Home Posts tagged ODISHA (Page 63)
Top Stories
By Sukant Mohanty Bhubaneswar, Oct. 26: The India Meteorological Department (IMD) has issued an alert for Odisha as the deep depression over the Bay of Bengal is likely to intensify into Cyclone Montha within the next 24 hours and further strengthen into a severe cyclonic storm by October 28. IMD Bhubaneswar director Manorama Mohanty said […]Continue Reading
Odisha News
ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟରାୟଗଡ଼ା/ ଚନ୍ଦ୍ରପୁର,୨୬/୧୦ : ରାୟଗଡ଼ା ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ଟୁରିଗୁଡ଼ା ଗ୍ରାମ ପଞ୍ଚାୟତ ଅଧୀନ ଡେଲାପଡ଼ା ଗ୍ରାମ ଠାରେ ସକାଳ ୬ଘଣ୍ଟା ଠାରୁ ରାତ୍ର ୯ଘଣ୍ଟା ପର୍ଯ୍ୟନ୍ତ କଳସ ଯାତ୍ରା, ନଗର କୀର୍ତ୍ତନ, ଏକ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ, ୧୦୦୮ଦ୍ଵୀପ ପ୍ରଜ୍ଵଳନ କରାଜୀବ ।ଗ୍ରାମର ସମସ୍ତ ଆବାଳ ବୃଦ୍ଧ ବନିତା ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ପବିତ୍ର ଶୈବ ପୀଠର ବାବା ସ୍ବାମୀ Continue Reading
Odisha News
ଢେଙ୍କାନାଳ , ୨୬/୧୦ : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ପଞ୍ଚାୟତ କଟରାପଡ଼ା ଗ୍ରାମରେ ନକଲି ବିଦେଶୀ ମଦ କାରଖାନା ଠାବ ହୋଇଛି। ଅବକାରୀ ବିଭାଗ ପକ୍ଷରୁ ଏହି ମଦ ପ୍ରସ୍ତୁତି କାରଖାନାରେ ଚଢ଼ାଉ କରାଯାଇଛି।ଚଢ଼ାଉ ବେଳେ ପ୍ରସ୍ତୁତ ହୋଇ ରହିଥିବା ବିଭିନ୍ନ ବ୍ରାଣ୍ଡର ବିପୁଳ ପରିମାଣର ନକଲି ମଦ, ପ୍ୟାକିଙ୍ଗରେ ବ୍ୟବହୃତ ଷ୍ଟିକର, ମେସିନ, ଖାଲି ବୋତଲ, ସ୍ପିରିଟ ଆଦି ଜବତ କରାଯାଇଛି। ପ୍ରାୟ ୩୦ ଲକ୍ଷ ଟଙ୍କାର ମଦ, ମଦ ତିଆରି ମେଶିନ, […]Continue Reading
Odisha News
ରାୟପୁର/ମାଲକାନଗିରି,୨୬/୧୦ : ଛତିଶଗଡ଼ରେ ଆତ୍ମସମର୍ପଣ କରିଛନ୍ତି ୨୧ କ୍ୟାଡର୍ ମାଓବାଦୀ। ୧୩ ମହିଳାଙ୍କ ସହ ୮ ପୁରୁଷ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।ଯେଉଁମାନେ ସମସ୍ତେ ସଶସ୍ତ୍ର ସଂଘର୍ଷର ପଥ ପରିତ୍ୟାଗ କରି ଶାନ୍ତି ଏବଂ ପ୍ରଗତିକୁ ଗ୍ରହଣ କରିବାକୁ ଚାହୁଁଥିଲେ। ସେମାନଙ୍କ ନିକଟରୁ ୩ AK-୪୭, ୪ SLR, ୨ ଇନ୍‌ସାସ, ୬ଟି ଥ୍ରୀ ନଟ୍ ଥ୍ରୀ ରାଇଫଲ ଜବତ ହୋଇଛି।ବସ୍ତର ରେଞ୍ଜ ପୋଲିସ ଅନୁଯାୟୀ, ଆତ୍ମସମର୍ପଣ କରିଥିବା କ୍ୟାଡରମାନେ କେଶକାଲ ଡିଭିଜନ (ସିପିଆଇ Continue Reading
Odisha News
ଓଡ଼଼ିଶା, ୨୬/୧୦ : ମାଡି ଆସୁଛି ସାମୁଦ୍ରିକ ଝଡ ମୋନ୍ଥା। ଏହାର ପ୍ରଭାବରେ ୨୮ ଏବଂ ୨୯ ତାରିଖରେ ସାରା ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୮ ତାରିଖରେ ମାଲକାନଗିରି ଓ କୋରାପୁଟ, ରାୟଗଡା, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।ତେବେ ସମ୍ଭାବ୍ୟ ବାତ୍ୟା ମୋନ୍ଥାର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ଗଜପତି ଜିଲ୍ଲା ପ୍ରଶାସନ। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ Continue Reading
