Home Posts tagged ODISHA (Page 450)
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୭/୭: କନ୍ଧମାଳ ଜିଲ୍ଲାର ସର୍ବ ପୁରାତନ ଶ୍ରୀଜଗନ୍ନାଥ ମନ୍ଦିର ବାଲିଗୁଡା ଠାରେ ଆଜି ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମ ଦେଖିବାକୁ ମିଳିଥିଲା । ଦେବାସ୍ନାନ ପୂର୍ଣ୍ଣମୀ ପରେ ଚତୁର୍ଦ୍ଧା ମୂର୍ତ୍ତି ଆଜି ଅଣସର ଘରୁ ବାହାରି ନେତ୍ର ଉତ୍ସବ ନୀତି ପରେ ଭକ୍ତ ଙ୍କୁ ନବଯୌବନ ଦର୍ଶନ ଦେଇଥିଲେ ।ଏହି ନବଯୌବନ ଦର୍ଶନ ପାଇଁ ସକାଳୁ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ,ବାଲିଗୁଡା ବିଧାୟକ ଚକ୍ରମଣି କହଁର Continue Reading
Odisha News
ପୁରୀ, ୭/୭: ଶରଧାବାଲି ଅଭିମୁଖେ ବଡ଼ଠାକୁରଙ୍କ ତାଳଧ୍ବଜ ଗଡ଼ିଛି। ପ୍ରଭୁଙ୍କ ରଥକୁ ଶ୍ରଦ୍ଧାଳୁମାନେ ଶ୍ରଦ୍ଧାରେ ଟାଣୁଛନ୍ତି। ରଥ ଟଣାଯିବା ବେଳେ ପୁରୀ ବଡ଼ଦାଣ୍ଡ ଘଣ୍ଟ, ଶଙ୍ଖର ତାଳେତାଳେ ହରିବୋଲ ଓ ହୁଳହୁଳି ଶଦ୍ଦ ଶୁଭୁଛି।ରଥଟଣା ଯିବା ପୂର୍ବରୁ ତିନି ରଥରେ ବିଜେ ହେଲେ ତିନି ଠାକୁରଙ୍କୁ ବିଜେ କରାଯାଇଥିଲା। ଆଜି ନବଯୌବନ ଦର୍ଶନ ପରି ଏକାଧିକ ନୀତିକାନ୍ତି ଥାଇ ବି ନିର୍ଘଣ୍ଟ ସମୟ ପୂର୍ବରୁ ପହଣ୍ଡି ବିଜେ କରିଥିଲା ଶ୍ରୀଜିଉ।ଧାଡ଼ି ପହଣ୍ଡିରେ ପ୍ରଥମେ Continue Reading
Odisha News
ଭୁବନେଶ୍ୱର,୭/୭: ପାରାଦୀପର ପୂର୍ବତନ ବିଧାୟକ ତଥା ବିଜେଡି ନେତା ସମ୍ବିତ ରାଉତରାୟ ନିର୍ବାଚନର ମାସକ ପରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ନବୀନ ହାରିନାହାନ୍ତି, ତାଙ୍କୁ ସୁଚିନ୍ତିତ ଭାବେ ହରାଇ ଦିଆଯାଇଛି।‘ଢୋଲ ଭିତରେ ମୂଷା ରହିଲେ, ମୂଷା କିଏ ଆପଣ ଜାଣିଥିବେ ବୋଲି ସେ ଖବରଦାତାମାନଙ୍କୁ କହିଛନ୍ତି। ଆଜି ନ ହେଲେ କାଲି ସେ ମୂଷା କଢ଼ା ହେବେ ବୋଲି ସମ୍ବିତ କହିଛନ୍ତି।ସେ କହିଛନ୍ତି, ସରକାର ବହୁତ କାମ କରିଛନ୍ତି, ତଥାପି ଲୋକ ଆମକୁ ହରାଇଦେଲେ। Continue Reading
Odisha News
ପୁରୀ, ୭/୭: ଆଜି ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏଥିଲାଗି ସକାଳୁ ସକାଳୁ ପୁରୀ ବଡ଼ଦାଣ୍ଡ ଲୋକାରଣ୍ୟ ହୋଇପଡ଼ିଛି। ପୁରୀରେ ଆଜି ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। କେବଳ ଓଡ଼ିଶା କି ଭାରତ ନୁହେଁ, ବରଂ ବିଦେଶରୁ ମଧ୍ୟ ଭକ୍ତଙ୍କ ଆଗମନ ହୋଇଛି ପୁରୀକୁ। ଏଣେ ବିଳମ୍ବିତ ରାତିରୁ ମହାପ୍ରଭୁଙ୍କ ନୀତିକାନ୍ତି ଚାଲିଛି। ପୁରୀ ବଡ଼ଦାଣ୍ଡରେ ହନୁମାନଙ୍କ ବେଶରେ କିଛି ଭକ୍ତ ନୃତ୍ୟ କରୁଛନ୍ତି। ତେଣେ ‘ଜୟ ଜଗନ୍ନାଥ ଓ ଜୟ ଶ୍ରୀରାମ’ ଧ୍ୱନିରେ କମ୍ପୁଛି ବଡ଼ଦାଣ୍ଡ।ଆଉ Continue Reading
Odisha News
ଭୁବନେଶ୍ୱର, ୬/୭: ସାହସିକତା ପାଇଁ ଓଡ଼ିଆ ପୁଅ ତଥା ନୌସେନାରେ କାର୍ଯ୍ୟରତ ଲେଫ୍ଟେନାଣ୍ଟ ବିମଳ ରଞ୍ଜନ ବେହେରାଙ୍କୁ ପ୍ରଦାନ କରାଯାଇଛି ଶୌର୍ଯ୍ୟଚକ୍ର ସମ୍ମାନ । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।ମାର୍ଚ୍ଚ ୨୦୨୩ ରେ, ଯେତେବେଳେ ଓଏନଜିସି ଇନ୍ଧନ ଉତ୍ପାଦନ ଷ୍ଟୋରେଜ୍ ଏବଂ ଅଫଲୋଡିଂ ଜାହାଜରେ ଏକ ଜରୁରୀକାଳୀନ ପରିସ୍ଥିତି ବିଷୟରେ ଜଣାଇଲେ ସେତେବେଳେ ସେ ନିର୍ଭୟରେ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୬/୭ : ଅକାଂକ୍ଷୀ ଜିଲ୍ଲା ଭାବେ ପରିଚିତ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଭାରତ ସରକାରଙ୍କ ନୀତି ଆୟୋଗ ପକ୍ଷରୁ ପ୍ରାୟୋଜିତ ସମୂର୍ଣ୍ଣତା ଅଭିଯାନ ଅବସରରେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ମାନ ଜିଲ୍ଲାସ୍ତରୀୟ ଭାବେ ପାଳିତ ହୋଇଯାଇଛି। ।ଏହି ଅବସରରେ ସକାଳ ୫-୩୦ ମିନିଟ ସମୟରେ ବିଭିନ୍ନ ସ୍କୁଲ – କଲେଜର ଛାତ୍ରଛାତ୍ରୀ Continue Reading