Home Posts tagged Odisha’s Bolangir district
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୫/୪ : ବଲାଙ୍ଗିର ଜିଲ୍ଲା ଉତ୍ତପ୍ତ ଜିଲ୍ଲା ଭାବେ ପରିଗଣିତ।ଗ୍ରୀଷ୍ମର ପ୍ରକୋପ ଜିଲ୍ଲାରେ ପରିଲକ୍ଷିତ ହେଲାଣି।ବାୟୁ ମଣ୍ଡଳ ରେ ଗ୍ରୀଷ୍ମ ର ଉଷ୍ମତା ବଢ଼ିବାରେ ଲାଗିଛି।ଏ ପରିପ୍ରେକ୍ଷୀରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ତରଭୁଜ ସହ ଅନ୍ୟାନ୍ୟ ପାନୀୟ ଦ୍ରବ୍ୟ ବିକ୍ରି ଚାଲିଲାଣି।ବଲାଙ୍ଗିର ଜିଲ୍ଲାରେ ତାପମାତ୍ରା ୫୦ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହୁଏ।ଭୀଷଣ ରୌଦ୍ରତାପ ଜନ ଜୀବନ କୁ ଅସ୍ତବ୍ୟସ୍ତ କରିଥାଏ।ଜିଲ୍ଲା Continue Reading
Top Stories
By Mahendra Darji Bolangir/Odisha/Mar 31 : A two-day national seminar was held on March 28 and 29 under the auspices of the Department of Odia Language and Literature,Rajendra University. At the inaugural ceremony,the Acting Vice-Chancellor of Rajendra University and Chairman of the Postgraduate Council, Professor Pratap Kumar Das,attended as the Chief Guest.Other Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୨୮/୧ : ଗତ ୧୮ ତାରିଖ ଦିନ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ କୁମ୍ଭାରୀ ଗ୍ରାମର କୁକୁଡ଼ା ଚାଷୀ ଭୋଜରାଜ୍ ମହାକୁରଙ୍କ ସ୍ତ୍ରୀ ପ୍ରିମିୟମ ଚିକ୍ ଫିଡ ପ୍ରାଇଭେଟ୍ ଲିମିଟେଡ କମ୍ପାନୀକୁ ଜଣାଇଲେ ।ସେମାନେ ଦେଇଥିବା ସମସ୍ତ କୁକୁଡ଼ା ପୋଡ଼ି ନଷ୍ଟ ହୋଇଯାଇଛି।ଏହା ଶୁଣି କମ୍ପାନୀ ର ଷ୍ଟାଫ୍ ମାନେ ଆସି ଦେଖିଲେ ମାତ୍ର ୧୦୦ ରୁ ୧୫୦ ଟି ପକ୍ଷୀ ଫାର୍ମ ଭିତରେ ପୋଡ଼ି ମରିଥିବା ଜାଣିଲେ।କୁକୁଡ଼ା ଫାର୍ମ Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୧୩/୧: ସରକାର ଆଶ୍ରମ ସ୍କୁଲ୍ ମାନ ଖୋଲି ଛାତ୍ର ଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଚେଷ୍ଟିତ।ଶିକ୍ଷା ସମାଜର ମାନଦଣ୍ଡ।ଶିକ୍ଷ୍ୟା କ୍ଷେତ୍ରରେ ଯେଉଁ ଦେଶ ଯେତେ ଉନ୍ନତ ସେ ଦେଶ ବିକଶିତ ଦେଶ ଭାବରେ ପରିଗଣିତ।ଭାରତ ବର୍ଷରେ ଶିକ୍ଷା ର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।ସେହିଭଳି ଓଡ଼ିଶା କୁ ଶିକ୍ଷା କ୍ଷେତ୍ରରେ ଏକ ନମ୍ବର କରିବା ପାଇଁ ମୋହନ ସରକାର ଅନେକ ବିକଳ୍ପ ପନ୍ଥା Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୨୦/୧୨: ଦେଓଗାଁ ଦେଇ ବଲାଙ୍ଗିର ସହରକୁ ପ୍ରବେଶ କରୁଥିବା ଏକ ବିରାଟ କଣ୍ଟେନର ଏନ ଏଚ ରାସ୍ତା ଅବରୋଧ କରି ରାସ୍ତା ପାର୍ଶ୍ବ ବୃକ୍ଷ ଗୁଡ଼ିକର ମୋଟା ଡାଳ ଗୁଡ଼ିକ କାଟି ଆସୁଅଛି।କଣ୍ଟେନର ମାଲିକ ଏହି ବିଶାଳକାୟ ମେସିନ କୁ ରାଜରାସ୍ତାରେ ନେବା ପାଇଁ ଅନେକ ଗୁଣ୍ଡା ଏବଂ ଦଲାଲ ଶ୍ରେଣୀୟ ଲୋକଙ୍କୁ ରଖି ଦାଦାଗିରି ରେ ପାର୍ କରୁଥିବା ଚର୍ଚ୍ଚା ଜୋର ଧରିଛି।