Home Posts tagged ODISHA (Page 7)
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୫/୩ : ବୌଦ୍ଧ ବ୍ଲକ ଟିକରପଡା ପଂଚାୟତ ଗୁଢ଼ୀଆଳି ଗ୍ରାମର ନନ୍ଦିନୀ ଦେହୁରୀ ମା ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ ହୋଇଥିଲେ ।ଏହା ସହ ନିଜେ ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା କରିବା ସହ ସ୍ୱାମୀ ଦୁର୍ଲଭ ମଳିକଙ୍କ ନାମରେ ମଧ୍ୟ୍ୟ ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା କରିଥିଲେ ।ଏଥିରେ ଟଙ୍କା ସ୍ୱାମୀଙ୍କ ଅକାଳ ମୃତ୍ୟୁ ହୋଇ ଯାଇଥିଲା । ବଘିଆପଡା ଭାରତୀୟ ଷ୍ଟେଟ ବ୍ୟାଙ୍କରେ ବ୍ୟାଙ୍କ […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୫/୩ : ରାଜ୍ୟ ସରକାରଙ୍କ ‘ନିପୁଣ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସାରା ରାଜ୍ୟରେ ଉତ୍ସାହ ଦେଖାଦେଇଛି।ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ପକ୍ଷରୁ ମିଳିତ ଭାବେ ଏକ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଓ ମୁଖ୍ୟମନ୍ତ୍ରୀଙ୍କ ଆସିଥିବା ନିମନ୍ତ୍ରଣ ପତ୍ର ବଣ୍ଟନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ Continue Reading
Business News
By Tapaswini Sahoo Bhubaneswar, Mar 25 : GS Marketing AssociatesandThe Odisha Developers Federation (ODFED) has announced the launch ofthe 19th India International Mega Trade Fair (IIMTF) and Home & Décor Expo, Bhubaneswar 2026, scheduled to be held from March 27 to April 4, 2026, at the IDCO Exhibition Ground, Unit-3, Bhubaneswar. The Exhibition shall be […]Continue Reading
Odisha News
ଭୁବନେଶ୍ବର,୨୫/୩ : ଚର୍ଚ୍ଚାର ଅନ୍ତ ଘଟିଲା । ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ । କିଛି ଦିନ ହେବ ସେମାନେ ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଆଜି ଦେବୀ ମିଶ୍ର ଓ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ସେମାନେ ଦଳରେ ସାମିଲ ହୋଇଛନ୍ତି । ବାଲେଶ୍ଵର ଜିଲାର ରାଜନୀତିରେ ଏବେ ନୂଆ ସମୀକରଣ ହେବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି ।ରଘୁନାଥ ମହାନ୍ତି ଶେଷ ଥର ପାଇଁ […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୫/୩ : ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଆଜି ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାର ସମ୍ପର୍କିତ ଦୁଇ ଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଆଜି ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମୁନୀନ୍ଦ୍ର ହୋନନାଗାଙ୍କ ଅଧ୍ୟକ୍ଷତାରେ ଶୁଭ ଉଦଘାଟନ ହୋଇଯାଇଛି।