ବଲାଙ୍ଗୀର, ୧୭/୬ : ରାଜ୍ୟରେ କୃଷିର ବିକାଶ ପାଇଁ ଅଧିକରୁ ଅଧିକ ଚାଷୀଙ୍କ ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବା ପାଇଁ ଆମେ ପ୍ରତିବଦ୍ଧତାର ସହ କାମ କରୁଛୁ । ୫ ବର୍ଷ ମଧ୍ୟରେ ୧୫ ଲକ୍ଷ ହେକ୍ଟର ଅଣଜଳସେଚିତ ଜମିକୁ ଆମେ ଜଳସେଚନ ଯୋଗାଇ ଦେବାର ଲକ୍ଷ୍ୟ ରଖିଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ବଲାଙ୍ଗୀରଠାରେ ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶ ଅନୁଷ୍ଠିତ ହୋଇାଯାଇଛି । […]Continue Reading
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୧୭/୬ : ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀଯୁକ୍ତ ସଚିନ ରାମଚନ୍ଦ୍ର ଯାଦବ ଆଜି ଦିନିକିଆ ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସି ସରକାରଙ୍କ ଏକ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ଓ କୃଷକ ଶକ୍ତି ସମାବେଶ ସମୀକ୍ଷା କରିଛନ୍ତି।ଏହା ପରେ ପଥରଚେପା ପଡିଆ କୁ ଯାଇ କ୍ଷେତ୍ର ପରିଦର୍ଶନ କରିଛନ୍ତି।ଏହି ଅବସରରେ ସେ ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନାର ସୁଫଳ ଲୋକମାନଙ୍କ ପାଖେ ପହଞ୍ଚାଇବା ପାଇଁ ସମସ୍ତ ଅଧିକାରୀ ଙ୍କୁ Continue Reading
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୧୭/୬ : ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଦେଓଗାଁ ର ସିଙ୍ଘାମୁଣ୍ଡା ଗ୍ରାମ ପଂଚାୟତରେ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ପାଳିତ ହୋଇଯାଇଛି।ଏହି ଶିବିର ରେ ଆଇନ ସେବା ପ୍ରାଧିକରଣ ସଚିବ ପଵିତ୍ରାନନ୍ଦ ପ୍ରଧାନ,ଉପସ୍ଥିତ ଶିଶୁ ଓ ଜନସାଧାରଣ ମାନଙ୍କୁ ଶିଶୁ ର ଅଧିକାର,ବାଲ୍ୟ ବିବାହ ଉଚ୍ଛେଦ , ପୋସ୍କୋ ଆଇନ,ଶିଶୁ ଶ୍ରମିକ ଉଚ୍ଛେଦ ଉପରେ ବିସ୍ତୃତ ବିବରଣୀ ରଖିଥିଲେ।ଏହା ସହ ନିଃସହାୟ ଶିଶୁ Continue Reading
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୧୦/୬: ଇତି ମଧ୍ୟରେ ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିର ତରଫରୁ ନୂତନ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଯାଇଛି।ମହାସଭାର ଜିଲ୍ଲା ସଭାପତି ଗୋପବନ୍ଧୁ ପୁରୋହିତ ଙ୍କ ନେତୃତ୍ୱ ରେ ଏବଂ ସଭ୍ୟ ବାଳକୃଷ୍ଣ ଷଡ଼ଙ୍ଗୀ ଙ୍କ ଆବାହକତ୍ୱରେ ନୂତନ ସଭ୍ୟ ସଂଗ୍ରହ ଅଭିଯାନ ଜୋର୍ ସୋର ରେ ଚାଲିଛି।ସମାଜ ର ଅନେକ ସମସ୍ୟା କୁ ନେଇ ସରକାର ଙ୍କ ଠାରେ ଦାବୀ ଉପସ୍ଥାପନ କରିବା ପାଇଁ ସମାଜ ତାର ଆଗାମୀ କାର୍ୟ୍ୟପନ୍ଥା […]Continue Reading
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୧୦/୬: ବଲାଙ୍ଗିର ଜିଲ୍ଲା ରେ ଥିବା ଜଙ୍ଗଲ ମାନଙ୍କରୁ ବାରମ୍ବାର ଖଇର ଏବଂ କେନ୍ଦୁ ଗଣ୍ଡି ଚୋରାଚାଲାଣ ହେଉଛି।ଇତି ମଧ୍ୟରେ ବଲାଙ୍ଗିର ଜଙ୍ଗଲ ବିଭାଗ ଅନେକ ଚୋରାଚାଲାଣ ହେଉଥିବା କାଠ ସହ ଚାରି ଚକିଆ ଯାନ ଜବତ କରିସାରିଛି।କେଉଁଠି ଚୋର ଧରା ପଡୁଛି ତ କେଉଁଠି ଚୋର ଫେରାର ମରୁଛି।କିଛିଦିନ ହେଲା ଜଙ୍ଗଲ ଚୋର ଜଙ୍ଗଲ ବିଭାଗ ର ନିଦ ହଜେଇ ଦେଲେଣି।ନୂତନ ଡିଏଫ୍ଓ ଅଜିତ ବିଶି ବଲାଙ୍ଗିର ଜଙ୍ଗଲ ବିଭାଗ […]Continue Reading
