Home Posts tagged Odisha’s Bolangir district
Odisha News
ମହେନ୍ଦ୍ର କୁମାର ପାଇକରାୟଙ୍କ ରିପୋର୍ଟବଲାଙ୍ଗୀର/ଓଡ଼ିଶା, ୨୯/୯ : ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଦେଷଣ୍ଡ ସ୍ଥିତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ‘ବିଶ୍ୱ ପର୍ଯ୍ୟଟନ ଦିବସ’ ଅତ୍ୟନ୍ତ ଉତ୍ସାହ ଓ ଆଡ଼ମ୍ବର ସହ ପାଳିତ ହୋଇଯାଇଛି।ସ୍ଥାନୀୟ ଅଞ୍ଚଳର ଏହି ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଲୁକ୍କାୟିତ ପର୍ଯ୍ୟଟନ କ୍ଷେତ୍ରର ବ୍ୟାପକ ପ୍ରଚାର ପ୍ରସାର କରିବା ସହ ଆଞ୍ଚଳିକ ସାମାଜିକ-ଆର୍ଥିକ ବିକାଶକୁ ଗତିଶୀଳ କରିବା ଏହି Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର , ୧୨/୯ : ବଲାଙ୍ଗିର ଜିଲ୍ଲାର ନର୍ସିଂ ଶିକ୍ଷା କ୍ଷେତ୍ରରେ ଆଉ ଏକ ଖୁସି ଖବର।ପୁଇଁତଲାସ୍ଥିତ ବାଲାଜୀ କଲେଜ ଅଫ୍ ନର୍ସିଂକୁ ଚଳିତ ଶିକ୍ଷାବର୍ଷରେ ବିଭିନ୍ନ ନର୍ସିଂ ପାଠ୍ୟକ୍ରମ ପାଇଁ NOC (No Objection Certificate) ଅନୁମୋଦନ ମିଳିଛି।DMET ଅନୁମୋଦନ କ୍ରମେ କଲେଜ ପକ୍ଷରୁ ANM, GNM, B.Sc. Nursing, P.B.B.Sc. Nursing ଓ M.Sc. Nursing ପାଠ୍ୟକ୍ରମ ପାଇଁ NOC ଗ୍ରହଣ କରାଯାଇଛି।ପ୍ରାପ୍ତ ସୂଚନା Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୧୧/୯ : ସ୍ମୃତି,ସମ୍ପର୍କ ଓ ସେବାର ଏକ ଅନନ୍ୟ ମିଳନର ସାକ୍ଷୀ ହୋଇଛି ବଲାଙ୍ଗିର।ସରସ୍ୱତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିର, କଦମପଡ଼ା ପରିସରରେ ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଭାବାବେଗପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।ଦୀର୍ଘ ବର୍ଷ ପରେ ପୁରୁଣା ସହଯୋଗୀ,ଗୁରୁଭାଇ-ଭଉଣୀ ଓ ସହକର୍ମୀମାନେ ଏକାଠି ହୋଇ ଅତୀତର ସ୍ମୃତିକୁ ମନେ ପକାଇବା ସହ ନିଜ ନିଜ Continue Reading
Top Stories
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, 10/9 : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ,ବଲାଙ୍ଗିରର ଆଭ୍ୟନ୍ତରୀଣ ଅଭିଯୋଗ କମିଟି (Internal Complaint Committee) ପକ୍ଷରୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ (DLSA),ବଲାଙ୍ଗିରର ସହଯୋଗରେ କର୍ମକ୍ଷେତ୍ରରେ ମହିଳାଙ୍କ ପ୍ରତି ଯୌନ ଉତ୍ପୀଡ଼ନ ନିରୋଧ ସମ୍ପର୍କିତ POSH ଆଇନ,୨୦୧୩ ଉପରେ ଏକ ସଚେତନତା କା~ðýକ୍ରମ ଆୟୋଜିତ ହୋଇଥିଲା।ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର କୁଳପତି Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୭/୯:କ୍ରୀଡ଼ା ପଡ଼ିଆରେ ପ୍ରତିଭାର ପରୀକ୍ଷା ହୁଏ,କିନ୍ତୁ କ୍ରୀଡ଼ା ସଂଗଠନରେ ନେତୃତ୍ୱର ପରୀକ୍ଷା ହୁଏ ସ୍ୱଚ୍ଛତା,ଗଣତାନ୍ତ୍ରିକ ବ୍ୟବସ୍ଥା ଓ ପିଢ଼ି ପରିବର୍ତ୍ତନ ମାଧ୍ୟମରେ।