Home Posts tagged ODISHA (Page 38)
Odisha News
ସୁନ୍ଦରଗଡ଼,୧୬/୧ : ସୁନ୍ଦରଗଡ଼ ସହରରୁ ହଟିଲା ବିଏନ୍‌ଏସ୍ ୧୬୩ ଧାରା। ଶାନ୍ତି କମିଟି ବୈଠକ ପରେ ଜିଲାପାଳ ଶଭୁଙ୍କର ମହାପାତ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଏପରିକି ସହରରେ ଇଣ୍ଟରନେଟ ସେବା ସ୍ବାଭାବିକ କରିବା ସହ ଶାନ୍ତି ଶୋଭାଯାତ୍ରା କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।ସୂଚନା ଯୋଗ୍ୟ, ସୁନ୍ଦରଗଡ଼ ଟାଉନ ଥାନା ଅଧୀନ ରିଜେଣ୍ଟ ମାର୍କେଟରେ ଗୋମାଂସ ବିକ୍ରିକୁ କେନ୍ଦ୍ର କରି କିଛି ଲୋକ ବିରୋଧ କରିଥିଲେ । ଏହାକୁ ନେଇ ୨ଗୋଷ୍ଠୀ ମଧ୍ୟରେ ସଂଘର୍ଷ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୬/୧ : (ଗୁରୁବାର )ଦିନ ସକାଳ ୧୦ ଘଟିକା ସମୟରେ ବୌଦ୍ଧ ଟାଉନ୍ ହଲ ଠାରୁ ସଡକ ସୁରକ୍ଷା ମାସ ଅବସରରେ ଏକ ସଚେତନତା ରଥ ଏବଂ ପଦଯାତ୍ରା ର ଶୁଭାରମ୍ଭ ହୋଇଯାଇଛି ।ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ, ଅଧ୍ୟକ୍ଷ, ପୌର ପରିଷଦ, ବୌଦ୍ଧ ମୃତ୍ୟୁଞ୍ଜୟ […]Continue Reading
Odisha News
ଭୁବନେଶ୍ଵର, ୧୫/୧ : ରାଜ୍ୟ ରାଜନୀତିରେ ଅପ୍ରତ୍ୟାଶିତ ଘଟଣା। ବିଜେଡି ପାର୍ଟିରୁ ଆସିଛି ବଡ଼ ଖବର। ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେଡି ଗୁରୁବାର ଦଳରୁ ଦୁଇ ଜଣ ବିଧାୟକଙ୍କୁ ନିଲମ୍ବିତ କରିଛି। ଦଳ ସଭାପତି ନବୀନ ପଟ୍ଟନାୟକ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ସସପେଣ୍ଡ କରିଛନ୍ତି।ଦଳ ବିରୋଧୀ କାର୍ଯ୍ୟ ପାଇଁ ଦୁଇ ବିଧାୟକଙ୍କୁ ସସପେଣ୍ଡ କରାଯାଇଛି। ଏ ନେଇ ବିଜେଡି ପକ୍ଷରୁ ପ୍ରେସ୍ ବିବୃତି ଜାରି କରାଯାଇଛି।ଏକ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୫/୧ : ପୁଷପୁନି ଉତ୍ସବ ପ୍ରଥମ ଥର ଦିଲ୍ଲୀର “ଦିଲ୍ଲୀ ଓଡ଼ିଆ ନାରୀ କଲ୍ୟାଣ ସମିତି” ; ୨୦୨୪ ରୁ ଆରମ୍ଭ କରିଥିବା ବେଳେ ଚଳିତ ବର୍ଷ ଏହି ଉତ୍ସବ ତୃତୀୟ ବର୍ଷରେ ପଦାର୍ପଣ କରିଛି।ଏକ କାର୍ଯ୍ୟକ୍ରମର ଭିତି ହେଉଛି ତାହାର ମଞ୍ଚ ସଜାଣା; ହରିଶ ଚନ୍ଦ୍ର ନନ୍ଦ ଓ ତାଙ୍କ ଦଳ ପୁଷ୍ପୁଣି ତିହାର ପାଇଁ ମଞ୍ଚକୁ ଅତ୍ୟନ୍ତ ସୌନ୍ଦର୍ଯ୍ୟମୟ ଭାବରେ ପ୍ରସ୍ତୁତ କରିଥିଲେ ଏବଂ ପାଣ୍ଡାରା ପାର୍କରେ ପୂର୍ବାହ୍ନ ଏଗାରଟାରେ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୧୫/୧: ଆଜି ସକାଳ ୧୦ ଘଟିକା ସମୟରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ଓ ସୁରକ୍ଷା ଆୟୋଗଙ୍କ ଜନ ଶୁଣାଣି ଶିବିର ଜିଲ୍ଲାପାଳଙ୍କ ଜୟୀରାଜଗୁରୁ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି ।ଏହି ଶିବିରରେ ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର, ସଭ୍ୟା କସ୍ତୁରୀ ମିଶ୍ର ଏବଂ ସଭ୍ୟା ଚନ୍ଦନା ଦାସ ପ୍ରମୁଖ ଉପସ୍ଥିତ ରହି ଶିଶୁ ସୁରକ୍ଷା ସମ୍ପର୍କିତ ଅଭିଯୋଗ ମାନର ଜନ ଶୁଣାଣି କରିଥିଲେ ।