Home Posts tagged ODISHA (Page 490)
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୬/୫: ପାରଳାଖେମୁଣ୍ଡି ସ୍ଥିତ ବିଶ୍ଵନାଥ ଫଙ୍କସନ୍ ହଲ ସମ୍ମିଳନୀ କକ୍ଷ ଠାରେ ଆଜି ରାଜ୍ୟ ଭାଜପା ପକ୍ଷରୁ ଭାଜପା:ର ନିର୍ବାଚନୀ ଇସ୍ତାହାର ଓ ମୋଦୀ ଗ୍ୟାରେଣ୍ଟି ଉପରେ ବିଜେପି ରାଜ୍ୟ ମୁଖପାତ୍ର ତଥା ପ୍ରବକ୍ତା ଶ୍ରୀ ଜ୍ଞାନରଞ୍ଜନ ବେଉରା ଙ୍କ ଦ୍ଵାରା ଏକ ଜିଲ୍ଲାସ୍ତରୀୟ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବିଜେପି ର ନିର୍ବାଚନୀ ଇସ୍ତାହାର ଓ ମୋଦୀ ଗ୍ୟାରେଣ୍ଟି -୨୦୨୪ ଉନ୍ମୋଚନ ଅବସରରେ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୫/୫: ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନିର୍ବାଚନ କମିଶନର ଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ନିଶା କାରବାର ରୋକିବାକୁ ବିଭିନ୍ନ ସ୍ଥାନରେ ଚଢାଉ କାର୍ଯ୍ୟ ଜାରୀ ରଖିଛି କ୍ଷଏପରି ସ୍ଥଳେ ରବିବାର ଦିନ ବାଲିଗୁଡା ଥାନା ଅନ୍ତର୍ଗତ ମିଡିଆକିଆ ଗ୍ରାମ ପଞ୍ଚାୟତ ର ବରିକିଆ ଗାଁ ରେ ଗଞ୍ଜେଇ ଗଚ୍ଛିତ ଥିବା ଖବର ପାଇ ବାଲିଗୁଡ଼ା ଏସଡିପିଓ ରାହୁଲ୍ ଗୋୟଲ୍ ଙ୍କ ନେତୃତ୍ଵ ରେ ଏକ ପୋଲିସ୍ ଟିମ୍ ବିଭିନ୍ନ ସ୍ଥାନରେ […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୫/୫: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ଭିକେ ପାଣ୍ଡିଆନ ଆଜି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଗସ୍ତରେ ଆସି ବିଜେଡି ଦଳର ପ୍ରାର୍ଥୀଙ୍କ ପାଇଁ ଭୋଟ ପ୍ରଚାର୍ ଅଭିଯାନ ଆରମ୍ଭ କରିଛନ୍ତି ।ସ୍ଥାନୀୟ ଗଜପତି ଷ୍ଟାଡିୟମ୍ ଠାରେ ଏକ ବିରାଟ ନିର୍ବାଚନୀ ଜନସଭାରେ ଯୋଗଦେଇ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ସରକାରଙ୍କ ୭ ଟି ଫ୍ଲାଗସିପ ଯୋଜନା Continue Reading
Odisha News
ଆନନ୍ଦପୁର, ୫/୫ : ଆନନ୍ଦପୁରରେ ଏକ ସପିଙ୍ଗ୍ ମଲ୍ରେ ଲାଗିଲା ନିଆଁ। ହୁତୁହୁତୁ ହୋଇ ଜଳିଗଲା ସବୁ ସାମଗ୍ରି। ନିଆଁ ଲିଭାରେ ୪ଟି ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଥିଲା। ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଇଛି। ସପିଙ୍ଗ୍ ମଲ୍ରେ ଥିବା ସମସ୍ତ କର୍ମଚାରିଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।ସୂଚନା ଆନୁସାରେ ଆନନ୍ଦପୁରରେ ଥିବା ରିଲିଆନ୍ସ ଟ୍ରେଣ୍ଡରେ ଆଜି ସନ୍ଧ୍ୟାରେ କୌଣସି କାରଣରୁ ନିଆଁ ଲାଗି ଯାଇଛି। ସପିଙ୍ଗ୍ ମଲରେ ଥିବା ଲକ୍ଷାଧିକ ଟଙ୍କାର Continue Reading
Odisha News
