Home Posts tagged vigilanc raid
Odisha News
ଭୁବନେଶ୍ବର, ୨୭/୫: ଲାଞ୍ଚୁଆ ସରକାରୀ ବାବୁଙ୍କ ବିରୋଧରେ ରାଜ୍ୟ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ବିଭାଗ ଆଜି ୨ଜଣ ସରକାରୀ କର୍ମଚାରୀଙ୍କୁ ଚଢ଼ଉ କରି ଧରିଛି। ଭିଜିଲାନ୍ସ ହାତରେ ଧରାପଡ଼ିଥିବା ସରକାରୀ ବାବୁ ହେଲେ କେନ୍ଦୁଝରଜିଲ୍ଲା ଚମ୍ପୁଆ ଏସିଏସ୍‌ଓ ଧୁମାରାମ ମୁର୍ମୁ ଏବଂ ସୁନ୍ଦରଗଡ଼ ଜନସ୍ବାସ୍ଥ୍ୟ ବିଭାଗରେ କାର‌୍ୟ୍ୟରତ କନିଷ୍ଠ ଯନ୍ତ୍ରୀ ସୁମନ୍ତ ନାଏକ।ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି, ଧାନ କିଣା Continue Reading
Odisha News
ଭୁବନେଶ୍ବର,୩୦/୧୧: ଭିଜିଲାନ୍ସ ଚଢ଼ଉ ବେଳେ ଛାତ ଡେଇଁ ଫେରାର ହୋଇଥିବା ଆରଡବ୍ଲୁଏସଏସ କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢୀଙ୍କୁ ଅବଶେଷରେ ଧରିଛି ଭିଜିଲାନ୍ସ ଟିମ୍। ସେ ତାଙ୍କ ପଡ଼ୋଶୀଙ୍କ ଘରେ ଲୁଚିଥିଲେ। ହେଲେ ଚଢ଼ଉ ତୀବ୍ରତର ହେଉଥିବା ଜାଣି ସେ ବାହାରକୁ ଆସିଥିଲେ। ଭିଜିଲାନ୍ସ ଅଧିକାରୀମାନେ କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢୀଙ୍କୁ କାବୁ କରି ନିଜ ହେପାଜତକୁ ନେଇଛନ୍ତି।ସୂଚନାଯୋଗ୍ୟ, କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢୀ ଘରୁ ଭିଜିଲାନ୍ସ ଚଢ଼ଉ Continue Reading