ରାୟଗଡ଼ା,୩୧/୭: ଭୁଶୁଡ଼ିଲା ନିର୍ମାଣାଧୀନ କଲଭର୍ଟ ଛାତ। ଆଜି ସକାଳେ ଘଟିଥିବା ଏହି ଅଘଟଣରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪ ଶିଶୁ ଅଛନ୍ତି। ରାୟଗଡ଼ା କଲ୍ୟାଣସିଂହପୁର ଉପରସାଜା ନିକଟରେ ଘଚିଛି ଏହି ଅଘଟଣ। ଏହି ଅଘଟଣ ଯୋଗୁ ଆହୁରି କିଛି ଲୋକ ଆହତ ହୋଇଥିବା ଜଣାଯାଇଛି।କଲ୍ୟାଣସିଂହପୁର ଉପରସାଜା ନିକଟ ଏକ ନାଳ ଉପରେ ଏକ କଲଭର୍ଟ କାମ ଚାଲିଥିବା ବେଳେ ୨ ମାସ ହେଲା ତାହାର ଛାତ ପଡ଼ିଛି। ଏହାପରେ ଲଗାଣ ବର୍ଷା ଆରମ୍ଭ […]Continue Reading
ଭୁବନେଶ୍ବର/ରାୟଗଡ଼ା,୨୪/୬: ପତ୍ନୀଙ୍କୁ ହତ୍ୟା ମାମଲାରେ ରାୟଗଡ଼ା ଜିଲ୍ଲା ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ଶନିବାର ଅଦାଲତଙ୍କ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।କୋର୍ଟ ୧୧ ଜଣ ସାକ୍ଷୀଙ୍କ ବୟାନ ଓ ୧୫ଟି ଦସ୍ତାବିଜ୍ ଆଧାରରେ ପୂର୍ବତନ ବିଧାୟକ ଶ୍ରୀ ଗମାଙ୍ଗଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆସନ୍ତା ମଙ୍ଗଳବାର ଦିନ ଅଦାଲତ ଏହି ମାମଲାର ଦଣ୍ଡ ଘୋଷଣା କରିବେ ବୋଲି Continue Reading
ରାୟଗଡ଼ା,୨୨/୫: ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଳକ ଅନ୍ତର୍ଗତ ଦୁର୍ଗୀ ଗ୍ରାମ ପଂଚାୟତର ବନ୍ଧୁଗୁଡ଼ା ରାସ୍ତା ନିକଟରେ ଏକ ହଟ୍ ମିକ୍ସ ପ୍ଲାଣ୍ଟର ଗରମ ପିଚୁ କୁଣ୍ଡରେ ପଡ଼ି ଜଣେ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।ଘଟଣାରୁ ଜଣାପଡ଼ିଛି ଯେ ବିଷମ କଟକ ଥାନା ଅଧୀନର ଦୁର୍ଗୀ ସଦର ପଞ୍ଚାୟତର ଏକ ହଟ୍ ମିକ୍ସ ପ୍ଲାଣ୍ଟ କାର୍ଯ୍ୟକ୍ଷମ ରହିଥିବା ବେଳେ ଆଜି ଅପରାହ୍ନରେ ଉକ୍ତ ପ୍ଲାଣ୍ଟକୁ ବିଶାଖାପଟ୍ଟନମରୁ ଏକ ପିଚୁ ବୋଝେଇ ଟ୍ରକ ଆସିଥିଲା।ଉକ୍ତ ଟ୍ରକ ଡ୍ରାଇଭର […]Continue Reading
73 graduate youths have been hired for various roles at the alumina refinery operations By Dr. R.C. Behera/Dr. Gourang Rout Lanjigarh, Kalahandi; April 25, 2023: Run by Vedanta Limited, Lanjigarh, India’s premier producer of metallurgical grade alumina, Project Utthan has been working towards creating employment opportunities for the youth of Kalahandi and Rayagada, with a Continue Reading
ରାୟଗଡ଼ା,୧୮/୪ : ମାଛ ବିକାଳିକଙ୍କ ଉପରକୁ ମାଡ଼ିଗଲା କଣ୍ଟେନର। ରାୟଗଡ଼ା ଜିଲ୍ଲା ପୂର୍ତ୍ତ ବିଭାଗ ଡାକବଙ୍ଗଳା ସାମ୍ନାରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଖଳିଗୁଡ଼ା ଗାଁର ବୋଚ୍ଚା ପ୍ରକାଶ ରାଓ।ବୋଚ୍ଚା ପ୍ରକାଶ ପ୍ରତିଦିନ ପୂର୍ତ୍ତ ବିଭାଗ ବଙ୍ଗଳା ସମ୍ମୁଖରେ ବିକ୍ର କରନ୍ତି। ଆଜି ସକାଳେ ମଧ୍ୟ ସେଠାରେ ମାଛ ବିକ୍ରି କରୁଥିଲେ। ଏକ କଣ୍ଟେନର ରାଉଲକେଲାରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ମାଛ ବିକାଳିକଙ୍କ Continue Reading
