BY AKSHYA ROUT JAJPUR,MAR 17: After the election schedule for 2024 was announced on Saturday, Dharmasala Block Development Officer Debendra Prasad Bal has launched a drive to remove political hoardings in the areas under his jurisdiction.Continue Reading
ବାରିପଦା, ୧୭/୩: ଅଫିମ ଚାଷର ହବ୍ ପାଲଟିଛି ଶିମିଳିପାଳ ଅଭୟାରଣ୍ୟ। ଏକର ଏକର ଜମିରେ ଚାଲିଛି କୋଟି କୋଟି ଟଙ୍କାର ଅଫିମ ଚାଷ। ଅଭୟାରଣ୍ୟର କୋର୍ ଅଞ୍ଚଳରେ ବର୍ଷ ବର୍ଷ ଧରି ଚାଲିଥିବା ନିଶାଦ୍ରବ୍ୟର ଏହି ଫସଲ ବିଷୟରେ ଜାଣିବା ପରେ ୩ କୋଟି ଟଙ୍କାର ଅଫିମ ନଷ୍ଟ କରିଛି ପୁଲିସ।ଅଭୟାରଣ୍ୟର ଆଭ୍ୟନ୍ତରୀଣ ଅଞ୍ଚଳ, ଯଶିପୁର ଥାନା ଫୁଲବାଡ଼ି ଓ ଜୋଜଗୁଡ଼ା ଗାଁରେ ରେଡ୍ କରି ଅଫିମ ଚାଷକୁ ନଷ୍ଟ କରିଛି ପୁଲିସ, ଅବକାରୀ ଓ ବନ […]Continue Reading
ପୁରୀ, ୧୬/୩: ପୁରୀରେ ପୁଣି ବୋମାମାଡ଼। ବାଲିଘାଟ ନିକଟ ଭୁଦାନ ଛକରେ ବୋମାମାଡ଼ ହୋଇଛି । ସୁବ୍ରତ କୁମାର ଦୀକ୍ଷିତଙ୍କ ଗାଡ଼ି ୱାର୍କସପ୍ ଉପରକୁ ବୋମାମାଡ଼ କରାଯାଇଛି। ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ବୋମାମାଡ଼ କରିଥିବା ସୂଚନା ମିଳିଛି। ୱାର୍କସପରେ କାମ କରୁଥିବା ଚାରିଜଣ କର୍ମଚାରୀ ଗୁରୁତର ହୋଇଛନ୍ତି। ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଳବଣିଆ ପୁଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି ।Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୬/୩ : ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନନ କର ଦିନିକିଆ ବୌଦ୍ଧଜିଲା ଗସ୍ତରେ ଆସି ଆଜି ସନ୍ଧ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହଠାରେ ଆଗାମୀ ସାଧାରଣ ନିର୍ବାଚନ ୨୦୨୪ ର ସୁପରିଚାଳନା ନିମନ୍ତେ ବୌଦ୍ଧ ଜିଲ୍ଲା ପ୍ରଶାସନ ଏବଂ ପୁଲିସ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସମୀକ୍ଷା କରିଥିଲେ ।ଖୁବଶିଘ୍ର ନିର୍ବାଚନ ତାରିଖ ଘୋଷଣା ହେବାକୁ ଥିବାବେଳେ ବୌଦ୍ଧଜିଲ୍ଲାରେ ପ୍ରସ୍ତୁତି Continue Reading
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୫/୩: ନୟାଗଡ଼ରେ ବିଜେପି ତରଫରୁ ରାଣୀ ପ୍ରତ୍ୟୁଷା ଏବଂ ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ଅଜି ଏକ ବିଶାଳ ବାଇକ ରୋଡ଼ସୋ। ନୟାଗଡ଼ ଘଡୁଆଳ ପେଟ୍ରୋଲ ପମ୍ପ ଠାରୁ ବାହାରି ନୟାଗଡ଼ ମୁଖ୍ୟ ରାସ୍ତା ଦେଇ ଚଣ୍ଡୀବସ୍ତ ପର୍ଯ୍ୟନ୍ତ ଯାଇଥିଲା।ଏହି ବାଇକ ରୋଡ଼ସୋରେ ବହୁଳ ପରିମାଣର ବାଇକରେ ଶତାଧିକ କର୍ମୀ ରୋଡ଼ସୋ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।କର୍ମୀ ମାନେ ବିଜେପିର ସ୍ଲୋଗାନ କରି ଆଗାମୀ ଦିନରେ ନୟାଗଡ଼ରେ Continue Reading
