ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୨୦/୧୨: ଦେଓଗାଁ ଦେଇ ବଲାଙ୍ଗିର ସହରକୁ ପ୍ରବେଶ କରୁଥିବା ଏକ ବିରାଟ କଣ୍ଟେନର ଏନ ଏଚ ରାସ୍ତା ଅବରୋଧ କରି ରାସ୍ତା ପାର୍ଶ୍ବ ବୃକ୍ଷ ଗୁଡ଼ିକର ମୋଟା ଡାଳ ଗୁଡ଼ିକ କାଟି ଆସୁଅଛି।କଣ୍ଟେନର ମାଲିକ ଏହି ବିଶାଳକାୟ ମେସିନ କୁ ରାଜରାସ୍ତାରେ ନେବା ପାଇଁ ଅନେକ ଗୁଣ୍ଡା ଏବଂ ଦଲାଲ ଶ୍ରେଣୀୟ ଲୋକଙ୍କୁ ରଖି ଦାଦାଗିରି ରେ ପାର୍ କରୁଥିବା ଚର୍ଚ୍ଚା ଜୋର ଧରିଛି।ଗଛ ଗୁଡ଼ିକର ବଡ଼ ବଡ଼ ଡାଳ କାଟି […]Continue Reading
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୨୦/୧୨: ବଲାଙ୍ଗିର ସହରର ପ୍ରଣବିନ୍ଦୁ ସର୍ବ ପୁରାତନ ଦେଉଲବନ୍ଧ ଏବଂ କରଙ୍ଗାକଟା ପୋଖରୀ ପଙ୍କ ରେ ପୋତି ହୋଇ ତାର ଅସ୍ତିତ୍ବ ହରାଇ ବସିଲାଣି।ପୁନଃରୁଦ୍ଧାର ହେବ ବୋଲି ପ୍ରକାଶ କରିଛନ୍ତି ବଲାଙ୍ଗିର ପୌରପରିଷଦ ନିର୍ବାହୀ ଅଧିକାରୀ।ସର୍ବ ପୁରାତନ ଏହି ଦୁଇଟି ପୋଖରୀ ବଲାଙ୍ଗିର ସହରର ପ୍ରାଣକେନ୍ଦ୍ର କହିଲେ କୌଣସି ଅତ୍ୟୁକ୍ତି ହେବ ନାହିଁ।ଏହାର ଜଳ କୁ ନିତ୍ୟ ବ୍ୟବହାର୍ଯ୍ୟ ଭାବେ ବ୍ୟବହାର Continue Reading
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୧୬/୧୨ : ସୋମବାର ପୂର୍ବାହ୍ନରେ ବଲାଙ୍ଗିର ପୌର ପରିଷଦର ଏକ ଦଳ ସରୋଜିନୀ ହୋଟେଲକୁ ଯାଇ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲେ।ଏହି ଦଳ ରେ ଏନଫୋର୍ସମେଣ୍ଟ ଅଫିସର ସହ ପୌର ପରିଷଦ ର ଇଞ୍ଜିନିୟରିଂ ଷ୍ଟାଫ୍ ଏବଂ ସାନିଟେସନ ଏକ୍ସପର୍ଟ ମଧ୍ୟ ସାମିଲ ଥିଲେ।ହୋଟେଲ କତୃପକ୍ଷ ହୋଟେଲ ସମ୍ପର୍କିତ କାଗଜାତ ଯାଞ୍ଚ ଦଳ ସମ୍ମୁଖରେ ଦାଖଲ କରିଥିଲେ।ହୋଟେଲ କତୃପକ୍ଷ ଙ୍କୁ ଫାୟାର ସେଫ୍ଟି ସାର୍ଟିଫିକେଟ ବିଷୟରେ ପଚାରିବାରୁ Continue Reading
ଲୋଇସିଂହା / ବଲାଙ୍ଗୀର,୨୬/୧୧: ବଲାଙ୍ଗୀର ଜିଲା ବେଲପଡା ବ୍ଲକ ମଣ୍ଡଳ ଗ୍ରାମରେ ମଙ୍ଗଳବାର ରାତିରେ ବରଯାତ୍ରୀ ଶୋଭାଯାତ୍ରା ବେଳେ ଏକ ଅଘଟଣ ଘଟିଛି। ପୁଅର ବରଯାତ୍ରୀ ଗାଡ଼ି ଧକ୍କାରେ ବାପାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ କନ୍ୟାଙ୍କ ମାଉସୀ ପୁଅ ଆହାତ ହୋଇଥିବା ଜଣାପଡିଛି। ଏହି ଅଘଟଣ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ମୃତକ ହେଲେ ଚୈତନ୍ୟ ବାଗ ।ସୂଚନାରୁ ପ୍ରକାଶ ଯେ,ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ତଥା ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଆମ୍ବପାଲି Continue Reading
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୧୩/୧୧ : ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟ ଶ୍ରୀ ପ୍ରିୟବ୍ରତ ସାମନ୍ତରାୟ ଏବଂ ଶ୍ରୀମତୀ ପ୍ରେମଶିଳା କେରକେଟା ତିନି ଦିନିଆ ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସିଛନ୍ତି।ସଦସ୍ୟ ମାନେ ଘୠଝଇ, ୨୦୧୩ ଅଧୀନରେ ଥିବା କାର୍ଯ୍ୟକ୍ରମ ଏବଂ ଓଡ଼ିଶା ରାଜ୍ୟ ଖାଦ୍ୟ ସୁରକ୍ଷା (TPDS) ନିୟମାବଳୀ,୨୦୨୦ ଏବଂ ଓଡ଼ିଶା ରାଜ୍ୟ ଖାଦ୍ୟ ସୁରକ୍ଷା(TPDS)ସଂଶୋଧନ ନିୟମାବଳୀ,୨୦୨୨ ର କାର୍ୟ୍ୟକାରିତାର ତଦାରଖ ଓ ସମୀକ୍ଷା Continue Reading
