ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟଚନ୍ଦ୍ରପୁର/ରାୟଗଡ଼ା,୧/୮ : କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସ୍ ଶକ୍ତିକରଣ ବିଭାଗ ତରଫରୁ ବେସ କିଛି ବର୍ଷତଳୁ ଚାଷୀ ମାନଙ୍କର ଆୟ ଦ୍ୱିଗୁଣିତ କରିବା ଏବଂ ଆଙ୍କାକ୍ଷୀ ଜିଲ୍ଲା ଗୁଡ଼ିକୁ ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ଯେତେସବୁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି ତାହାର କୋଣସି ସୁଫଳ ରାୟଗଡ଼ା ଜିଲ୍ଲାର ଚନ୍ଦ୍ରପୁର ପଞ୍ଚାୟତ ସମିତି ଅଞ୍ଚଳରେ ତିଳେ ମାତ୍ର ଦେଖିବାକୁ ମିଳୁ ନଥିବା ଚର୍ଚ୍ଚା ହେଉଛି ।ପ୍ରାପ୍ତ Continue Reading




