ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧/୫ : ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେଣ୍ଟର୍ ଫର୍ କମୁନିଟି ଡେଭଲପ୍ମେଣ୍ଟ (ସି ସି ଡି) ଏବଂ ଫ୍ୟାମିଲି ଫୋକସ୍ଡ୍ ଭିଲେଜ୍ ଡେଭଲପ୍ମେଣ୍ଟ ପ୍ରୋଗ୍ରାମ (ଏଫ୍ ଏଫ୍ ଭି ଡି ପି) ପକ୍ଷରୁ ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ଜୀରାଙ୍ଗ ସ୍ଥିତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ଉତ୍ସାହର ସହିତ ପାଳିତ ହୋଇଯାଇଛି ।ଏହି ଅବସରରେ ଦେଶ ନିର୍ମାଣରେ ଅବଦାନ ରଖୁଥିବା ୧୩୮ ଜଣ ଅସଂଗଠିତ Continue Reading




