ଭୁବନେଶ୍ୱର, ୨୪/୩ : ରାଜଧାନୀର ପ୍ରମୁଖ ସରକାରୀ ଚିକିତ୍ସାଳୟ କ୍ୟାପିଟାଲ ହସ୍ପିଟାଲରେ ପୁଣିଥରେ ଚରମ ଅବହେଳା ଅଭିଯୋଗ ସାମ୍ନାକୁ ଆସିଛି। ଭୁଲ୍ ଇଞ୍ଜେକ୍ସନ ଦେବାରୁ ଜଣେ ୧୧ ବର୍ଷୀୟ ନାବାଳକ ସାଇଙ୍କ ମୃତ୍ୟୁ ଘଟିଥିବା ଭଳି ସାଂଘାତିକ ଅଭିଯୋଗ ଆସିଛି।ଏନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଛି।ଖୋର୍ଦ୍ଧା ଜିଲ୍ଲାର ଚାନ୍ଦପୁରରୁ ଆସିଥିବା ପରିବାର ଲୋକେ ହସ୍ପିଟାଲ ସମ୍ମୁଖରେ ଭୟଙ୍କର ହଙ୍ଗାମା କରିଥିବା ବେଳେ, କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା Continue Reading




