Home Posts tagged police encounter
Odisha News
ଚମ୍ପୁଆ, ୬/୭ : କେଉଁଝର ଏବଂ ମୟୂରଭଞ୍ଜ ଅଞ୍ଚଳରେରେ ୩୦ ରୁ ଅଧିକ ଚୋରି ମାମଲାରେ ଜଡିତ କୁଖ୍ୟାତ ଆନ୍ତଃରାଜ୍ୟ ଚୋର ମହମ୍ମଦ ନାଫିସ (ଝାଡ଼ଖଣ୍ଡ)କୁ ଏନକାଉଣ୍ଟର କରିଛି ଚମ୍ପୁଆ ପୁଲିସ।ଅଭିଯୁକ୍ତ ଆଜି ସକାଳ ପ୍ରାୟ ୫ଟା ସମୟରେ ପତଳା ଜଙ୍ଗଲ ନିକଟରେ ପୁଲିସ ଦଳ ଉପରେ ଗୁଳି ୨ରାଉଣ୍ଡ ଗୁଳି ଚଳାଇ ଫେରାର ହେବାକୁ ଉଦ୍ୟମ ବେଳେ ଏନକାଉଣ୍ଟର କରିଛି ଚମ୍ପୁଆ ପୁଲିସ। ବିଭିନ୍ନ ସ୍ଥାନରୁ ଚୋରି ପରେ ଚୋରି ସାମଗ୍ରୀ ଚମ୍ପୁଆ ନିକଟସ୍ଥ ପତଳା […]Continue Reading
Odisha News
ପୁରୀ, ୩୧/୫ : ବିଗତ କିଛି ଦିନ ହେଲା ଓଡ଼ିଶା ପୁଲିସ କୁଖ୍ୟାତ ଅପରାଧୀଙ୍କ ବିରୋଧରେ ବଡ଼ଧରଣର ଅଭିଯାନ ଚଳାଇଛି। ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତାରେ ପୋଲିସ କର୍ମଚାରୀ ସୌମ୍ୟରଂଜନଙ୍କୁ ପିଟିପିଟି ମାରିଦେବା ପରେ ପୋଲିସ ଆକ୍ସନ ମୁଡ଼‌କୁ ଆସିଛି। ଗଂଜାମ, ସମ୍ବଲପୁର ଏବଂ ଝାରସୁଗୁଡ଼ା ପରେ ପୋଲିସ ପୁରୀରେ ଅଭିଯାନ ଚଳାଇଛି। ଏହି କ୍ରମରେ ପୁରୀ ପୋଲିସ ଗତକାଲି ରାତିରେ ଜଣେ କୁଖ୍ୟାତ ଅପରାଧୀର ବିରୋଧରେ କଡ଼ା କାର‌୍ୟ୍ୟାନୁଷ୍ଠାନ ନେଇଛି।ବାସେଳୀ ସାହି ଥାନା Continue Reading
Odisha News
ବ୍ରହ୍ମପୁର, ୨୫/୫ : ପୁଣି ବ୍ରହ୍ମପୁରରେ ଏନକାଉଣ୍ଟର। ପୋଲିସ ଏନକାଉଣ୍ଟରରେ ଗୁରୁତର ଆହତ ଅଭିଯୁକ୍ତ ଜଗା। ଜଗାର ଦୁଇ ଗୋଡରେ ବାଜିଛି ଗୁଳି। ତେଣୁ ଗୁରୁତର ଅବସ୍ଥାରେ ତାକୁ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଜଗାର ନାଁରେ ବଡବଜାର ଓ ସଦର ଥାନାରେ ୯ ଅପରାଧିକ ମାମଲା ରହିଛି। ଏପରିକି ଅମ୍ବିକା ନଗର ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଜଗା ଓ ତାର ଭାଇ ବଳିଆ ଖଣ୍ଡାରେ ହାଣି ଫେରାର ହେବା ସମୟରେ ପୋଲିସ ତାଙ୍କୁ ଏନକାଉଣ୍ଟ କରିଛି।ସୂଚନା […]Continue Reading