ଏହି ଜନଶୁଣାଣି ଶିବିରରେ ମୋତେ ୪୮ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୫/୧ : ବୌଦ୍ଧ ଜିଲ୍ଲାସ୍ତରୀୟ ମିଶନ ଏ -୧ ଅନ୍ତର୍ଗତ ତ୍ରି-ଦିବସୀୟ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଜେ ବି ହାଇସ୍କୁଲ, ମାଉଳସିଙ୍ଗା ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଟେମଲାଲ ଦୁବେଙ୍କ ଅଧ୍ୟକ୍ଷତାରେ ଉଦଘାଟିତ ହୋଇ ଯାଇଛି ।ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକ ଯୋଗଦେଇ ପ୍ରଶିକ୍ଷଣ ଶିବିରର ସଫଳତା କାମନା କରି ପିତାମାତାଙ୍କ ସ୍ବପ୍ନକୁ ସାକାର କରିବାକୁ କଠିନ ଅଧ୍ୟବସାୟ Continue Reading
Odisha News
ଭୁବନେଶ୍ୱର, ୧୫/୧: ପଶ୍ଚିମବଙ୍ଗରେ ନିପା ଭାଇରସ ଆତଙ୍କ । ୨ ନର୍ସଙ୍କଠାରେ ଭୂତାଣୁ ଚିହ୍ନଟ ପରେ ଓଡ଼ିଶାରେ ଭୟ ବଢିଛି । ନିପା ଭାଇରସରେ ଦୁଇ ଜଣ ହସ୍ପିଟାଲର ସ୍ୱାସ୍ଥ୍ୟ କର୍ମୀ ଆକ୍ରାନ୍ତ ହୋଇଥିବା ଖବର ମିଳିଛି । କାରଣ ଯେହେତୁ ପଶିମବଙ୍ଗ ଓଡ଼ିଶାର ପଡ଼ୋଶୀ ରାଜ୍ୟ । ସେଥିପାଇଁ ବେଶି ଆଲର୍ଟ । ଭାରତ ସରକାର ଏ ପର୍ଯ୍ୟନ୍ତ କୌଣସି ନିର୍ଦ୍ଦେଶନାମା ଜାରି କରି ନାହାନ୍ତି ।୨୦୨୩ ମାର୍ଗଦର୍ଶିକାକୁ ପାଳନ କରାଯାଉଛି । କେନ୍ଦ୍ର ନିର୍ଦ୍ଦେଶ […]Continue Reading
Odisha News
ଭୁବନେଶ୍ୱର,୧୫/୧: ୨ ଦିନ ଉପାସରେ ରଖିବା ପରେ ସ୍ବାଭାବିକ ହୋଇଛି ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି । ମଙ୍ଗଳ ଆଳତି ପରେ ବର୍ତ୍ତମାନ ଧାଡ଼ି ଦର୍ଶନ ଚାଲିଥିବା ଜଣାପଡ଼ିଛି। ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି। ଗତକାଲି ମକର ସଂକ୍ରାନ୍ତିରେ ଉପାସରେ ଥିଲେ ପ୍ରଭୁ ଶ୍ରୀଲିଙ୍ଗରାଜ। ବଡୁ ଓ ବ୍ରାହ୍ମଣ ନିଯୋଗ ମଧ୍ୟରେ ବିବାଦ ଯୋଗୁ ନୀତିକାନ୍ତି ବନ୍ଦ ଥିଲା।ସୂଚନାଯୋଗ୍ୟ, ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡର ଅବହେଳା ପାଇଁ Continue Reading
Odisha News
ଢେଙ୍କାନାଳ,୧୪/୧ : ମାଞ୍ଜାସୂତା ଲାଗି ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ଢେଙ୍କାନାଳ ସହରର ପ୍ରମୁଖ ବଜାର ମୀନାବଜାର ଅଂଚଳରେ ବୁଧବାର ଅପରାହ୍ନରେ କିଛି ଯୁବକ ମାଞ୍ଜା ସୂତା ଲଗାଇ ଗୁଡି ଉଡାଉଥିଲେ । ସେହି ସମୟରେ ପ୍ରମୁଖ ରାସ୍ତାରେ ବାଇକରେ ଯାଉଥିବା ଅଭିଷେକ ସାହୁ(୨୩) ନାମକ ଜଣେ ଯୁବକଙ୍କ ମୁହଁରେ ମାଞ୍ଜାସୂତା ଆସି ଲାଗି ଯାଇଥିଲା । ଏଥିରେ ତାଙ୍କର ନାକ ଓ ଆଙ୍ଗୁଠି କଟିଯାଇଥିବା ନେଇ ସୂଚନା ରହିିଛି ।ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୪/୧ : ସୂର୍ଯ୍ୟ ଯେତେ ବେଳେ ଉତ୍ତରାୟଣ ପଥେ ଅଗ୍ରସର , ପ୍ରକୃତି ଯେତେବେଳେ ନବ ଆଲୋକ ଓ ନବ ଆଶାର ସନ୍ଦେଶ ନେଇ ମନୁଷ୍ୟ ମନକୁ ସ୍ପର୍ଶ କରେ , ସେହି ପବିତ୍ର ମୁହୂର୍ତ୍ତକୁ ସାକ୍ଷୀ ରଖି ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ଅମର ଐତିହ୍ୟକୁ ସ୍ମରଣ କରି ଏକ ଅର୍ଥାବହ ଓ ଭାବବହୁଳ ଆୟୋଜନ ଆଜି ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ […]Continue Reading