ରାୟଗଡ଼ା,୧୭/୪ : ଘର ଭିତରେ ବିଷ ପିଇଦେଲେ ଦୁଇ ସାଙ୍ଗ! ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅସୁସ୍ଥ ହୋଇ ମେଡ଼ିକାଲ୍ରେ ବେଡ୍ରେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ଆଜି ସକାଳେ ଏପରି ଘଟଣା ରାୟଗଡ଼ା ଜିଲ୍ଲାରେ ଘଟିଛି। ତେବେ ଉଭୟ କ’ଣ ପାଇଁ ବିଷ ପିଇଲେ, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।ଚାନ୍ଦିଲି ଥାନା ଅନ୍ତର୍ଗତ କୁଲି ପଞ୍ଚୟତର ଉତୁକାପାଢୁ ଗାଁର ସଙ୍ଗୀତା ହେପ୍ରିକା ଓ […]Continue Reading
ରାୟଗଡ଼ା,୨୮/୩ : ରାୟଗଡ଼ା କଲେଜ ରୋଡରେ ୨ ନାବାଳକ ବାଇକ୍ ଚଳାଇବା ବେଳେ ଧରା ପଡିଛନ୍ତି। ଉକ୍ତ ଦୁଇ ଜଣ ନାବାଳକଙ୍କୁ ୨୫ ହଜାର ଲେଖାଏ ଜରିମାନା କରାଯାଇଛି। ସୂଚନାଯୋଗ୍ୟ, ସ୍କୁଲ ଓ କଲେଜରେ ପଢୁଥିବା ନାବାଳକ ଓ ନାବାଳିକା ବିପଦଜନକ ଭାବେ ସ୍କୁଟି, ବାଇକ୍ ଚଳାଉଥିବା ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଏଣୁ ଏହି ଦୁର୍ଘଟଣା ରୋକିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଫଳରେ ଆଜି ଠାରୁ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ […]Continue Reading
ରାୟଗଡ଼ା,୨/୩: ପରୀକ୍ଷା ଦେଇ ଘରକୁ ଫେରୁଥିବା ବେଳେ ଜଣେ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଛାତ୍ରୀଙ୍କୁ ଆକ୍ରମଣ ହୋଇଛି। ଛୁରାମାଡ଼ର ଶିକାର ହୋଇଥିବା ଛାତ୍ରୀଙ୍କ ଅବସ୍ଥା ଗୁରୁତର ହୋଇଛି। ରାୟଗଡ଼ା ଜିଲ୍ଲା ଗୁଣୁପୁର ଅଞ୍ଚଳରେ ଆଜି ଅପରାହ୍ଣରେ ଏହି ଅଭାବନୀୟ ଘଟଣା ଘଟିଛି। ତେବେ ପୀଡିତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ସୂଚନା ଅନୁସାରେ ରାୟଗଡ଼ା ଜିଲ୍ଲା ଗୁମୁଡ଼ାସ୍ଥିତ ଦ୍ରୌପଦୀ ବିଦ୍ୟାପୀଠରୁ ଯୁକ୍ତ ଦୁଇ ପରୀକ୍ଷା ଦେଇ ବିଷମକଟକ Continue Reading
ରାୟଗଡ଼ା,୧୯/୨: ପିକଅପ୍ ସହ ସାମ୍ନାସାମ୍ନି ଧକ୍କାରେ ୨ ବାଇକ୍ ଆରୋହି ମୃତ। ଆଜି ଅପରାହ୍ନରେ ରାୟଗଡ଼ା ଜିଲ୍ଲା ଚାନ୍ଦିଲୀ ଥାନା ଅନ୍ତର୍ଗତ ଗେଟିପଡା ଗାଁ ବ୍ରିଜ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ ରାୟଗଡ଼ା କୋଲନରା ବ୍ଲକ୍ ରାମପୁର ଗାଁର ମନୋଜ ବେନିଆ ଓ ବୁଲୁ ବେନିଆ।ଉଭୟ ସମ୍ପର୍କୀୟ ଭାଇ ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ଖବର ପାଇ ମୃତକଙ୍କ ସମ୍ପର୍କିୟ ଓ ପରିବାର ଲୋକେ ପହଞ୍ଚି ଥିଲେ। ଯାହା ପରେ ଚାପା […]Continue Reading
ରାୟଗଡ଼ା,୨୭/୧: ଗାଁକୁ ଗାଁ ପାନୀୟ ଜଳ ଯୋଗାଇ ଦେବାକୁ ଆରମ୍ଭ ହୋଇଥିଲା ମେଗା ପାନୀୟ ଜଳ ପ୍ରକଳ୍ପ । ବିଛା ଯାଇଥିଲା ଲକ୍ଷ ଲକ୍ଷ ଟଙ୍କାର ପାଇପ୍। ହେଲେ କାମ୍ ଚାଲିଥିବା ବେଳେ ହିଁ ସେଥିରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ। ସୁଯୋଗ ଦେଖି ଲୁଟି ନେଲେ ୩୮ ଲକ୍ଷ ଟଙ୍କାର ପାଇପ୍ । ହେଲେ ଏହି ପାଇପ୍ ଚୋରି ଅଭିଯୋଗରେ ପୁଲିସ୍ ୫ ଜଣଙ୍କୁ ବାନ୍ଧିଛି। ଏପରି ଘଟଣା ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅଧୀନରେ ହୋଇଛି।ଗିରଫ […]Continue Reading