରିଛନ୍ତି। ନୂଆପଡ଼ା ପଞ୍ଚମପୁରରେ ଜୟଙ୍କ ପାଇଁ ଭୋଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଚାର ସମୟରେ ବିଜେଡି ଓ କଂଗ୍ରେସକୁ ବିଷ୍ଣୁଦେବ ସାଏ କଡ଼ା ସମାଲୋଚନା କରିଛନ୍ତି। ବିଷ୍ଣୁଦେବ କହିଛନ୍ତି, କଂଗ୍ରେସ ୫୦ ବର୍ଷ ଓ ବିଜେଡି ୨୪ ବର୍ଷ ଶାସନ କରିଛି। ନୂଆପଡ଼ା ପ୍ରଚାର ମୈଦାନରେ ବିଜେପି ପ୍ରାର୍ଥୀ ରାଜୁ ଢୋଲକିଆଙ୍କ ପାଇଁ ଭୋଟ୍ ମାଗିବା ବେଳେ ଛତିଶଗଡ଼ Continue Reading
Odisha News
ଭୁବନେଶ୍ୱର, ୧୧/୧୦ : ସବୁ କଳ୍ପନା ଜଳ୍ପନାର ଅନ୍ତଘଟିଛି । ବଦଳିଗଲା ନୂଆପଡ଼ା ଆସନ ସମୀକରଣ ଏବଂ ସବୁଜ ରଙ୍ଗ ପୋଷ୍ଟର ହୋଇଗଲା ଗେରୁଆ ରଙ୍ଗ । ଉପନିର୍ବାଚନ ପୂର୍ବରୁ ବିଜେଡ଼ିକୁ ପ୍ରଥମ ଝଟକା ଲାଗିଛି ।ଭୁଶୁଡ଼ି ଯାଇଛି ବିଜେଡ଼ି ଦୁର୍ଗ । ଶେଷରେ ଗେରୁଆ ରଙ୍ଗରେ ରଙ୍ଗେଇ ହୋଇଛନ୍ତି ପୂର୍ବତନ ବିଜେଡ଼ି ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ।ଶନିବାର ଶତାଧିକ ସମର୍ଥକଙ୍କ ସହିତ ବଡ଼ ଶୋଭାଯାତ୍ରାରେ ଆସି ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ Continue Reading
Odisha News
ଭୁବନେଶ୍ୱର, ୨୧/୯ : କେବେ ହେବ ରାଜ୍ୟ ମନ୍ତ୍ରିମଣ୍ଡଳର ସଂପ୍ରସାରଣ । ଏହି ପ୍ରଶ୍ନ ରାଜ୍ୟରେ ବିଜେପି ସରକାର ଗଠନ ହେବା ପରଠୁ ଲାଗି ରହିଛି ।କିଛି ବିବାଦୀୟ ମନ୍ତ୍ରୀଙ୍କୁ ହଟାଇ କିଛି ନୂଆ ମୁହଁଙ୍କୁ କ୍ୟାବିନେଟରେ ସାମିଲ କରାଯିବା ନେଇ ଦୀର୍ଘ ଦିନ ହେବ ଚର୍ଚ୍ଚା ହୋଇ ଆସୁଅଛି । ହେଲେ ଏହାର ଅଙ୍କ ଛିଣ୍ଡୁନି ।ଏସବୁ ଚର୍ଚ୍ଚା ଉପରେ ଏବେ ପୂର୍ଣ୍ଣଛେଦ ପକାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି […]Continue Reading
Odisha News
ଭୁବନେଶ୍ବର, ୨୧/୯ : ନିଶାମୁକ୍ତ ଭାରତ ଗଠନ ନିମନ୍ତେ ଗଣ ଦୌଡ଼। କ୍ରୀଡ଼ା ଓ ଯୁବସେବା ବିଭାଗ ସହ ବିଜେପି ଜନତା ଯୁବ ମୋର୍ଚ୍ଚା ଦ୍ଵାରା ଏହି ନମୋ ଯୁବ ରନ ମାରାଥନ ଆୟୋଜନ କରାଯାଇଛି।କଳିଙ୍ଗ ଷ୍ଟାଡିୟମରୁ ଜନତା ମଇଦାନ ପର୍ଯ୍ୟନ୍ତ ଦୌଡ଼ିଲେ ୧୦ ହଜାର ଯୁବକ ଓ ଯୁବତୀ।ଆଗରେ ଦୌଡ଼ିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ବିଧାୟକ ବାବୁ ସିଂ, ବିଧାୟକ ସିଦ୍ଧାନ୍ତ ମହାପାତ୍ର […]Continue Reading