Home Posts tagged ODISHA (Page 440)
Odisha News
ବଲାଙ୍ଗୀର,୨୫/୭: ବଲାଙ୍ଗୀର ଜିଲା ସଇଁତଳା ଥାନା ଜାମପଦର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ରାତିରେ ମା’-ବାପାଙ୍କ ସହ ଶୋଇଥିବା ବେଳେ ଭଉଣୀ-ଭାଇ ଅସୁସ୍ଥ ହୋଇପଡ଼ିଥିଲେ। ଉଭୟଙ୍କୁ ସଇଁତଳାରୁ ଭୀମଭୋଇ ମେଡିକାଲକୁ ଅଣାଯାଇଥିଲା।ତେବେ ଚିକିତ୍ସା ଚାଲିଥିବା ବେଳେ ମେଡିକାଲରେ ଡାକ୍ତର ଭଉଣୀ-ଭାଇଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଘର ଭିତରୁ ସାପ ବାହାରିବାରୁ ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର Continue Reading
Odisha News
ନୟାଗଡ଼, ୨୫/୭ : ପ୍ରଥମ ପତ୍ନୀ ଚାଲିଯିବା ପରେ ଦ୍ୱିତୀୟ ବିବାହ କରିଥିଲେ ବି ଫେରି ଆସି ନ ଥିଲା ପୁରୁଣା ଖୁସି। ତେଣୁ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିବା ବ୍ୟକ୍ତିଙ୍କୁ ଘାରିଥିଲା ନିଜ କୁନି ଝିଅ ଚିନ୍ତା।ବାପାମା’ ନ ଥିବା ଛୁଆ ସଂସାରରେ କିପରି ବଞ୍ଚିବ ତାହା ତାଙ୍କୁ କଲବଲ କରିବାରୁ ନେଲେ ଚରମ ନିଷ୍ପତ୍ତି। ପ୍ରଥମେ ଝିଅକୁ ବିଷାକ୍ତ ପଦାର୍ଥ ଖୁଆଇ ପରେ ନିଜେ ଝୁଲି ପଡ଼ିଲେ ବ୍ୟକ୍ତିଜଣକ ।ଏପରି ଏକ ଲୋମଟାଙ୍କୁରା ଓ […]Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୨୫/୭ : ଲାଂଚ ନେବା ହେଲା କାଳ। ଅତି ଲୋଭ କରି ଭିଜିଲାନ୍ସ ଜାଲରେ ପଡ଼ିଲେ ପାଟଣାଗଡ଼ ଆର ଡବ୍ଲୁ ସବ ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଜିତ୍ କୁମାର ପାଢ଼ୀ । ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରି ଗିରଫ କରିଛି ।ଏହା ସହିତ ବିଭିନ୍ନ ସ୍ଥାନରେ ଚଢାଉ କରିଛି । ଆଜି ପୂର୍ବାହ୍ନ ରେ ସୁଜିତ୍ କୁମାର ପାଢ଼ୀ ତାଙ୍କ କାର୍ଯ୍ୟାଳୟ ରେ ଲାଞ୍ଚ ନେଉଥିବା ବେଳେ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୫/୭; ବୌଦ୍ଧ ଜିଲ୍ଲା ଆମ୍ବଝରି ପଞ୍ଚାୟତର ଆମ୍ବଝରି ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର‌୍ୟ୍ୟନ୍ତ ଥିବା ବେଳେ ୧୫୧ ଜଣ ବିଦ୍ୟାର୍ଥୀ ପାଠ ପଢୁଛନ୍ତି । କିନ୍ତୁ ଦୁଃଖର ବିଷୟଏକ ବର୍ଷ ରୁ ଅଧିକ ସମୟ ହେବ ୬ ଜଣ ଶିକ୍ଷକଙ୍କ ମଧ୍ୟରୁ ଦୁଇଜଣ ଶିକ୍ଷକଙ୍କୁ ଡେପୁଟେଶନ ରେ ଅନ୍ୟତ୍ର ବଦଳି କରାଯାଇଛି ।ଗ୍ରାମବାସୀ ଏବଂ ପ୍ରଧାନ ଶିକ୍ଷକ ଏ ବାବଦରେ ଉପରିସ୍ଥ ଅଧିକାରୀଙ୍କୁ […]Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୨୪/୭: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଭଣ୍ଡାରଙ୍ଗି ପଞ୍ଚାୟତର ମାସ୍କାଗୁଡ଼ା ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ସ୍ୱାମୀ ଓ ତିନିଜଣ ମହିଳା ଖଟ ଦଉଡ଼ିରେ ଗର୍ଭବତୀ ମହିଳା ଙ୍କୁ ବୋହି ଆଣିବା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସୂଚନାଅନୁସାରେ ମାସ୍କାଗୁଡ଼ା ଗ୍ରାମର କୁମାରୀ ମାଝି(୨୨) ଙ୍କୁ ସକାଳ ପ୍ରାୟ ୯ଘଣ୍ଟା ସମୟରେ ଗର୍ଭ ବେଦନା ଆରମ୍ଭ ହୋଇଥିଲା। ସ୍ୱାମୀ Continue Reading
Odisha News
ଭୁବନେଶ୍ୱର,୨୪/୭ : ମାସେ ଭିତରେ ନୂଆ ହିତାଧିକାରୀ ରାଶନ କାର୍ଡ ପାଇବେ। ଏନେଇ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରାୟ ୮ ଲକ୍ଷ ନୂଆ ହିତାଧିକାରୀ ନୂଆ ରାଶନ କାର୍ଡ ପାଇପାରନ୍ତି। ଏଥିସହ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ପ୍ରକ୍ରିୟା ବି ଆରମ୍ଭ ହୋଇଛି। ବର୍ତ୍ତମାନ KYC ଅପଡେଟ କରାଯାଉଛି।ରାଜ୍ୟରେ ୧୪ ଲକ୍ଷ ୫୦ ହଜାର ମୃତ ହିତାଧିକାରୀଙ୍କ ନାମରେ ରାଶନ ହଡ଼ପ ହେଉଥିଲା। ଖାଦ୍ୟ ଯୋଗାଣ ଓ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୩/୭ : ବୌଦ୍ଧଠାରେ ଜିଲ୍ଲାସ୍ତରୀୟ ୭୮ତମ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସଦଭାବନା ଗୃହ ଠାରେ ମଙ୍ଗଳବାର ଅପରାହ୍ନ ଘ.୪.୩୦ମି. ସମୟରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ସମସ୍ତଙ୍କୁ ସ୍ୱାଗତ କରିଥିଲେ ।ଅତିରିକ୍ତ ଜିଲ୍ଲାପାଳ ତଥା ଜିଲାପରିଷଦ କାର୍ଯ୍ୟନିବାହୀ ଅଧିକାରୀ ଅନିରୁଦ୍ଧ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଚଳିତବର୍ଷ ଦିନ Continue Reading