Home Posts tagged ODISHA (Page 97)
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୨୪/୫ : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବାରଖାମା ଗୋଷ୍ଠୀ ସ୍ୱସ୍ଥ୍ୟକେନ୍ଦ୍ର ସଭାଗୃହ ଠାରେ ବାରଖମା ଏବଂ କ.ନୂଆଗାଁ ଦାୟିତ୍ୱ ରେ ଥିବା ଜିଲ୍ଲା ଭେକ୍ଟ ଭାଇଟା ନିୟନ୍ତ୍ରଣ ତଦାରଖ କାରୀ ସମୀର କୁମାର ପଟନାୟକ ଙ୍କ ନେତୃତ୍ୱରେ ଦିନିକିଆ ଏ ସି ଏମ ଛିଞ୍ଚାନ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି ।ବାରଖମା ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ର ଅଞ୍ଚଳର ଆଠ ଗୋଟି ଗ୍ରାମପଞ୍ଚାୟତର ମ୍ୟାଲେରିଆ ପ୍ରବଣ Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୨୪ା୫ : ନୟାଗଡ଼ ବିଜେଡି କାର‌୍ୟ୍ୟାଳୟଠାରେ ମହିଳା ଅଧିକାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଛାତ୍ର ବିଜେଡି ସଭାପତି ଇପସିତା ସାହୁ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ବିରଜା ଲକ୍ଷ୍ମୀ ସାହୁ ପ୍ରମୂଖ ଉପସ୍ଥିତ ରହିଥିଲେ ।କେନ୍ଦ୍ର ସରକାର ମହିଳା ସଂରକ୍ଷଣ ବିଲ୍ ଆଳରେ ଯୋଜନା ବଦ୍ଧ ଭାବେ ଷଡ଼ଯନ୍ତ୍ର କରିବା, Continue Reading
Odisha News
ଭୁବନେଶ୍ବର, ୨୪/୫: ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍ ଘଟଣା । ଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା ଟ୍ରକ୍ । ଧକ୍କା ଦେବା ପରେ ଅଟୋକୁ ଏନଏଚରେ ଘୋଷାଡ଼ି ନେଲା ଟ୍ରକ୍ । ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭରଙ୍କୁ ମାଡ଼ ମାରିଲେ ଉତ୍ୟକ୍ତ ଲୋକ । କଟକ-ପୁରୀ ବାଇପାସ୍ ରୋଡ୍ ପାଣ୍ଡରା ଛକ ନିକଟରେ ଘଟିଛି ଏଭଳି ଦୁର୍ଘଟଣା ।ସୂଚନାଯୋଗ୍ୟ ଯେ, । କଟକ-ପୁରୀ ବାଇପାସ୍ ରୋଡ୍ ପାଣ୍ଡରା ଛକ ନିକଟରେ ଏକ ଯାତ୍ରୀବାହୀ ଅଟୋ ଯାଉଥିବା […]Continue Reading
Odisha News
ଗଞ୍ଜାମ, ୨୪/୫ : ଗୋଟିଏ ପଟେ ମାଟ୍ରିକ୍ ପରୀକ୍ଷାରେ ସଫଳତାର ଖୁସି, ଅନ୍ୟପଟେ ଅକାଳ ମୃତ୍ୟୁର କରୁଣ ଅଧ୍ୟାୟ। ଗଞ୍ଜାମ ଜିଲ୍ଲାର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଅଙ୍କୁଲି ନୂଆବନ୍ଧ ଅଞ୍ଚଳରେ ଘଟିଥିବା ଏକ ଦୁଃଖଦ ଘଟଣା ସମଗ୍ର ଅଞ୍ଚଳକୁ ଶୋକାକୁଳ କରିଦେଇଛି। ମାଟ୍ରିକ୍ ପରୀକ୍ଷାରେ ନିକଟରେ ସଫଳତା ହାସଲ କରିଥିବା ଦୁଇ ଛାତ୍ର ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି।ମୃତ ଛାତ୍ର ଦୁଇଜଣ ହେଲେ ଗଜପତି ନଗରର ବିଶ୍ୱଜିତ ପଣ୍ଡା ଓ ଖୋଡ଼ାସିଙ୍ଗିର ଅଭିଜିତ ମାଣ୍ଡି। Continue Reading
Odisha News
ଭୁବନେଶ୍ୱର, ୨୪/୫: ସେଲ୍ଫି ନେବା ହେଲା କାଳ । ଟ୍ରେନ୍ ବଗି ଉପରେ ଜଳିଗଲେ ଯୁବକ । ଭୁବନେଶ୍ୱର ମଞ୍ଚେଶ୍ୱର ରେଳ ଷ୍ଟେସନରେ ଘଟିଛି ଏହି ଅଘଟଣ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।ଖବର ଅନୁଯାୟୀ, ଯୁବକ ଜଣକ ସେଲଫି ନେବା ପାଇଁ ବଗି ଉପରେ ଚଢ଼ିଥିଲେ। ଫଟୋ ଉଠାଉଥିଲା ବେଳେ ଯୁବକ ଜଣକ ଜଳିଯାଇଥିବା ଜଣାପଡିଛି। ଗୁରୁତର ଅବସ୍ଥାରେ ଯୁବକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଗୁରୁତର ଯୁବକ ଜଣକ ରାଜସ୍ଥାନର ବୋଲି ଜଣାପଡିଛି […]Continue Reading
