କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୫/୭ : ଅବୈଧ ମାଦକ କାରବାର ବିରୋଧରେ ବୌଦ୍ଧ ଜିଲ୍ଲା ପୋଲିସର ଅଭିଯାନକୁ ଆଉ ଏକ ବଡ଼ ସଫଳତା ମିଳିଛି। ଗତ ଜୁନ୍ ମାସରେ ‘ଅପରେସନ୍ ଦହନ’ ଅନ୍ତର୍ଗତ ଜିଲ୍ଲା ପୋଲିସ ୯୭ଟି ଏନ୍ଡିପିଏସ୍ ମାମଲାରେ ଜବତ ହୋଇଥିବା ୩୭,୪୮୪ କିଲୋଗ୍ରାମ ୮୮୫ ଗ୍ରାମ ଗଞ୍ଜେଇକୁ ସମସ୍ତ ଆଇନଗତ ପ୍ରକ୍ରିୟା ପାଳନ କରି ସଫଳତାର ସହ ଧ୍ୱଂସ କରିଛି।ଏନ୍ଡିପିଏସ୍ ଆଇନର ଧାରା ୫୨ଏ ଅନୁଯାୟୀ ଆବଶ୍ୟକ ପ୍ରମାଣପତ୍ର ସଂଗ୍ରହ କରାଯିବା ପରେ ସ୍ୱଚ୍ଛ […]Continue Reading




