ପ୍ରମୋଦ ସାହୁକାରଙ୍କ ରିପୋର୍ଟ ଚନ୍ଦ୍ରପୁର,୧୭/୯: ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁରବ୍ଲକ ପରିସରରେ ରାଜ୍ୟ ସରକାରଙ୍କ ସୁଭଦ୍ରା ରଥକୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରଯାଇଥିଲା ।ବ୍ଲକରେ ସୁଭଦ୍ରା ରଥକୁ ଉପସ୍ଥିତ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ମଲ୍ଲିକ, ଗୋଷ୍ଟି ଭାର ପ୍ରାପ୍ତ ଡାକ୍ତର ଅଭିଷେକ ନାୟକ,ଶିଶୁ ବିକାଶ ବିଭାଗ ଅଧିକାରୀ ଶ୍ରୀମତୀ ଗୀତା ରାଣୀ ସାହୁ, ଅଧିକ୍ଷଣ ଯନ୍ତ୍ରୀ ବିଶ୍ୱଜିତ ମିଶ୍ର, ବ୍ଲକ ଅଧିକ୍ଷକ କୋଇନ କିମ୍ବାକା, ଯୋଗାଣ Continue Reading
ପ୍ରମୋଦ ସାହୁକାରଙ୍କ ରିପୋର୍ଟଚନ୍ଦ୍ରପୁର: ୧୫/୯ : ରାୟଗଡ଼ା ଜିଲ୍ଲା ବିଜେପି ଦଳ ତରଫରୁ ଜିଲ୍ଲାର ବିଭିନ୍ନ ମଣ୍ଡଳରେ ସଦସ୍ୟତା ଅଭିଯାନ ଜୋରସୋରରେ ଚାଲିଛି।ଏହି କ୍ରମରେ ଗୁଣୁପୁର ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଟୁରିଗୁଡା ,,ପିସ୍କାପଙ୍ଗା ଡାଙ୍ଗସରଡା ଚନ୍ଦ୍ରପୁର ହନମନ୍ତପୁର ବିଜାପୁର ସାରିକିମା ଅଞ୍ଚଳରେ କୋରାପୁଟ ସାଂସଦ ପ୍ରାର୍ଥୀ କାଲିରାମ ମାଝୀ,ଜିଲ୍ଲା ଉପ ସଭାପତି ଅଶ୍ଵିନୀ ଗଞ୍ଚଡା,ମଣ୍ଡଳ ସଭାପତି ବାପି ସାହୁକାର ରଥ ଉଲ୍ଲାକା ସୁବାଷ ସାହୁକାର Continue Reading
ପ୍ରମୋଦ ସାହୁକାରଙ୍କ ରିପୋର୍ଟମୁନିଗୁଡା,୧୩/୯: ରାୟଗଡା ଜିଲ୍ଲା ମୁନିଗୁଡାରେ ବନ୍ଦେ ଭାରତ ଟ୍ରେନ ରହଣି ନିମନ୍ତେ ଏକ ଦାବିପତ୍ର ମୁନିଗୁଡା ପ୍ରଗତି ମଞ୍ଚ ତରଫରୁ ପ୍ରଦାନ କରାଯାଇଛି ।ଆସନ୍ତା ୧୫ ତାରିଖରୁ ଦୁର୍ଗ ଠାରୁ ବିଶାଖାପାଟଣାକୁ ଚାଲିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସ ମୁନିଗୁଡା ରେଳ ଷ୍ଟେସନ ଠାରେ ରହଣିକୁ ନେଇ ଶୁକ୍ରବାର ପ୍ରଗତି ମଞ୍ଚର ସଭାପତି ସିଏଚ. ଗଣେଶ୍ୱର ରାଓ ଓ ସମ୍ପାଦକ ସିମାଞ୍ଚଳ ପଣ୍ଡାଙ୍କ ମିଳିତ ନେତୃତ୍ୱରେ ଏକ ଦାବିପତ୍ର ଷ୍ଟେସନ Continue Reading