ଦୀର୍ଘବର୍ଷ ଧରି ଗୋଟିଏ ପଦବୀରେ ରହିବାର ପ୍ରଥାକୁ ନେଇ ସମୟ ସମୟରେ ଉଠୁଥିବା ପ୍ରଶ୍ନ ମଧ୍ୟରେ କ୍ରୀଡ଼ା ସଂଗଠନର ପଦାଧିକାରୀଙ୍କ କାର୍ଯ୍ୟକାଳ ଓ ବୟସ ସୀମାକୁ ନେଇ ପ୍ରସ୍ତାବିତ ନୂଆ ନିୟମ ଏବେ ଜାତୀୟ କ୍ରୀଡ଼ା ମହଲ ସହ ବଲାଙ୍ଗୀରରେ Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୭/୯: କ୍ରୀଡ଼ା କେବଳ ପଡ଼ିଆରେ ପଦକ ଜିତିବାର ଲଢ଼େଇ ନୁହେଁ;ଏହା ଏକ ପିଢ଼ିର ଅନୁଭବକୁ ପରବର୍ତ୍ତୀ ପିଢ଼ିର ଉତ୍ସାହ ସହ ଯୋଡ଼ି ଦେଉଥିବା ଏକ ନିରନ୍ତର ଯାତ୍ରା।ଖେଳାଳି ପରିବର୍ତ୍ତନ ହୁଅନ୍ତି,ପଦାଧିକାରୀ ପରିବର୍ତ୍ତନ ହୁଅନ୍ତି,କିନ୍ତୁ କ୍ରୀଡ଼ା ସଂଗଠନର ମୂଳ ଲକ୍ଷ୍ୟ ରହିଥାଏ,ଖେଳ ଓ ଖେଳାଳିଙ୍କ ବିକାଶ।ତେବେ ପ୍ରଶ୍ନ ଉଠୁଛି,କ୍ରୀଡ଼ା ସଂଗଠନର ପଦବୀ କ’ଣ ଏକ ଦୀର୍ଘସ୍ଥାୟୀ ଅଧିକାର,ନା ଏହା ଏକ ନିର୍ଦ୍ଦିଷ୍ଟ Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୬/୯ :ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜମିକୁ ନେଇ ବଲାଙ୍ଗୀର ରେ ଉଠିଥିବା ପ୍ରଶ୍ନ ଏବେ କେବଳ ଜମିରେ ସୀମିତ ନାହିଁ।ପ୍ରଶ୍ନ ଉଠୁଛି,ଏହି ଜମିର ମୂଳ ସ୍ଥିତି କ’ଣ?କେଉଁ ଉଦ୍ଦେଶ୍ୟରେ ଜମି ଦିଆଯାଇଥିଲା?ବର୍ତ୍ତମାନ ଏହାର ବ୍ୟବହାର ମୂଳ ଉଦ୍ଦେଶ୍ୟ ସହ ସମନ୍ୱିତ କି?ଏବଂ ସବୁଠାରୁ ବଡ଼ ପ୍ରଶ୍ନ,ଏହି ସମଗ୍ର ପ୍ରସଙ୍ଗରେ ସରକାରୀ ଦଲିଲ କ’ଣ କହୁଛି?ପ୍ରସଙ୍ଗଟି ଆହୁରି ଗୁରୁତ୍ୱ ପାଇଛି,କାରଣ ବଲାଙ୍ଗୀରର ତିନିଜଣ Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୨/୯ : ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ଉଚ୍ଚଶିକ୍ଷାନୁଷ୍ଠାନ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ,ବଲାଙ୍ଗିରର ଷଷ୍ଠ ପ୍ରତିଷ୍ଠା ଦିବସ ସେପ୍ଟେମ୍ବର ୧ ତାରିଖରେ ବିଶ୍ୱବିଦ୍ୟାଳୟର ମୁଖ୍ୟ ପରିସରରେ ଅତ୍ୟନ୍ତ ଉତ୍ସାହ,ଉଦ୍ଦୀପନା ଓ ଏକାଡେମିକ୍ ଗରିମାର ସହିତ ପାଳିତ ହୋଇଯାଇଛି।ଦିନବ୍ୟାପୀ ଏହି ଆୟୋଜନରେ ବିଶିଷ୍ଟ ରାଜନୈତିକ ବ୍ୟକ୍ତିତ୍ୱ,ପ୍ରତିଷ୍ଠିତ ଶିକ୍ଷାବିତ୍,ସ୍ୱାସ୍ଥ୍ୟସେବା କ୍ଷେତ୍ରର ବିଶିଷ୍ଟ Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର , ୧/୯ : “ଗୋଟିଏ ଗଛ,ଗୋଟିଏ ଜୀବନ,ଗୋଟିଏ ଭବିଷ୍ୟତ”।ଏହି ସଚେତନତାମୂଳକ ବାର୍ତ୍ତାକୁ ଆଧାର କରି ଉତ୍କଳ ମହିଳା ବିକାଶ ପରିଷଦ ପକ୍ଷରୁ ବଲାଙ୍ଗୀର ସହରସ୍ଥିତ ପ୍ରୋଜେକ୍ଟ କଲୋନୀ ବ୍ଲକ ସ୍କୁଲ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ପରିବେଶ ସୁରକ୍ଷା ସହିତ ଛାତ୍ରଛାତ୍ରୀଙ୍କ ମନରେ ସବୁଜ ପରିବେଶ ପ୍ରତି ଦାୟିତ୍ୱବୋଧ ଓ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ Continue Reading
Odisha News
ବଲାଙ୍ଗୀର,୧୬/୮ : ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା ହେବ ବୋଲି ଉତ୍ତରାଞ୍ଚଳ ପୋଲିସ ଆଇଜି ହିମାଂଶୁ ଲାଲ କହିଛନ୍ତି।ବଲାଙ୍ଗୀର ରିଜର୍ଭ ପୋଲିସ ବାରାକରେ ଉଦ୍ଧାର ହୋଇଥିବା ବ୍ୟବସାୟୀ ଓ ଅଟକ ଅଭିଯୁକ୍ତଙ୍କୁ ମୁହାଁମୁହିଁ ଜେରା ପରେ ଏହି ତଥ୍ୟ ଜଣାପଡ଼ିଛି।ବଲାଙ୍ଗୀର ଏସପି ଅଭିଳାଷ ଜି, ସଦର ଏସଡିପିଓ ସରୋଜ କୁମାର ଉପାଧ୍ୟାୟଙ୍କ ଉପସ୍ଥିତିରେ ଦୁଇ ଜଣଙ୍କୁ ଜେରା Continue Reading