ଭୁବନେଶ୍ୱର,୫/୫: ଆସନ୍ତା ନିର୍ବାଚନ ପାଇଁ ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ଉନ୍ମୋଚିତ ହୋଇଛି। ଭୁବନେଶ୍ୱରରେ ଏକ ଘରୋଇ ହୋଟେଲ୍ରେ ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏହି ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିଛନ୍ତି।ଏହି ନିର୍ବାଚନୀ ଇସ୍ତାହାରର ନାଁ ରହିଛି ‘ଓଡ଼ିଶା ପାଇଁ ମୋଦିଙ୍କ ଗ୍ୟାରେଣ୍ଟି’। ରାଜ୍ୟ ଭାଜପାର ଇସ୍ତାହାରରେ ବିଶେଷ କରି ୪ଟି ବର୍ଗକୁ ଫୋକସ କରାଯାଇଛି। ଏଥିରେ ଯୁବ, ମହିଳା ଓ କୃଷକଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଥିବା ସୂଚନା Continue Reading
Odisha News
ବ୍ୟାସନଗର/ଦାନଗଦି, ୫/୫: ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ଧୂଳିଗଡ ପଞ୍ଚାୟତ ବେଙ୍ଗପାଟିଆ ଗାଁରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ବିଦ୍ୟୁତ୍ ଆଘାତରେ ବାପ-ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ମା ଗୁରୁତର ଥିବ ଜଣାଯାଇଛି। ମୃତକ ହେଲେ ବାପା ଗଣେଶ ମଣ୍ଡଳ(୬୬) ଓ ପୁଅ ଆଶୁତୋଷ ମଣ୍ଡଳ(୩୨)। ଗୁରୁତର ହେଲେ ତୁଳସୀ ମଣ୍ଡଳ (୬୪)।ସୂଚନା ଅନୁଯାୟୀ, ପ୍ରତିଦିନ ଭଳି ଆଜି ସକାଳ ପ୍ରାୟ ସାଢ଼େ ୭ଟା ବେଳେ ଗଣେଶ ମଣ୍ଡଳ, ତୁଳସୀ ଓ […]Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୫/୫: ହଜାର ହଜାର କର୍ମୀଙ୍କୁ ନେଇ ନୟାଗଡ଼ରେ ପୁଣି ପାୱାର ଶୋ ସହ ନାମାଙ୍କନ ଦାଖଲ କଲେ ନୟାଗଡ଼ ବିଜେପି ପ୍ରାର୍ଥୀନୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ । ନିର୍ବାଚନ ଜିତିଲେ ୧୦୦ଦିନରେ ନୟାଗଡ଼ ଚିନିକଳ ଚାଲିବା ସହ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉଦଘାଟନ କରିବେ ବୋଲି ପୁଣି ଦୋହରାଇଛନ୍ତି ସମ୍ବିତ ପାତ୍ର ।ପୁରୀ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଓ ନୟାଗଡ଼ ବିଜେପି ବିଧାୟକ ପ୍ରାର୍ଥୀନୀ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୫/୫ :ଆଜି ଦାଖଲ ହୋଇଥିବା ନାମାଙ୍କନ ପତ୍ରର ଯାଂଚ ଥିଲା । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବାଲିଗୁଡା ନିର୍ବାଚନ ମଣ୍ଡଳୀର ପାର୍ଥୀ ପତ୍ର ଯାଂଚ ହୋଇଥଲା, ଯାଂଚରେ ସମସ୍ତଙ୍କ ପାର୍ଥୀଙ୍କର ଦାଖଲ କରିଥିବା ସମସ୍ତ କାଗଜ ପତ୍ର ଠିକ ରହିଛି ।ବାଲିଗୁଡା ନିର୍ବାଚନ ମଣ୍ଡଳୀର ସମୁଦାୟ ବିଧାୟକ ପାର୍ଥୀ ପାଂଚ ଜଣ କଂଗ୍ରେସରୁ ଉପେନ୍ଦ୍ର ପ୍ରଦାନ,ବିଜେଡିରୁ ଚକ୍ରମଣୀ କହଁର,ବିଜେପିରୁ କଳ୍ପନା କହଁର,ସ୍ୱାଧିନ Continue Reading
Odisha News
ଭୁବନେଶ୍ବର, ୪/୫: : ଚଳିତ ନିର୍ବାଚନରେ ଶାସକ ବିଜୁ ଜନତା ଦଳ (ବିଜେଡି) ଓ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ଜୋରଦାର ଲଢ଼େଇ ହେବାକୁ ଯାଉଛି। ନବୀନ ପଟ୍ଟନାୟକ ଓ ୫ଟି ରୂପାନ୍ତରଣ କାର‌୍ୟ୍ୟକୁ ପ୍ରସଙ୍ଗ କରି ବିଜେଡି ଅବତୀର୍ଣ୍ଣ ହୋଇଥିବା ବେଳେ ବିକଶିତ ଭାରତକୁ ପ୍ରସଙ୍ଗ କରିଛି ବିଜେପି। ଓଡ଼ିଶାରେ ଲୋକସଭା ସମେତ ବିଧାନସଭା ନିର୍ବାଚନ ହେଉଥିବାରୁ ଭାରତୀୟ ଜନତା ପାର୍ଟି ଅଧିକ ଫୋକସ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଓଡ଼ିଶା ଉପରେ Continue Reading