Home Posts tagged ODISHA (Page 59)
Odisha News
ପୁରୀ, ୩୧/୫ : ବିଗତ କିଛି ଦିନ ହେଲା ଓଡ଼ିଶା ପୁଲିସ କୁଖ୍ୟାତ ଅପରାଧୀଙ୍କ ବିରୋଧରେ ବଡ଼ଧରଣର ଅଭିଯାନ ଚଳାଇଛି। ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତାରେ ପୋଲିସ କର୍ମଚାରୀ ସୌମ୍ୟରଂଜନଙ୍କୁ ପିଟିପିଟି ମାରିଦେବା ପରେ ପୋଲିସ ଆକ୍ସନ ମୁଡ଼‌କୁ ଆସିଛି। ଗଂଜାମ, ସମ୍ବଲପୁର ଏବଂ ଝାରସୁଗୁଡ଼ା ପରେ ପୋଲିସ ପୁରୀରେ ଅଭିଯାନ ଚଳାଇଛି। ଏହି କ୍ରମରେ ପୁରୀ ପୋଲିସ ଗତକାଲି ରାତିରେ ଜଣେ କୁଖ୍ୟାତ ଅପରାଧୀର ବିରୋଧରେ କଡ଼ା କାର‌୍ୟ୍ୟାନୁଷ୍ଠାନ ନେଇଛି।ବାସେଳୀ ସାହି ଥାନା Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୩୦/୫ : ବୌଦ୍ଧ ଜିଲ୍ଲାରେ ପୋଷଣ ଅଭିଯାନର ଅଗ୍ରଗତି, ସୁଭଦ୍ରା ଯୋଜନା, ମମତା ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ସମ୍ପର୍କରେ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି।ବୈଠକରେ ଉପ-ଜିଲ୍ଲାପାଳ ବିନୟ କୁମାର ଭୋଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସାଗରିକା ଦତ୍ତ, ପ୍ରୋଗ୍ରାମ ଅଫିସର ରୀନା ମହାନ୍ତି, Continue Reading
Odisha News
ଭୁବନେଶ୍ୱର,୩୦/୫: ଆୟୂଷ୍ମାନ କାର୍ଡକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ବଡ଼ ସୂଚନା ଦେଇଛନ୍ତି। ଆଡମିଟ ପୂର୍ବରୁ ଆୟୂଷ୍ମାନ କାର୍ଡରେ ସବୁ ମେଡିକାଲ ପରୀକ୍ଷା କରାଯିବ।ରୋଗୀ ହସ୍ପିଟାଲରେ ଆଡମିଟ୍ ହେବାର ୩ ଦିନ ପୂର୍ବରୁ କାର୍ଡରେ ପରୀକ୍ଷା ହେବ। ୩ ଦିନ ପୂର୍ବରୁ ଯାହା ସବୁ ଟେଷ୍ଟ ହେବ ତାହା ଆୟୂଷ୍ମାନ ପ୍ୟାକେଜରେ ରହିବ। ଗାଇଡ୍‌ଲାଇନ୍ ନ ମାନିଲେ ହସ୍ପିଟାଲ ବିରୋଧରେ କଡ଼ା ଆକ୍ସନ ନିଆଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଚେତାବନୀ ଦେଇଛନ୍ତି।Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୩୦/୫ : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଚଳିତ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର)-୨୦୨୬ ସଚେତନତାରଥ ଶୁଭାରମ୍ଭ କରି ଜିଲ୍ଲାର ସମସ୍ତ ଜନସାଧାରଣ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ ସାମିଲ ହୋଇ ନିର୍ଭୁଲ ଭୋଟର ତାଲିକା ପ୍ରକାଶନରେ ବଳିଷ୍ଠ ସହଯୋଗ ପ୍ରଦାନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।ସଚେତନତା ରଥ ଶୁଭାରମ୍ଭରେ ଅତିରିକ୍ତ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୯/୫: ବୌଦ୍ଧ ଜିଲ୍ଲାରେ ସ୍ଵତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ-ଜିଲ୍ଲାପାଳ ବିନୟ କୁମାର ଭୋଇ, Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୯/୫ : ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ଏକ ଅଗ୍ରଣୀ ସ୍ୱଚ୍ଛ ଶକ୍ତି-କେନ୍ଦ୍ରିତ ଶିକ୍ଷା ଏବଂ ଦକ୍ଷତା ପ୍ଲାଟଫର୍ମ, ଇଭିଆକାଡ଼ ସହିତ ରଣନୈତିକ ସହଯୋଗରେ ବିକଶିତ ବୈଦ୍ୟୁତିକ ଯାନ (ଇଭି) ପ୍ରଯୁକ୍ତିବିଦ୍ୟାରେ ବ୍ଲେଣ୍ଡେଡ-ମୋଡ୍ ଏମ.