Home Posts tagged ODISHA (Page 5)
Odisha News
ସମ୍ବଲପୁର,୩୦/୩ : ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି। ଏକ ଦ୍ରୁତଗାମୀ ଟ୍ରକ୍ ଏକ ଯାତ୍ରୀବାହୀ ଅଟୋକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତ ମହିଳାଜଣକ ହେଲେ ବୀରସିଂହଗଡ଼ ଅଞ୍ଚଳର ବେଦ ଖରସେଲ (୫୫)।ସୂଚନା ମୁତାବକ, ସୋମବାର ସକାଳେ ବୀରସିଂହଗଡ଼ରୁ ୧୨ […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୨୯/୩ : ଗତ ୧୦ ମାର୍ଚ୍ଚ ରେ ନାଇଜର ମୁଖ୍ୟ ପ୍ରବେଶଦ୍ୱାର ସମ୍ମୁଖରେ ଘଟିଥିବା ଏକ ଦୁଃଖଦ ସଡକ ଦୁର୍ଘଟଣାରେ ଗାଡ଼ି ଚାଳକଙ୍କ ଅବହେଳାପୂର୍ଣ୍ଣ ଚାଳନା ଫଳରେ ତିନିଜଣ ମୂଲ୍ୟବାନ ଜୀବନର ହାନି ଘଟିଥିଲା।ଉକ୍ତ ଘଟଣାର ଗୁରୁତ୍ୱକୁ ଅନୁଭବ କରି ନାଇଜର ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ କର୍ମଚାରୀମାନଙ୍କ ସମିଳିତ ପ୍ରୟାସରେ ଏକ ସଡକ ସୁରକ୍ଷା ସଚେତନତା ଅଭିଯାନ ଆୟୋଜିତ କରାଯାଇଥିଲା।ଏଥିରେ ନାଇଜରର ରେଜିଷ୍ଟ୍ରାର ଡ଼ଃ Continue Reading
Odisha News
ପୁରୀ, ୨୯/୩ : ପୁରୀ ଜିଲ୍ଲା କାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତ କଏଦୀ ହେଉଛନ୍ତି ସାକ୍ଷୀଗୋପାଳ ଡାହାଣ କୁମ୍ଭାରପଡାର ଦୀପ୍ତିରଞ୍ଜନ ସ୍ୱାଇଁ କ୍ଷ ରବିବାର ଜେଲରେ ଥିବା ଶୌଚାଳୟରୁ ତାଙ୍କର ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ସେ ଏକ ଦୁଷ୍କର୍ମ ମାମଲାରେ ଜେଲରେ ଥିଲେ ।୨୦୨୩ରେ ଏକ ଦୁଷ୍କର୍ମ ଅଭିଯୋଗରେ ଦୀପ୍ତି ରଞ୍ଜନ ଗିରଫ ହୋଇଥିଲେ । ଆଜି ଝୁଲନ୍ତା ଅବସ୍ଥାରେ ଶୌଚାଳୟରୁ ତାଙ୍କ ମୃତଦେହ ଉଦ୍ଧାର […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୯/୩ : ସକାଳ ଘ. ୧୦.୩୦ ମି. ସମୟରେ ଜ଼ିଲ୍ଲା ପାଠାଗାର ଠାରେ ଓଡିଶା ଦିବସ ଉପଲକ୍ଷେ ବିଭିନ୍ନ ସ୍ତରରେ ଓଡିଆ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।ମଧ୍ୟ ଇଂରାଜୀ ବିଦ୍ୟାଳୟ ସ୍ତରୀୟ ବକ୍ତୃତା ରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଅରବିନ୍ଦ ସାହୁ, ପ୍ରଥମ, ଅଧ୍ୟତ୍ରୀ ପୁରୋହିତ – ତୃତୀୟ, ପି ଏମ ଶ୍ରୀ ବାବା ବୈଦ୍ୟନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ, ସରସରା ର ଅଙ୍କିତ ବେହେରା – ଦ୍ଵିତୀୟ, […]Continue Reading
Top Stories
By Prasanna Kumar Paikaraya Khordha ,Mar 29 : The election process of new office bearers of the Bar Association for the year 2026-27 across the state has been completed as per the directions of the State Bar Council. The election of khordha district Bar association has been concluded peacefully at judicial court building premises,khordha. Senior […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୯/୩ : ଆଗାମୀ ଅପ୍ରେଲ ୨ ତାରିଖରୁ ଆରମ୍ଭ ହେବାକୁ ଥିବା ‘ପ୍ରବେଶ ଉତ୍ସବ ଓ ଖଡିଛୁଆଁ ‘ କାର୍ଯ୍ୟକ୍ରମରେ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକ ଅଭିଭାବିକା ମାନଙ୍କୁ ସଚେତନ କରିବା ସହିତ ଆଜି ବୌଦ୍ଧ ବ୍ଳକ ବାଉଁଶୁଣୀ ଅଞ୍ଚଳରେ ଏକ ସ୍ଵତନ୍ତ୍ର ଅଭିଯାନରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାକ୍ଷରିତ ନିମନ୍ତ୍ରଣ ପତ୍ର ବଣ୍ଟାଯାଇଥିଲା ।ନୂତନ ଶିକ୍ଷାବର୍ଷ ରେ ୫ ରୁ ୧୪ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା,୨୮/୩ : ଚୈତ ଶୁକ୍ଳ ନବମୀ ଶ୍ରୀରାମଙ୍କ ଜୟନ୍ତୀ ଅବସରରେ ବିଶ୍ବହିନ୍ଦୁ ପରିଷଦ (ବିଏଚପି), ବଜରଙ୍ଗ ଦଳ, ଖୋରଧା ଜିଲ୍ଲା ଏବଂ ଶ୍ରୀରାମ ନବମୀ ସମନ୍ୱୟ ସମିତି ପକ୍ଷରୁ ପୃଥକ ଭାବେ ଯଥାକ୍ରମେ ଶ୍ରୀରାମ ରଥ ପରିକ୍ରମା ଏବଂ ବିଶାଳ ଶୋଭଯାତ୍ରା ଆୟୋଜିତ ହୋଇଯାଇଛି ।ଶ୍ରୀରାମଙ୍କ ମନ୍ତ୍ରଧ୍ବନୀରେ ପ୍ରକମ୍ପିତ ହୋଇଥିଲା ସହର । ଖୋରଧାର ବିଭିନ୍ନ ଅଂଚଳରୁ କର୍ମକର୍ତା ମାନେ ବାଇକ ଶୋଭାଯାତ୍ରାରେ ବାହାରି ମୁକୁନ୍ଦପସାଦ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟକନ୍ଧମାଳ, ୨୮/୩ : ଓଡିଶା ଷ୍ଟେଟ ବାର କାଉନସିଲରଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ଓଡିଶାରେ ପ୍ରତ୍ୟେକ ଓକିଲ ସଂଘର ନିର୍ବାଚନ ପ୍ରକ୍ରିୟା ଶନିବାର ଆରମ୍ଭ ହୋଇଥିଲା ।ଏହି ପରିପ୍ରେକ୍ଷୀରେ ଫୁଲବାଣୀ ଓକିଲ ସଂଘର ନିର୍ବାଚନ ପାଇଁ ମଧ୍ୟ ନାମାଙ୍କନ ପତ୍ର ଦାଖଲ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା । ଠିକ୍ ସମୟରେ ସମସ୍ତ ପ୍ରତିଦ୍ଵନ୍ଦୀ ନାମାଙ୍କନ ପତ୍ର ଦାଖଲ କରିଥିଲେ ।ଫୁଲବାଣୀ ଓକିଲ ସଂଘର ନିର୍ବାଚନ ଫଳାଫଳ ପ୍ରକାଶିତ ହୋଇଛି । Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୭/୩ : ରାମନବମୀ ମହୋତ୍ସବ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।ଏନେଇ ଉପଜିଲାପାଳଙ୍କ କାର୍ଯ୍ୟାଳୟଠାରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଜିଲାପାଳ ସଂକଳ୍ପ ସ୍ୱସ୍ତିକ ସାହୁ, ସଦର ଏସ୍‌ଡିପିଓ ନୀହାର ରଞ୍ଜନ ପ୍ରଧାନ, ଆଦର୍ଶ ଥାନା ଅଧିକାରୀ ସଞ୍ଜୟ ନାୟକ, ବରିଷ୍ଠ ପ୍ରଶାସନିକ ଓ ପୋଲିସ ଅଧିକାରୀ ମାନେ ବିଭିନ୍ନ କମିଟିର ସଦସ୍ୟଙ୍କ ସ‌ହ ଉତ୍ସବର Continue Reading
Odisha News
ଭୁବନେଶ୍ବର, ୨୮/୩ : ରାଜ୍ୟ ସରକାରଙ୍କ ଲୋକପ୍ରିୟ ଯୋଜନା ‘ସୁଭଦ୍ରା’ରେ ସାମିଲ ହେବାକୁ ସୁଯୋଗ ଆସିଛି। ଯେଉଁ ମହିଳାମାନେ ଏହି ଯୋଜନାରେ ଏପର୍ଯ୍ୟନ୍ତ ସାମିଲ ହୋଇପାରି ନାହାନ୍ତି, ବିଶେଷ ଭାବେ ସେମାନେ ଏଥିରେ ସାମିଲ ହୋଇପାରିବେ। ମାତ୍ର ତିନି ଦିନ ପରେ ରାଜ୍ୟ ସରକାରଙ୍କ ସୁଭଦ୍ରା ପୋର୍ଟାଲ ଖୋଲିବ। ଏହା ପରେ ଆବଦନ କରିହେବ। ଅନ୍‌ଲାଇନ୍ ‌କେନ୍ଦ୍ର ମାଧ୍ୟମରେ ମହିଳା ହିତାଧିକାରୀମାନେ ସୁଭଦ୍ରା ଯୋଜନାରେ ଆବେଦନ କରିପାରିବେ।ଆସନ୍ତା ଏପ୍ରିଲ ୧ Continue Reading