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୧୦/୬ : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଆଗଲପୁର (ଡୁଡୁକା ) ବ୍ଲକ କୁଟାସିଂହା ଗ୍ରାମରେ ମାଁ ଅଭୟାକାଳୀଙ୍କ ପାରମ୍ପରିକ(ପୂଜା) ଛତର ଯାତ୍ରା ଆରମ୍ଭ ହୋଇଯାଇଛି।ବଲାଙ୍ଗୀର ସହର ଠାରୁ ପ୍ରାୟ ୪୧ କିଲୋମିଟର ଦୂରରେ ଅବସ୍ଥିତ କୁଟାସିଂହା ଗ୍ରାମ।କାହିଁ କେଉଁ ଆବହମାନ କାଳରୁ ଏହି ଗ୍ରାମର ଇଷ୍ଟଦେବୀ ରୂପେ ପୂଜା ପାଇ ଆସୁଛନ୍ତି ମାଁ ଅଭୟା।ଜ୍ୟୋଷ୍ଠ ମାସ ଶୁକ୍ଲପକ୍ଷ ଅଷ୍ଟମୀ ଦିନରୁ ଶୁକ୍ଲପକ୍ଷ ଚତୁର୍ଦଶୀ Continue Reading
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୫/୬: ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଶାକ୍ତ ମାଦକଦ୍ରବ୍ୟ ବିରୋଧରେ ରାଜ୍ୟବ୍ୟାପୀ ସଚେତନତା ଅଭିଯାନ ଅବସରରେ ପୂର୍ବାହ୍ନରେ ଆଜି ବଲାଙ୍ଗୀର ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ପକ୍ଷ ରୁ ଚାରିଗୋଟି ” ଆମ ସଂକଳ୍ପ – ନିଶା ନୁହେଁ , ଜୀବନ ” ସଚେତନତା ରଥ କୁ ଅବକାରୀ ଡେପୁଟି କମିଶନର ତଥା ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ସୀତାକାନ୍ତ ମୁଦୁଲି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।ଏହି Continue Reading
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର , ୫/୬ : ଜିଲ୍ଲା କ୍ରୀଡା ବିଭାଗ ତରଫରୁ ସ୍ଥାନୀୟ ଟାଉନ ବାଳକ ଉଚ୍ଚ ବିଦ୍ୟାଳୟ ରେ ଚାଲିଥିବା ଗ୍ରୀଷ୍ମ କାଳୀନ ଖୋ ଖୋ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି।ଜିଲ୍ଲାର ୪୦ ଜଣ ଛାତ୍ର ଛାତ୍ରୀ ଏହି ଶିବିର ପାଇଁ ଚୟନିତ ହୋଇ ପ୍ରଶିକ୍ଷଣ ନେଉଥିଲେ।ଉଭୟ ସକାଳ ଏବଂ ସନ୍ଧ୍ୟା ବେଳେ ଦୁଇଟି ପର୍ଯ୍ୟାୟରେ ମଇ ପହିଲା ରୁ ଏହି ଶିବିର ଅନୁଷ୍ଠିତ ହେଉଥିଲା।କ୍ରୀଡା ଓ ଯୁବ ସେବା ବିଭାଗ ତରଫ […]Continue Reading
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୨୭/୫ : ବଲାଙ୍ଗିର ଜିଲ୍ଲା ଓଡ଼ିଶା ର ଏକ ପ୍ରମୁଖ ଜିଲ୍ଲା ଭାବେ ପରିଗଣିତ।ଏହି ଜିଲ୍ଲାରେ ଅନେକ ଜ୍ଞାନୀଗୁଣି,ମହାନ୍ ବ୍ୟକ୍ତିତ୍ୱ ଜନ୍ମ ନେଇଛନ୍ତି।ଏ ମାଟି ମାଁ ସମଲେଶ୍ଵରୀ,ମାଁ ପାଟନେଶ୍ୱେରି ଙ୍କ ମାଟି। ଏ ମାଟିର ମହକ ରେ ଅଛି ଆତ୍ମୀୟତା,ଭାତୃଭାବ,ମଣିଷ ପଣିଆ ଏବଂ ସମସ୍ତେ ସମସ୍ତଙ୍କ ପ୍ରତି ଭଲ ପାଇବା।ଏଭଳି ଏକ ଜିଲ୍ଲାରେ ମୁଁ ଜନ୍ମ ଗ୍ରହଣ କରିଥିବାରୁ ମୋର ନିଜକୁ ଧନ୍ୟ ମନେ କରୁଛି।ଆଉ କିଛି ଦିନ ପରେ Continue Reading
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୨୪/୫: ବଲାଙ୍ଗିର ଜିଲ୍ଲାରେ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ କରିଥିଲେ।ସଦର ମହାକୁମା ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏହି ବୈଠକରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ,ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ,ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା,ଅତିରିକ୍ତ ଜିଲାପାଳ ଡ଼ ବିଜୟାନନ୍ଦ ସେଠୀ,ମୁଖ୍ୟ ଉନ୍ନୟନ ଅଧିକାରୀ Continue Reading




