କଟକ, ୨୮/୪ : ଏସସିବି ମେଡ଼ିକାଲରୁ ୧୪ ଶିଶୁ ନିଖୋଜ ଘଟଣାରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅନୁଧ୍ୟାନ ଆରମ୍ଭ କରିଛି । ଆଜି ଶିଶୁ ସୁରକ୍ଷା ଆୟୋଗ ଅଧ୍ୟାକ୍ଷା ବବିତା ପାତ୍ରଙ୍କ ସହିତ ଏକ ଟିମ୍ ଏସସିବିରେ ପହଁଚି ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ରେକର୍ଡ ଯାଞ୍ଚ କରିଛନ୍ତି ।ଅସହାୟ ମହିଳାଙ୍କ ନବଜାତ ମାମଲାରୁ ଶିଶୁ ସୁରକ୍ଷା ଆୟୋଗ ନିଜ ଆଡ଼ୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଆଜି ଅଧ୍ୟକ୍ଷା […]Continue Reading