ଗୁରୁଦୟାଲ ହଂସଙ୍କ ରିପୋର୍ଟକଣ୍ଟାବାଞ୍ଜି,୧୨/୧୧ : ବଲାଙ୍ଗିର ଜିଲ୍ଲା କଣ୍ଟବାଞ୍ଜିଠାରେ ଗତ ଦୁଇ ବର୍ଷ ହେଲା ଉତ୍କଳ ବାଳାଶ୍ରମର କୋଠା ନିର୍ମାଣ ସରିଛି । ଏହା କଣ୍ଟାବାଞ୍ଜି- ବଙ୍ଗୋମୁଣ୍ଡା ରାଜ୍ୟ ରାଜପଥ ନଂ.୪୨ ରାସ୍ତା ପାଶ୍ୱର୍ କେ.ଭି.କଲେଜ ସମ୍ମୁଖରେ ନିର୍ମାଣ ହୋଇଛି । କୋଟି କୋଟି ଟଙ୍କା ବ୍ୟୟରେ ଏହି ଉତ୍କଳ ବାଳାଶ୍ରମ ନିର୍ମାଣ ହୋଇ ଦୁଇ ବର୍ଷ ହୋଇ ସାରିଛି । ହେଲେ ଏହା କାର୍ଯ୍ୟକ୍ଷମ ହୋଇନାହିଁ ।କାର୍ଯ୍ୟକ୍ଷମ ହୋଇ ନ ଥିବାରୁ କୋଠାଟି ଭୁତକୋଠି Continue Reading
ଟିଟିଲାଗଡ଼, ୨୯/୧୦ : ଏବେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଚାଲିଛି । ସରକାରୀ ଅଧିକାରୀ ମାନେ ଦୁର୍ନୀତିରୁ ଦୂରେଇ ରହିବାକୁ ଶପଥ ନେଉଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ କଡ଼ା ତାଗିଦ କରିଛନ୍ତି ।କିନ୍ତୁ କିଛି ସରକାରୀ ଅଧିକାରୀ ‘ମୋତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡ଼ା କାଠ’ ବାକ୍ୟରେ ଚାଲିଛନ୍ତି । ନିଜ କାର୍ୟ୍ୟକଳାପରୁ ବାଦ ପଡ଼ୁ ନାହାଁନ୍ତି । ଆଜି ପୁଣି ଜଣେ ସରକାରୀ ବାବୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛି […]Continue Reading
ବଲାଙ୍ଗୀର,୨୮/୮ : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ବଲାଙ୍ଗୀର ସହରରେ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ଦେଖାଦେଇଛି। ସହରରେ ନୂଆଁଖାଇକୁ ନେଇ ଗୁରୁବାର ସାଂସ୍କୃତିକ ପରିବେଶ ଉତ୍ସାହପୂର୍ଣ୍ଣ ରହିଥିଲା। ଚଳିତବର୍ଷ ବଲାଙ୍ଗୀର ଶୈଳଶ୍ରୀ ପ୍ୟାଲେସ୍ରେ ରାଜପରିବାର ସଦସ୍ୟ ନୂଆଁଖାଇ ଉତ୍ସାହର ସହ ପାଳନ କରିଥିଲେ।ପ୍ୟାଲେସ ପରିସରରେ ଥିବା ମନ୍ଦିରରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା ପରେ ରାଜପରିବାର ସଦସ୍ୟମାନେ ଏକାଠି ବସି ନୂଆ Continue Reading
ବଲାଙ୍ଗୀର, ୨/୮ : ମଧ୍ୟାହ୍ନ ଭୋଜନ ଖାଇବା ପରେ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି । ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ତେନ୍ତୁଳୀଖୁଣ୍ଟି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରୁ ଝିଟିପିଟି ବାହାରିଛି । ଯାହାକୁ ଖାଇବା ପରେ ପିଲାମାନେ ଅସୁସ୍ଥ ହୋଇପଡ଼ିଛନ୍ତି ।ସମସ୍ତଙ୍କୁ ଟିଟିଲାଗଡ଼ ପିପଲ ପଦରରେ ଥିବା ଏମସିଏଚ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ବିଧାୟକ ଲକ୍ଷ୍ମଣବାଗ ପିଲାଙ୍କ ସ୍ୱାସ୍ଥ୍ୟ ଅବସ୍ଥା Continue Reading
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର/ସୋନପୁର, ୨୦/୭: ବର୍ଷବର୍ଷ ଧରି କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରୁ ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲା ଦେଇ ଝାଡ଼ଖଣ୍ଡ,ଛତିଶଗଡ,ପଶ୍ଚିମବଙ୍ଗ,ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ,ବିହାର,ଦିଲ୍ଲୀ,ମୁମ୍ବାଇ ଓ ଅନ୍ୟାନ୍ୟ ବାହାର ରାଜ୍ୟକୁ ନିୟମିତ କୋଟି କୋଟି ଟଙ୍କାର ଗଞ୍ଜେଇ ଚୋରା ଚାଲାଣ ଜାରୀ ରହିଛି।ମଝିରେ ମଝିରେ ଅବକାରୀ ବିଭାଗ ଧରପଗଡ କରୁଥିଲେ ମଧ୍ୟ ଏହା କମୁନାହିଁ।ଏହାର ଧରପଗଡ ବା ନିୟନ୍ତ୍ରଣ ଦିଗରେ ଅବକାରୀ ବିଭାଗ Continue Reading