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୧୫/୩ : ନୟାଗଡ଼ ସହରକୁ ବିକାଶଶୀଳ ତଥା ସୈାନ୍ଦର୍ୟ୍ୟପୂର୍ଣ୍ଣ କରିବା ପାଇଁ ପ୍ରଚେଷ୍ଟା ଜାରି ରହିଛି । ରୂପାନ୍ତରିତ ନୟାଗଡ଼ର ସ୍ୱପ୍ନ ଦେଖିବା ସହ ବିଧାୟକ ଡ. ଅରୁଣ କୁମାର ସାହୁ ପ୍ରତ୍ୟେକ କାର୍ୟ୍ୟକୁ ତଦାରଖ କରିବା ଏବଂ ଦାୟିତ୍ୱ ସହକାରେ ସମାପନ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।ବିକାଶ ପାଇଁ ଭିଜନ ସହ ସୁପରଭିଜନ୍ ଆବଶ୍ୟକ ବୋଲି ସେ ସର୍ବଦା କହି ଆସୁଛନ୍ତି । ଆଜି ପୈାରଞ୍ଚଳ ଅନ୍ତର୍ଗତ ୨ […]Continue Reading
ଭୁବନେଶ୍ବର, ୧୫/୩: ବରଗଡସ୍ଥିତ ଚିନିକଳ ଜମିକୁ ଇଡକୋକୁ ହସ୍ତାନ୍ତର କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆଗାମୀ ଦିନରେ ଇଡକୋ ଏହି ଜମିରେ ନୂତନ ଶିଳ୍ପ ପ୍ରତିଷ୍ଠା କରିବାପାଇଁ ପଦକ୍ଷେପ ନେବସୂଚନାଯୋଗ୍ୟ ଯେ ଯନ୍ତ୍ରାଂଶ ରକ୍ଷଣାବେକ୍ଷଣ ଓ ମରାମତି ତଥା ନୂତନ ମେସିନ୍ ପାଇଁ ପାଣ୍ଠି ଅଭାବ ଏବଂ ଅନ୍ୟାନ୍ୟ ବିଭିନ୍ନ କାରଣ ପାଇଁ ଚିନିକଳରେ କାମ ବନ୍ଦ ରହିଥିଲା। ସେଥିପାଇଁ ଏହାର ଜମିକୁ ଇଡକୋକୁ ହସ୍ତାନ୍ତର କରି ନୂତନ ଶିଳ୍ପ ପ୍ରତିଷ୍ଠା କରିବା Continue Reading
ଭୁବନେଶ୍ବର, ୧୫/୩: ସାଧାରଣ ନିର୍ବାଚନ-୨୦୨୪ ପୂର୍ବରୁ ଶଙ୍ଖ ଛାଡ଼ି ପଦ୍ମ ଧରିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଦୁନିଆର ଲୋକପ୍ରିୟ ଅଭିନେତା ଅରିନ୍ଦମ ରାୟ।ସେ ଆଜି ବିଜେଡିର ସଭ୍ୟ ପଦରୁ ଇସ୍ତଫା ଦେଲା ପରେ ବିଜେପିରେ ସାମିଲ ହୋଇଛନ୍ତି। ସେ ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ନେଇ ଚିଠି ଲେଖିଥିଲେ। ଚିଠି ଲେଖିବାର କିଛି ସମୟ ପରେ ସେ ବିଜେପିରେ ଯୋଗ ଦେଇଛନ୍ତି।ଇସ୍ତଫାପତ୍ରରେ ଅରିନ୍ଦମ ଲେଖିଥିଲେ, ମୁଁ ୨୦୦୯ ମସିହାରେୁ ବିଜେଡିରେ ଯୋଗଦେଇଥିଲି। Continue Reading
ବରଗଡ଼/ଗାଈସିଲାଟ, ୧୫/୩: ସାଧାରଣତଃ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ମାଲପ୍ରାକ୍ସିସ (କପି କରିବା) ସମୟରେ ଧରାପଡ଼ନ୍ତି। ବରଗଡ଼ ଜିଲ୍ଲାରେ କିନ୍ତୁ ଭିନ୍ନ ଏକ ଚିତ୍ର ସାମ୍ନାକୁ ଆସିଛି। ଏଥର ମାଲପ୍ରାକ୍ସିସରେ ପଡ଼ିଛନ୍ତି ଶିକ୍ଷକ। ଏପରିକି ତାଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ହୋଇଛି। ବରଗଡ଼ ଜିଲ୍ଲା ଗାଈସିଲାଟ ବ୍ଲକ୍ ଫିରିଙ୍ଗିମାଲ ପଂଚାୟତ ହାଇସ୍କୁଲର ସହକାରୀ ଶିକ୍ଷକ ଛେଲିଆ ପୋଢ଼ଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ନିଲମ୍ବନ କରିଛନ୍ତି।ସରକାରୀ ଚିଠି ନଂ ୨୭୧୯/ତା. Continue Reading
ସମ୍ବଲପୁର, ୧୫/୩: ଗତକାଲି ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର ହୋଇଥିବା ଜଣାଯାଇଛି। ତାଙ୍କ ପିଏସଓ ବି ଆହତ ହୋଇଛନ୍ତି।ଭୁବନେଶ୍ୱରରୁ ବରଗଡ଼ ଫେରିବା ବେଳେ ରେଢ଼ାଖୋଲ ନିକଟ ଲୁହାପଙ୍କ ନିକଟରେ ଏକ ଗ୍ୟାସ ଟ୍ୟାଙ୍କର ସହିତ ଧକ୍କା ହୋଇଥିଲା। ଏହି ସମୟରେ ଏକ ଆମ୍ବୁଲାନ୍ସ ଆସୁଥିଲା। ସେହି ଗାଡ଼ି ଚାଳକ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଉଦ୍ଧାର କରି ପ୍ରଥମେ ରେଢ଼ାଖୋଲ ଡାକ୍ତରଖାନାକୁ ନେଇଥିଲେ। ତାପରେ ବିଜେଡି Continue Reading