Odisha News
ଭୁବନେଶ୍ୱର, ୨୬/୧୦ : ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’କୁ ନେଇ ଏବେ ସଜାଗ ହୋଇଛନ୍ତି ରାଜ୍ୟ ସରକାର । ବାତ୍ୟା ନେଇ ସମସ୍ତ ପ୍ରସ୍ତୁତି ହୋଇଥିବା ବେଳେ ଆର୍ଲଟରେ ରହିଛି ସବୁ ବିଭାଗ ।ସମ୍ଭାବ୍ୟ ବାତ୍ୟାକୁ ନେଇ ୭ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ ହୋଇଛି। ବାଲେଶ୍ୱରରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହେବା ପର୍ଯ୍ୟନ୍ତ ଛୁଟି ବାତିଲ୍। ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରିଛନ୍ତି ବାଲେଶ୍ବର ଜିଲ୍ଲାପାଳ।ଗଞ୍ଜାମରେ ୨୫ରୁ ୩୦ ଛୁଟି Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୬/୧୦ : ଶନିବାର ଦିନ ୨ ଘଣ୍ଟା ସମୟରେ ହରଭଙ୍ଗା ବ୍ଲକ ଆଡେଣୀଗଡ ପଞ୍ଚାୟତର ଦୁର୍ଗମ କାଚପାଜୁ ଗ୍ରାମକୁ ବାଇକ ଯୋଗେ ଯାଇ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ଲୋକଙ୍କ ସମସ୍ୟା ବୁଝିଥିବା ଦେଖିବାକୁ ମିଳିଥିଲା ।ଗତକାଲି କାଚପାଜୁ ଗ୍ରାମର ଦୁତୀଆ ବେହେରାଙ୍କ ପତ୍ନୀ ସୁନାମତୀଙ୍କ ଆଡେଣୀଗଡ ଡାକ୍ତର ଖାନାରେ ମୃତ୍ୟୁ ହେବା ପରେ ରାସ୍ତା ସମସ୍ୟା ଯୋଗୁଁ ମହା ପ୍ରୟାଣ ଗାଡି ଯାଇ ନ ପାରିବାରୁ ବାଇକରେ ମୃତଦେହ ନିଆ ଯାଇଥିବା […]Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୨୫/୧୦: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ସ୍ଥିତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ଟାଟା ଷ୍ଟିଲ, ମେରାମଣ୍ଡଳି ଏବଂ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଅଧିନସ୍ଥ ପଠାଣି ସାମନ୍ତ ପ୍ଲାନେଟରିୟମ, ଭୁବନେଶ୍ବର ତରଫରୁ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ସାହୁଙ୍କ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୨୫/୧୦ : ଭାରତୀୟ ପାଣିପାଗ ସୂଚନା ଅନୁଯାୟୀ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୨୫ ତାରିଖ ଅବପାତ ଓ ୨୬ ତାରିଖରେ ଗଭୀର ଅବପାତ ରୂପ ନେଇ ଆସନ୍ତା ଅକ୍ଟୋବର ୨୭ ତାରିଖରେ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି ।ଏହା ଦ୍ଵାରା ଖୋର୍ଦ୍ଧା ଜିଲ୍ଲାରେ ଏହାର ପ୍ରଭାବ ରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଅଛି ।ଏହି ପରି ପ୍ରେକ୍ଷୀରେ ଜିଲ୍ଲାପାଳ ଶ୍ରୀ ଆମ୍ରିତ୍ ଋତୁରାଜ […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୫/୧୦ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି କ୍ୟାମ୍ପସ ସ୍ଥିତ ସେଞ୍ଚୁରିଆନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ମ୍ୟାନେଜମେଣ୍ଟର ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି (ସୋଏଟ) ଦ୍ୱାରା ସୃଜନଶୀଳତା , ନବସୃଜନ ଏବଂ ପ୍ରତିଯୋଗିତାର ଏକ ଦୁଇ ଦିନିଆ ” “ଟେକ୍-ଉତ୍ସବ ୨୦୨୫” ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ “ଯେଉଁଠାରେ ଟେକ୍ନୋଲୋଜି ସୃଜନଶୀଳତାକୁ Continue Reading