ପ୍ରମୋଦ ସାହୁକାରଙ୍କ ରିପୋର୍ଟମୁନିଗୁଡ଼ା, ୧୩/୯: ଧର୍ମ ଜାଗରଣ ଚାରିଟେବୁଲ ଟ୍ରଷ୍ଟ,ଓଡ଼ିଶା ପଶ୍ଚିମ ପକ୍ଷରୁ ଦୁଇଦିନିଆ ସତସଙ୍ଗ ଓ ପରିବେଶ ସୁରକ୍ଷା କର୍ମଶାଳା ପୂର୍ବାହ୍ନ ୧୧ ଘଟିକା ସମୟରେ ଜନ କଲ୍ୟାଣ ଗୁରୁକୁଳ,ମୀନାଖୋଲାଠାରେ ଅନୁଷ୍ଟିତ ହୋଇଯାଇଛି । ଯୁବବର୍ଗଙ୍କୁ ବୈଦିକ ଶିକ୍ଷା, ଧର୍ମ ରକ୍ଷା ବନ୍ଧନ, ଧର୍ମ ରକ୍ଷା ଦିବସ, ଭାରତ ମାତା ପୂଜନ, ସ୍ୱାଧ୍ୟାୟ, ଯୋଗ, ପ୍ରାଣାୟାମ, ବୃକ୍ଷରୋପଣ, ଗୋସେବା, ସାମୁହିକ ଭୋଜନ, ଆଇନ ସହାୟତା, ମହାପୁରୁଷ ଜୟନ୍ତୀ Continue Reading
ପ୍ରମୋଦ ସାହୁକାରଙ୍କ ରିପୋର୍ଟଚନ୍ଦ୍ରପୁର, ୧୧/୯ : ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ଡ଼ାଙ୍ଗସରଡ଼ାରେ ଅବସ୍ଥିତ ଚନ୍ଦ୍ରପୁର ବୃହଦାକାର ଆଦିବାସୀ ବହୁମୂଖୀ ସମବାୟ ସମିତି । ଦୀର୍ଘ ଦିନ ହେବ ସ୍ଥାନୁ ଅବସ୍ଥାରେ ଥିବାଅଭିଯୋଗ ହେଉଛି ।ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ନୂତନ ଜାତୀୟ କୃଷି ନୀତି ପ୍ରଣୟନ କରି କୃଷକ ମାନଙ୍କର ଆୟ ଦୁଇଗୁଣିତ କରାଇବା ସହ ମଣ୍ଡି ମାଧ୍ୟମରେ ଉତ୍ପାଦିତ ଫସଲର ସର୍ଵନିନ୍ମ ସହାୟକ ମୂଲ୍ୟ ପ୍ରଦାନ ଏବଂ ରିହାତି ଦରରେ ବିହନ, Continue Reading
ପ୍ରମୋଦ ସାହୁକାରଙ୍କ ରିପୋର୍ଟମୁନିଗୁଡ଼ା, ୫/୯: ରାୟଗଡ଼ା ଜିଲ୍ଲା ମୁନିଗୁଡା ଠାରେ ପ୍ରତିଷ୍ଠିତ ରାଜ୍ୟର ସର୍ବପୁରାତନ ତଥା ପ୍ରଥମ ପଞ୍ଜକୂତ ଚରକ ଆୟୁର୍ବେଦ ଵୈଦ୍ୟ ସଂଘର ପାଞ୍ଚାଜଣ ସଦସ୍ୟ ମାନଙ୍କୁ ଵାଙ୍ଗଲାର ସ୍ଥିତ ଟ୍ରେନସ,ଡିସି ପିଲିନାରୀ ହେଲଥ ସାଇନିସ ଆଣ୍ଡା ଟେକ୍ନୋଲୋଜି ବିଶ୍ଵବିଦ୍ୟାଳୟ ତରଫରୁ ପାରମ୍ପରିକ ଗୋଷ୍ଠୀ ସ୍ବାସ୍ଥ୍ୟ ସେବା ପ୍ରଦାନକାରୀ ସ୍ବୈଛିକ ପ୍ରମାଣ ପତ୍ର ଯୋଜନାରେ ପାଞ୍ଚା ବର୍ଷ ଅଵଧାର ନବୀକରଣୀୟ ପ୍ରମାଣ ପତ୍ର କରାଯାଇଅଛି ।ଗତ Continue Reading
ରାୟଗଡ଼ା,୧/୯: ରାୟଗଡ଼ା ଜିଲା କାଶୀପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା। ଆଜି ତାଙ୍କ ଘରୁ ବିପୁଳ ସଂପତ୍ତି ଠାବ କରାଯାଇଛି।ରବିବାର ମଧ୍ୟ ତାଙ୍କ ଘରେ ଚଢ଼ାଉ ଜାରି ରହିଛି। ଚୌଧୁରୀଙ୍କ ଘରୁ ନଗଦ ୧୪ ଲକ୍ଷ ୮୧ ହଜାର ଟଙ୍କା ମିଳିଛି।ଏହା ସହ ପ୍ରାୟ ୩୫ ଗ୍ରାମର ସୁନା ଅଳଙ୍କାର ମିଳିଛି। ସେହିଭଳି ରାୟଗଡ଼ା ଓ ଟିକିରି ଠାରେ ଗୋଟିଏ ଲେଖାଏଁ ଘର, ଦୁଇଟି ପ୍ଲଟ ଠାବ ହୋଇଛି।ଶନିବାର ରାୟଗଡ଼ା […]Continue Reading