Odisha News
ରାୟଗଡା, ୨୩/୫ : ପୁଣି ଅଶାନ୍ତ ହୋଇଛି ରାୟଗଡ଼ା ସହର। ନିଖିଲ ହାଡ଼ପାକୁ ଗୁଳି କରି ହତ୍ୟା ଘଟଣାରେ ଦୁଇ ଗୋଷ୍ଠୀ ମୁଁହାମୁହିଁ। ପ୍ରଥମେ ପିଟଲା ସାହି ଓ ରେଲି ସାହି ମଧ୍ୟରେ ବଚସା ଓ ମାରପିଟ ହୋଇଥିଲା।ଏହାପରେ ଉଭୟ ଗୋଷ୍ଠୀ ରାୟଗଡା ଥାନା ସମ୍ମୁଖରେ ମଧ୍ୟ ମାରପିଟ ହେବାର ଦୃଶ୍ୟ ସାମ୍ନାକୁ ଆସିଛି। ଏଥିରେ ୩ ଜଣଙ୍କୁ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଉଭୟ ଗୋଷ୍ଠୀର ସମସ୍ତେ ଆହତ ହୋଇଛନ୍ତି। ଗୁରୁତର ୩ ଜଣଙ୍କୁ […]Continue Reading
Odisha News
ଭଦ୍ରକ, ୨୨/୫ : ବନ୍ଧୁକ ମୁନରେ ଲୁଟ। ବେକରେ ମାରଣାସ୍ତ୍ର ଲଗାଇ ଘରୁ ଲୁଟିନେଲେ ୨୨ ଲକ୍ଷ ଟଙ୍କା ସମେତ ସୁନା ଅଳଙ୍କାର।ତେବେ ଏହି ଲୁଟ ଭଦ୍ରକ ଜିଲ୍ଲା ତଳାଙ୍ଗ କେନାଲ ବନ୍ଧ ନିକଟରେ ଘଟିଛି। ଡ଼କାୟତିରା ଶିକାର ହୋଇଛନ୍ତି ଉକ୍ତ ଅଞ୍ଚଳର ଗଙ୍ଗାଧର ମଲ୍ଲିକ।ଥାନାରେ ଅଭିଯୋଗ କଲେ ଗଙ୍ଗାଧର। ଅଭିଯୋଗକୁ ଆଧାର କରି ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉକ୍ତ ଅଞ୍ଚଳରେ ଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ସହ ତଦନ୍ତ ଜାରି ରଖିଛି। ତେବେ ଆଜି […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୩/୫ : ଖୋରଧା ଜିଲ୍ଲା ସ୍କାଉଟ୍ସ ଗାଇଡ୍ସ ର ସଫଳତା ପାଇଁ ଖୋରଧା “ଶ୍ରେଷ୍ଠ ଜିଲ୍ଲା କ୍ୟାମ୍ପୋରୀ ସମ୍ମାନ-୨୦୨୫” ମାନ୍ୟବର ମନ୍ତ୍ରୀ ଗଣଶିକ୍ଷା ବିଭାଗ ନିତ୍ୟାନନ୍ଦ ଗଣ୍ଡ, ମହାମହିମ ରାଜ୍ୟପାଳ ଡ଼. ହରିବାବୁ କାମ୍ଭମପତିଙ୍କ ଠାରୁ ଖୋରଧା ଜିଲ୍ଲା ଶିକ୍ଷାଧିକାରୀ ସୋନାମିକା ରାୟ, ଜିଲ୍ଲା ସମ୍ପାଦକ ସୁଧାକର ମହାପାତ୍ର ଏବଂ ବି.ଜେ.ବି. ହାଇସ୍କୁଲର ପ୍ରଧାନଶିକ୍ଷକ ତଥା ଜିଲ୍ଲା ସ୍କାଉଟ କମିଶନର ବିଭୁପ୍ରସାଦ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୨/୫ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଗୁରାଣ୍ଡି ସ୍ଥିତ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ରୋଗୀ କଲ୍ୟାଣ ସମିତିର ଏକ ସାଧାରଣ ବୈଠକ କାର୍ଯ୍ୟକ୍ରମ ଆଜି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରର ସମ୍ମିଳନୀ କକ୍ଷ ଠାରେ ସମିତିର ସଦସ୍ୟ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକ ରେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ଯୋଗ ଦେଇଥିଲେ ।ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୨/୫: ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଭୁବନେଶ୍ୱର ସ୍କୁଲ ଅଫ୍ ଇନଫ୍ରାଷ୍ଟକ୍ଚର ପକ୍ଷରୁ ହାଇବ୍ରିଡ୍ ମୋଡ୍‌ରେ ଲିଗାସି ଅପବ୍ୟବସ୍ତୁର ଲ୍ୟାଣ୍ଡଫିଲ୍ ମାଇନିଂ (ଭୂ-ପରିବେଶ-୨୦୨୬) ଉପରେ ଦୁଇ ଦିନିଆ ଅନ୍ତର୍ଜାତୀୟ କର୍ମଶାଳା ଉଦଘାଟନ କରାଯାଇଥିଲା।ଏହି କର୍ମଶାଳାର ଲକ୍ଷ୍ୟ ଲ୍ୟାଣ୍ଡଫିଲ୍ ମାଇନିଂ ଏବଂ ବାୟୋମାଇନିଂ ପଦକ୍ଷେପ ମାଧ୍ୟମରେ ଲିଗାସି ଅପବ୍ୟବସ୍ତୁ ଡମ୍ପସାଇଟ୍ ଗୁଡ଼ିକର ପ୍ରତିକାର Continue Reading