ପ୍ରମୋଦ ସାହୁକାରଙ୍କ ରିପୋର୍ଟଚନ୍ଦ୍ରପୁର, ୨୮/୮: ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ମଣ୍ଡଳ ବିଜେପି ସଦସ୍ୟତା ଅଭିଯାନ – ୨୦୨୪ କର୍ମଶାଳା ସ୍ଥାନୀୟ ମା ଝାଲିଆଗୁଡ଼ି କମ୍ୟୁନିଟି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି।ମଣ୍ଡଳ ସଭାପତି ପ୍ରିୟରଞ୍ଜନ ସାହୁକାର(ବାପି ) ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ମୁଖ୍ୟ ଅତିଥିଭାବେ ପ୍ରଭାରି ଶ୍ରୀ ରମେଶ ସାମନ୍ତ ଶହପ୍ରଭାରି ରଥ ଉଲ୍ଲାକା ଅବିସି ମର୍ଚ୍ଚା ମଣ୍ଡଳ ସଭାପତି ସୁବାସ ସାହୁକାର ମାଏନାରୀଟି ଜିଲ୍ଲା Continue Reading
ପ୍ରମୋଦ ସାହୁକାରଙ୍କ ରିପୋର୍ଟଚନ୍ଦ୍ରପୁର, ୨୮/୮ : ଚନ୍ଦ୍ରପୁର ବ୍ଲକ ପଞ୍ଚାୟତ ସମିତି ସଦଭାବନା ସଭା ଗୃହରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି।ରାୟଗଡା ଜିଲ୍ଲାପାଳ ପାରୁଲ ପାଟୱାରି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଅଭିଯୋଗ ଶୁଣାଣିରେ ମୁଖ୍ୟ ଉନ୍ଵୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ନିହାର ରଞ୍ଜନ କହଁର, ଗୁଣୁପୁର ଉପ ଜିଲ୍ଲାପାଳ କିରଣ ଦୀପ କୌର ସ। ହୋତେ, ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ତଥା ଜନ ସ୍ୱାସ୍ଥ୍ୟ Continue Reading
ପ୍ରମୋଦ ସାହୁକାରଙ୍କ ରିପୋର୍ଟମୁନିଗୁଡ଼ା, ତା ୨୪/୮ : ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକର ସରକାରୀ (ଏସ ଏସ ଡି) ଉଚ୍ଚ ବିଦ୍ୟାଳୟ ଚନ୍ଦ୍ରପୁର ଠାରେ “ଜାତୀୟ ମହାକାଶ ଦିବସ ପାଳନ ହୋଇ ଯାଇଛି ।ଏତିରେ ମୁଖ୍ୟ ଅଥିତି ଚନ୍ଦ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଗଣେଶ ଶବର,ବିଦ୍ୟାଳୟ ର ପ୍ର ,ଏଚ ବି ଧାନ ଶିକ୍ଷକ ଶ୍ରୀ ଭାସ୍କର ଗମାଙ୍ଗ, ବରିଷ୍ଠ ଶିକ୍ଷକ ଶ୍ରୀ ପ୍ରଦୀପ କୁମାର ଚୌଧୁରୀ,ଶ୍ରୀ କୁନା କୁମାର ମାଝୀ,ଶ୍ରୀ ମକର ତୁଇକା, ରୁଦ୍ରାଣାୟାନ […]Continue Reading
ପ୍ରମୋଦ ସାହୁକାରଙ୍କ ରିପୋର୍ଟଚନ୍ଦ୍ରପୁର, ୨୦/୮ : ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ହନୁମନ୍ତପୁରୁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜୁବାଗୁଡ଼ି ଗ୍ରାମରେ ଗତ କିଛିଦିନ ମଧ୍ୟରେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ପାଞ୍ଚଜଣ ଶିଶୁଙ୍କର ଅକାଳ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଶିଶୁ ଚିକିତ୍ସାଧୀନ ଅଛନ୍ତି ଏବଂ ଆଜି ଜଣେ ମହିଳା ଓ ଶିଶୁକୁ ଡାକ୍ତରଖାନା ନେବା ପାଇଁ ଆମୁଲାନସ କୁ ଖବର ଦିଆଯାଇଛି ବୋଲି ଗ୍ରାମବାସୀଙ୍କ ତରଫରୁ ସୂଚନା ମିଳିଛି ଏଥିପାଇଁ ଗ୍ରାମରେ ଆତଙ୍କ Continue Reading
ପ୍ରମୋଦ ସାହୁକାରଙ୍କ ରିପୋର୍ଟମୁନିଗୁଡ଼ା,୧୯/୮ : ରାୟଗଡ଼ା ଜିଲ୍ଲା ମୁନିଗୁଡା ନିକଟସ୍ଥ ହୁକୁମତାଳା ଠାରେ ଅବସ୍ଥିତ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଅନୁଦାନ ପ୍ରାପ୍ତ ନିସାଦ୍ରୀ ଆବାସିକ ବିଦ୍ୟାଳୟର କୁନିକୁନି ଜନଜାତି ଛାତ୍ରୀମାନେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଜୀଵନ ଧାରଣା ପାଇଁ ଅତ୍ୟାବଶ୍ୟକ ପାଣି ପବନରେ ଉତ୍ମ ଗଛ ମାନଙ୍କୁ ରାକ୍ଷୀ ପ୍ରକୃତିର ସୁରକ୍ଷା ଏବଂ ସାମାଜିକ ଉଦ୍ୟୋଗ ଭି ସତ୍ୟ ନାରାୟଣ ରାଓ,ସୂଵତ୍ର ଵିଶ୍ଵାସ ପରିବେଶ ପ୍ରମୀ ଗୈାରଙ୍ଗ Continue Reading