ଟେକ୍ କାର୍ଯ୍ୟକ୍ରମ ଆରମ୍ଭ କରିବାର ଘୋଷଣା କରିଛି।ବୃତ୍ତିଗତ ମାନଙ୍କୁ ସେମାନଙ୍କ କ୍ୟାରିଅର ଜାରି ରଖିବା ସହିତ ଇଭି ସିଷ୍ଟମ, ବ୍ୟାଟେରୀ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୯/୫ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସ୍ଥିତ ଗୁଣ୍ଡିଚା ବାଡ଼ି ପଡିଆ ଠାରେ ଆଜି ଗଜପତି ଜିଲ୍ଲାର ଓଡ଼ିଶା ଗ୍ରାମୀଣ ବିକାଶ ଏବଂ ମାର୍କେଟିଙ୍ଗ ସୋସାଇଟି (ଓରମାସ) ପକ୍ଷରୁ ୭ ଦିନ ଧରି ତଥା ସପ୍ତାହ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ “ଆମ୍ବ ମେଳା ଓ ଗାଁ ଆମ୍ବ ପସରା-୨୦୨୬ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ପାରଳା ବିଧାୟକ ଶ୍ରୀ ରୂପେଶ କୁମାର Continue Reading
Odisha News
ଭୁବନେଶ୍ୱର, ୨୯/୫: ଆସନ୍ତାକାଲିଠାରୁ ଓଡ଼ିଶା ସମେତ ୧୬ଟି ରାଜ୍ୟରେ ଏସ୍ଆଇଆର୍ ଆରମ୍ଭ ହେବ । ଓଡ଼ିଶାରେ ମେ ୩୦ରୁ ଏସ୍ଆଇଆର୍ ଆରମ୍ଭ ହେବ । ଏଥିରେ ୪୫ ହଜାରରୁ ଉର୍ଦ୍ଧ୍ୱ ବ୍ଲକ୍ ସ୍ତରୀୟ ଅଧିକାରୀ ବା ବିଏଲ୍ଓ ନିଯୁକ୍ତ ହେବେ । ଏହା ପୂର୍ବରୁ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀ ଜରିଆରେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍ ଗୋପାଳନ ।ଏସ୍ଆଇଆର୍ ପ୍ରକ୍ରିୟାରେ ତାଲିମପ୍ରାପ୍ତ ୪୫, ୨୨୫ ବିଏଲ୍ଓ ନିଯୁକ୍ତ ହେବେ । […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୯/୫ : ଜିଲ୍ଲାରେ ଚାଲୁଥିବା ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଅଭିଯାନ (Special Intensive Revision – SIR) ପରିପ୍ରେକ୍ଷୀରେ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ କଲେକ୍ଟରେଟ ପରିସରରେ ଏକ “ଭୋଟର ହେଲ୍ପଡେସ୍କ” ସ୍ଥାପନ କରାଯାଇଛି।ଜିଲ୍ଲାର ସମସ୍ତ ଯୋଗ୍ୟ ଭୋଟରମାନଙ୍କୁ ନିଜ ଭୋଟର ତଥ୍ୟ ଯାଞ୍ଚ ଓ ସଂଶୋଧନ କାର୍ଯ୍ୟରେ ସକ୍ରିୟ ଭାଗ ନେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଛି।ସୁସ୍ଥ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା , ୨୯/୫: ଭାଲିଆବାଡ଼ି ଗ୍ରାମର ଅର୍ଜିତ ହରିଚନ୍ଦନ -୨୦୨୫ ମସିହାରେ ଅନୁଷ୍ଠିତ ଓଡ଼ିଶା ପ୍ରାଶାସନିକ ସେବାରେ କୃତିତ୍ୱର ସହିତ ୨୫ ତମ ସ୍ଥାନରେ ରହି ସଫଳତା ପାଇଛନ୍ତି ।ସେ କୌଣସି କୋଚିଂ ନ ନେଇ ଅନଲାଇନ ମାଧ୍ୟମରେ ଶିକ୍ଷାଦାନ କରି ତୃତୀୟ ପ୍ରଚେଷ୍ଟାରେ ଏହି ସଫଳତା ପାଇଛନ୍ତି କ୍ଷ ଅର୍ଜିତ ତାଙ୍କର ପ୍ରାଥମିକ ଶିକ୍ଷା ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷାଦାନ ଆରମ୍ଭ କରି Continue Reading