ଗଛ ଗୁଡ଼ିକର ବଡ଼ ବଡ଼ ଡାଳ କାଟି […]Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୨୦/୧୨: ବଲାଙ୍ଗିର ସହରର ପ୍ରଣବିନ୍ଦୁ ସର୍ବ ପୁରାତନ ଦେଉଲବନ୍ଧ ଏବଂ କରଙ୍ଗାକଟା ପୋଖରୀ ପଙ୍କ ରେ ପୋତି ହୋଇ ତାର ଅସ୍ତିତ୍ବ ହରାଇ ବସିଲାଣି।ପୁନଃରୁଦ୍ଧାର ହେବ ବୋଲି ପ୍ରକାଶ କରିଛନ୍ତି ବଲାଙ୍ଗିର ପୌରପରିଷଦ ନିର୍ବାହୀ ଅଧିକାରୀ।ସର୍ବ ପୁରାତନ ଏହି ଦୁଇଟି ପୋଖରୀ ବଲାଙ୍ଗିର ସହରର ପ୍ରାଣକେନ୍ଦ୍ର କହିଲେ କୌଣସି ଅତ୍ୟୁକ୍ତି ହେବ ନାହିଁ।ଏହାର ଜଳ କୁ ନିତ୍ୟ ବ୍ୟବହାର୍ଯ୍ୟ ଭାବେ ବ୍ୟବହାର Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୧୬/୧୨ : ସୋମବାର ପୂର୍ବାହ୍ନରେ ବଲାଙ୍ଗିର ପୌର ପରିଷଦର ଏକ ଦଳ ସରୋଜିନୀ ହୋଟେଲକୁ ଯାଇ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲେ।ଏହି ଦଳ ରେ ଏନଫୋର୍ସମେଣ୍ଟ ଅଫିସର ସହ ପୌର ପରିଷଦ ର ଇଞ୍ଜିନିୟରିଂ ଷ୍ଟାଫ୍ ଏବଂ ସାନିଟେସନ ଏକ୍ସପର୍ଟ ମଧ୍ୟ ସାମିଲ ଥିଲେ।ହୋଟେଲ କତୃପକ୍ଷ ହୋଟେଲ ସମ୍ପର୍କିତ କାଗଜାତ ଯାଞ୍ଚ ଦଳ ସମ୍ମୁଖରେ ଦାଖଲ କରିଥିଲେ।ହୋଟେଲ କତୃପକ୍ଷ ଙ୍କୁ ଫାୟାର ସେଫ୍ଟି ସାର୍ଟିଫିକେଟ ବିଷୟରେ ପଚାରିବାରୁ Continue Reading
Odisha News
ଲୋଇସିଂହା / ବଲାଙ୍ଗୀର,୨୬/୧୧: ବଲାଙ୍ଗୀର ଜିଲା ବେଲପଡା ବ୍ଲକ ମଣ୍ଡଳ ଗ୍ରାମରେ ମଙ୍ଗଳବାର ରାତିରେ ବରଯାତ୍ରୀ ଶୋଭାଯାତ୍ରା ବେଳେ ଏକ ଅଘଟଣ ଘଟିଛି। ପୁଅର ବରଯାତ୍ରୀ ଗାଡ଼ି ଧକ୍କାରେ ବାପାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ କନ୍ୟାଙ୍କ ମାଉସୀ ପୁଅ ଆହାତ ହୋଇଥିବା ଜଣାପଡିଛି। ଏହି ଅଘଟଣ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ମୃତକ ହେଲେ ଚୈତନ୍ୟ ବାଗ ।ସୂଚନାରୁ ପ୍ରକାଶ ଯେ,ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ତଥା ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଆମ୍ବପାଲି Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୧୩/୧୧ : ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟ ଶ୍ରୀ ପ୍ରିୟବ୍ରତ ସାମନ୍ତରାୟ ଏବଂ ଶ୍ରୀମତୀ ପ୍ରେମଶିଳା କେରକେଟା ତିନି ଦିନିଆ ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସିଛନ୍ତି।ସଦସ୍ୟ ମାନେ ଘୠଝଇ, ୨୦୧୩ ଅଧୀନରେ ଥିବା କାର୍ଯ୍ୟକ୍ରମ ଏବଂ ଓଡ଼ିଶା ରାଜ୍ୟ ଖାଦ୍ୟ ସୁରକ୍ଷା (TPDS) ନିୟମାବଳୀ,୨୦୨୦ ଏବଂ ଓଡ଼ିଶା ରାଜ୍ୟ ଖାଦ୍ୟ ସୁରକ୍ଷା(TPDS)ସଂଶୋଧନ ନିୟମାବଳୀ,୨୦୨୨ ର କାର‌୍ୟ୍ୟକାରିତାର ତଦାରଖ ଓ ସମୀକ୍ଷା Continue Reading
Odisha News
ଗୁରୁଦୟାଲ ହଂସଙ୍କ ରିପୋର୍ଟକଣ୍ଟାବାଞ୍ଜି,୧୨/୧୧ : ବଲାଙ୍ଗିର ଜିଲ୍ଲା କଣ୍ଟବାଞ୍ଜିଠାରେ ଗତ ଦୁଇ ବର୍ଷ ହେଲା ଉତ୍କଳ ବାଳାଶ୍ରମର କୋଠା ନିର୍ମାଣ ସରିଛି । ଏହା କଣ୍ଟାବାଞ୍ଜି- ବଙ୍ଗୋମୁଣ୍ଡା ରାଜ୍ୟ ରାଜପଥ ନଂ.୪୨ ରାସ୍ତା ପାଶ୍ୱର୍ କେ.ଭି.କଲେଜ ସମ୍ମୁଖରେ ନିର୍ମାଣ ହୋଇଛି । କୋଟି କୋଟି ଟଙ୍କା ବ୍ୟୟରେ ଏହି ଉତ୍କଳ ବାଳାଶ୍ରମ ନିର୍ମାଣ ହୋଇ ଦୁଇ ବର୍ଷ ହୋଇ ସାରିଛି । ହେଲେ ଏହା କାର୍ଯ୍ୟକ୍ଷମ ହୋଇନାହିଁ ।କାର୍ଯ୍ୟକ୍ଷମ ହୋଇ ନ ଥିବାରୁ କୋଠାଟି ଭୁତକୋଠି Continue Reading