ପ୍ରମୋଦ ସାହୁକାରଙ୍କ ରିପୋର୍ଟ ମୁନିଗୁଡ଼ା, ତା ୧୫/୦୮ ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଳକ ଅନ୍ତର୍ଗତ ଵାହାଲ ପଦ୍ମପୁର ଗ୍ରାମ ନିକଟସ୍ଥ ପ୍ରସ୍ତାବିତ ଶ୍ରୀ ମା ଶ୍ରୀ ଅରବିନ୍ଦ ଆଶ୍ରମର ପରିସରରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।୭୮ ତମ ପବିତ୍ର ସ୍ୱାଧୀନତା ଦିବସ ତଥା ମହାଯୋଗୀ ଶ୍ରୀ ଅରବିନ୍ଦ ଙ୍କ ଜନ୍ମତିଥି ପାଳନ ଅବସରରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଵନାଞ୍ଚଳ ଅଧିକାରୀ ଶ୍ରୀ ଅନିଲ କୁମାର ବାଲ,ଵନପାଳ ସୁଶ୍ରୀ ପ୍ରମୋଦିନୀ Continue Reading
ପ୍ରମୋଦ ସାହୁକାରଙ୍କ ରିପୋର୍ଟମୁନିଗୁଡ଼ା, ୧୦/୮ : ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ୍ ପୂର୍ତ୍ତ ବିଭାଗ ଅତିଥି ଭବନ ପରିସରରେ ବିଷମକଟକ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନୀଳମାଧବ ହିକକା ମୁନିଗୁଡ଼ା ଅଞ୍ଚଳର ଉନ୍ନୟନକୁ ନେଇ ମୁନିଗୁଡ଼ା ବିଶିଷ୍ଟ ବ୍ୟକ୍ତି ବିଶେଷ,ସାମାଜିକ ସଂଗଠନ ମାନଙ୍କ ସହ ବିଶଦ ଆଲୋଚନା କରିଥିଲେ।ମୁନିଗୁଡ଼ା ଯୁବନେତା ନୀଳାମ୍ବର ବିଭାରଙ୍କ ସଭାପତିତ୍ବ ଓ ସାଂସଦ ପ୍ରତିନିଧି ମାନସ କୁମାର ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି ସମାବେଶରେ Continue Reading
ପ୍ରମୋଦ ସାହୁକାରଙ୍କ ରିପୋର୍ଟମୁନିଗୁଡ଼ା, ୮/୮ : ରାୟଗଡ଼ା ଜିଲ୍ଲା ମୁନିଗୁଡା କମ୍ୟୁନିଟ ହଲ ପରିସରରେ ମୁନିଗୁଡ଼ା ଆଦିବାସୀ ସମାଜ ପକ୍ଷରୁ ଆୟୋଜିତ ବିଶ୍ଵ ଆଦିବାସୀ ଦିବସ ମହାସମାରୋହ ପାଳିତ ହୋଇଯାଇଛି ।ବିଷମକଟକ ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାଥୀଜଗନ୍ନାଥ ନୁଣ୍ଡୃକାଙ୍କ ସଭାପତିତ୍ବ ଓ ଆଦିବାସୀ ନେତା ରବି ନୁଣ୍ଡରକାଙ୍କ ସଂଯୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଷମକଟକ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସାରଙ୍ଗଧର Continue Reading
ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟରାୟଗଡା, ୬/୮ : ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ସାରକିମା ପଞ୍ଚାୟତ ସଭାଗୃହ ରେ ଗୋଷ୍ଠି ଉନ୍ନୟନ୍ ଅଧିକାରୀ ଅକ୍ଷୟ କୁମାର ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମରେ ସାରକିମା ସରପଞ୍ଚ ଫକୀର ମୋହନ ଗୋମିଡାଙ୍ଗା ସଭାପତିତ୍ଵ କଲାବେଳେ ନାଏବ ସରପଞ୍ଚ ମେକ ଡୁବୁରୁକା,ନିର୍ବାହୀ ଯନ୍ତ୍ରୀ ବିଶ୍ୱଜିତ୍ ମିଶ୍ର, ଭାର ପ୍ରାପ୍ତ ଜିପିଓ ରାଜେନ୍ଦ୍ର Continue Reading
ରାୟଗଡ଼ା,୫/୭ : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ତହସିଲଦାର ବିଚିତ୍ରାନନ୍ଦ ନାୟକ। କୌଣସି ଏକ ମାମଲାରେ ୧ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରି ତାଙ୍କ ସରକାରୀ ଗାଡିରେ ରାୟଗଡାରେ ଅନୁଷ୍ଠିତ ହେବାକୁ ଥିବା ରାଜସ୍ବ ବୈଠକରେ ଯୋଗ ଦେବା ପାଇଁ ଆସୁଥିଲେ।ପୂର୍ବରୁ କୌଣସି ସୂତ୍ରରେ ଖବର ପାଇ ରାୟଗଡା ଭିଜିଲାନ୍ସ ଟିମ୍ ଭିଜିଲାନ୍ସ ଇନ୍ସପେକ୍ଟର ତରୁଲତା ବେହେରାଙ୍କ ନେତୃତ୍ବରେ ଡାଙ୍ଗସୋରଡା ନିକଟରେ ଅପେକ୍ଷା Continue Reading