ଏହି ଦୁଇ ଦିନିଆ ପ୍ରଶିକ୍ଷଣ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୫/୩ : ମଡେଲ ଡିଗ୍ରି କଲେଜ, ବୌଦ୍ଧରେ ଆଜି ଏକ ମାନସିକ ସ୍ୱାସ୍ଥ୍ୟ ସଚେତନତା ଏବଂ ଆତ୍ମହତ୍ୟା ପ୍ରତିରୋଧ ଶିବିର ଅନୁଷ୍ଠିତ ହୋଇଛି।ଏହି ଶିବିରରେ କଲେଜର ଅଧ୍ୟକ୍ଷ ଶ୍ରୀ ରବୀନ୍ଦ୍ର କୁମାର ସାହୁ ସଭାପତିତ୍ୱ କରିଥିଲେ ଏବଂ ଆତ୍ମହତ୍ୟା ସମସ୍ୟାର ସମାଧାନ ନୁହେଁ ବୋଲି ପରାମର୍ଶ ଦେଇଥିଲେ।କଲେଜ ପ୍ରଶାସନିକ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ମେହେର ଏହି ଶିବିରକୁ ପରିଚାଳନା କରିଥିଲେ। ବିଷୟ ବିଶେଷଜ୍ଞ ଭାବେ ଡିଏସ୍ଆର୍ସି Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୫/୩ : ପୂର୍ବତନ ବିଧାୟକ ଜ୍ୟୋତିନ୍ଦ୍ର ନାଥ ମିତ୍ରଙ୍କ ବଡ଼ ଭାଇ ତଥା ପୂର୍ବତନ ଦୁର୍ଗପତି ,ପୋଲିସ ଟ୍ରେନିଂ କଲେଜର ଅଧ୍ୟକ୍ଷ ଖୋରଧା କ୍ଲବର ବରିଷ୍ଠ ସଂଗ୍ରାମୀ ସଦସ୍ୟ ଅରବିନ୍ଦ ମିତ୍ରଙ୍କ(୭୯) ବୟସରେ ରବିବାର ରାତିରେ ପରଲୋକ ହୋଇଯାଇଛି। ଖୋରଧା କ୍ଳବ ପକ୍ଷରୁ ଏହି ଉପଲକ୍ଷେ ଏକ ଶୋକ ସଭାର ଆୟୋଜନ କରାଯାଇଥିଲା।କ୍ଲବର ବରିଷ୍ଠ ସଦସ୍ୟ ତଥା ଅଧିବକ୍ତା ପ୍ରଫୁଲ୍ଲ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶୋକସଭାରେ Continue Reading
Odisha News
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ୱର, ୨୪/୩ : ଓଡ଼ିଶା ଅବକାରୀ ରିପୋର୍ଟ ୨୦୨୫ ଦେଖିଲେ ଜଣାପଡ଼େ ଦେଶୀ ମଦ (ମହୁଲି) ବିକ୍ରିରେ ସର୍ବାଧିକ ଜିଲ୍ଲାରେ ସୁନ୍ଦରଗଡ଼ ପ୍ରଥମ , ମୟୁରଭଞ୍ଜ ଦ୍ୱିତୀୟ ଏବଂ ବାଲେଶ୍ୱର ତୃତୀୟ । ମାତ୍ର ଯଦି କୌଣସି ଶିକ୍ଷିତ ବ୍ୟକ୍ତି ବାସ୍ତବରେ ଅନୁଧ୍ୟାନ କରିବେ ସୁନ୍ଦରଗଡ଼କୁ ପଛରେ ପକାଇ ବାଲେଶ୍ୱର ପ୍ରଥମ ହେବ ।ବର୍ତ୍ତମାନ ବାଲେଶ୍ୱରରେ ଦେଶୀ ମଦ (ଆଇଡ଼ି ଲିକ୍ୟୁର)ଏତେ ମାତ୍ରାରେ ବିକ୍ରି ହେବା ସଙ୍ଗେ ସଙ୍ଗେ ଓଡ଼଼ି଼ିଶାର ପ୍ରଥମ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୪/୩ : ଜିଲ୍ଲା ପୁଲିସ ପକ୍ଷରୁ ୫ଦିନ ବ୍ୟାପୀ ଚାଲିଥିବା ସାଇବର ସଚେତନ୍‌ତା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ଜିଲ୍ଲା ପୁଲିସ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଶିବିରରେ ଜିଲ୍ଲାର ସମସ୍ତ ପୁଲିସ ଅଧିକାରୀ ଯୋଗଦେଇ ସାଇବର ଅପରାଧ ସମ୍ପର୍କରେ ବିଶେଷଜ୍ଞଙ୍କ ଠାରୁ ବିଭିନ୍ନ ଦିଗ ବିଷୟରେ ଜାଣିବାକୁ ପାଇଥିଲେ।ଶିବିରରେ ସାଇବର ଅପରାଧ, ଏହାର ପରିଭାଷା, ଧାରା, ତଦନ୍ତ ପ୍ରକ୍ରିୟା ଏବଂ ତଥ୍ୟ ସଂଗ୍ରହ ଉପରେ Continue Reading