ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟକନ୍ଧମାଳ, ୨୩/୭ : ଆନ୍ତଃରାଜ୍ୟ ନିଶା କାରବାର ବିରୋଧରେ ସଫଳତା ହାସଲ କରି କନ୍ଧମାଳ ପୋଲିସ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାମ ରୁ ରୂପେଶ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ।ଯିଏକି ଆନ୍ତରାଜ୍ୟ ଗଂଜେଇ ମାଫିଆ ଦିଲୀପ ଗୌଡ଼ଙ୍କ ଗଂଜେଇ ବ୍ୟବସାୟରେ ମୁଖ୍ୟ ପରିଚାଳକ ଥିଲେ । ମାଫିଆ ଦିଲ୍ଲୀପ ଗୌଡ଼ ରୂପେଶ ପ୍ରଧାନଙ୍କ ନାମରେ ଗଂଜେଇ ଚାଲାଣ ପାଇଁ ବ୍ୟବହୃତ ଟ୍ରକ, ବ୍ୟାଙ୍କ ଆକାଉଣ୍ଟ ଖୋଲି ଓଡିଶା ସମେତ ବାହାର Continue Reading