ପ୍ରମୋଦ ସାହୁକାରଙ୍କ ରିପୋର୍ଟରାୟଗଡ଼ା, ୩୧/୮ : ଵିଷମକଟକ ,ରାୟଗଡା ଜିଲ୍ଲା ବିଷମକଟକ ବ୍ଳକ ସ୍ଥିତ ବିଷମକଟକ ମାଁ ମାର୍କମା +୩ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକୁଲ୍ୟରେ ସ୍ଥାନୀୟ ବିଷମକଟକ ମାଁ ମାର୍କମା+୩ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡକ୍ଟର ଅନିଲ କୁମାର ଵେହେରା ତତ୍ତ୍ଵାବଧାନରେ ଏଡ଼ସ ସଂକ୍ରାନ୍ତୀୟ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଡ଼ସ ସଂକ୍ରାନ୍ତୀୟ ସଚେତନତା କାର୍ଯ୍ୟକ୍ରମ Continue Reading
ପ୍ରମୋଦ ସାହୁକାରଙ୍କ ରିପୋର୍ଟରାୟଗଡ଼ା,୩୧/୮: ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସକୁ ମିଳିଛି ବଡ଼ ସଫଳତା ୧୨ଟି ଟିଭି,୮ଟି ଇନଭେଟର ଓ ୫ଟି ବେଟିରି ସହ ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଯବତ କରିବା ସହ ୧୦ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।ସୂଚନା ଅନୁଯାୟୀ ମୁନିଗୁଡା,ଅମ୍ବାଦଳା, ବିଷମକଟକ ଓ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଥାନା ଅଞ୍ଚଳର ସେରକାପାଡ଼ି,ଭୁରୁଷିଖୁମାର,ସିକବନ୍ଧ,ବଡ଼ଲିମା,ବନ୍ଧୁଗୁଡା,ମୁସାନାଳ, ପାଣ୍ଡରାମୁଣ୍ଡା,ଅମ୍ବାଦଳା,ଲାଞ୍ଜିଗଡ Continue Reading
ପ୍ରମୋଦ ସାହୁକାରଙ୍କ ରିପୋର୍ଟଚନ୍ଦ୍ରପୁର, ୨୮/୮: ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ମଣ୍ଡଳ ବିଜେପି ସଦସ୍ୟତା ଅଭିଯାନ – ୨୦୨୪ କର୍ମଶାଳା ସ୍ଥାନୀୟ ମା ଝାଲିଆଗୁଡ଼ି କମ୍ୟୁନିଟି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି।ମଣ୍ଡଳ ସଭାପତି ପ୍ରିୟରଞ୍ଜନ ସାହୁକାର(ବାପି ) ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ମୁଖ୍ୟ ଅତିଥିଭାବେ ପ୍ରଭାରି ଶ୍ରୀ ରମେଶ ସାମନ୍ତ ଶହପ୍ରଭାରି ରଥ ଉଲ୍ଲାକା ଅବିସି ମର୍ଚ୍ଚା ମଣ୍ଡଳ ସଭାପତି ସୁବାସ ସାହୁକାର ମାଏନାରୀଟି ଜିଲ୍ଲା Continue Reading




