Home Posts tagged ODISHA (Page 376)
Odisha News
ଭୁବନେଶ୍ୱର,୨୮/୧୦: ସୋମବାର ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଦୁର୍ନୀତିଗ୍ରସ୍ତଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟରେ ଶୁନ୍ୟ ସହନଶୀଳତା ନୀତି ସରକାର ପ୍ରତିଶ୍ରୁତିବଦ୍ଧ।ରାଜ୍ୟରେ ଭାଜପା ସରକାର ଆସିବାର ୧୪୦ ଦିନ ହୋଇଛି। ଏଣିକି ସିଧାସଳଖ ହିତାଧିକାରୀଙ୍କ ଖାତାକୁ ଡିବିଟି ମାଧ୍ୟମରେ ଟଙ୍କା ଯାଉଥିବାରୁ ଆଉ ଦୁର୍ନୀତି ହୋଇପାରୁ ନଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।ରାଜ୍ୟରେ ନୂଆ ସରକାର ଆସିବା ପରେ ବର୍ତମାନ Continue Reading
Odisha News
ଭୁବନେଶ୍ୱର,୨୮/୧୦: ଓଏଏସ୍ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। କ୍ରୀଡା ଓ ଯୁବ ସେବା ବିଭାଗର ଯୁଗ୍ମ ସଚିବ ଶୈଳେନ୍ଦ୍ର କୁମାର ଜେନାଙ୍କୁ ମିଶନ ଶକ୍ତି ଯୁଗ୍ମ ସଚିବ ଭାବେ ଦାୟିତ୍ୱ ମିଳିଛି।ସେହିପରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ ମମତା ବାରିକଙ୍କୁ ଓଡ଼ିଶା ଜୀବିକା ମିଶନ ଯୁଗ୍ମ ସଚିବ, ମିଶନ ଶକ୍ତି ବିଭାଗରେ ଯୁଗ୍ମ ସଚିବ ଥିବା ବିନୋଦ କୁମାର ଜେନାଙ୍କୁ ପର୍ଯ୍ୟଟନ ବିଭାଗ ଯୁଗ୍ମ ସଚିବ ଭାବେ ନିଯୁକ୍ତ ମିଳିଛି। ପୁରୀ […]Continue Reading
Odisha News
ଗଞ୍ଜାମ, ୨୮/୧୦ : ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ଲେମ୍ଭେଇ ଗାଁରେ ବାଣ ଫୁଟି ବିସ୍ପୋରଣ ହୋଇ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ଗୁରୁତର ବୃଦ୍ଧଜଣକ ହେଲେ ଲେମ୍ଭେଇ ଗାଁର ଶଙ୍କର ପାତ୍ର।ଆଗକୁ ଦୀପାବଳି ଥିବାରୁ ଶଙ୍କର ବାଣ ତିଆରି କରିବା ସହ ବଜାରରୁ ବାଣ କିଣି ଆଣି ଗାଁରେ ବିକ୍ରି କରୁଥିଲେ। ଆଜି ସେ ଏକ ନଡ଼ିଆ ବାଣ ଭିଡୁ ଥିବାବେଳେ ବିସ୍ପୋରଣ ହୋଇଥିଲା। ଶଙ୍କରଙ୍କ ଦୁଇ ହାତରେ ଗଭୀର ଆଘାତ ଲାଗିବାରୁ ସେ ଗୁରୁତର […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୮/୧୦ : ଦିନ ବୌଦ୍ଧ ଜିଲାପାଳ ସୁବ୍ରତ ପଣ୍ଡା ବୌଦ୍ଧ ବ୍ଲକ ଉପାନ୍ତ ଅଞ୍ଚଳ ର ବିଭିନ୍ନ ସ୍ଥାନ କୁ ପରିଦର୍ଶନ କରି ସିଧାସଳଖ ଲୋକଙ୍କ ସହ ବାର୍ତ୍ତା ଳାପ କରି ବିଭିନ୍ନ ସମସ୍ୟା ଉପରେ ପଚାରି ବୁଝିଥିଲେ ।ପ୍ରଥମେ ବହୁ ପ୍ରସ୍ତାବିତ ଗୁରୁଜୀମୁଣ୍ଡା ପ୍ରକଳ୍ପ ଠାରେ ପହଂଚି ତାର ସ୍ଥିତି ପରଖିବା ସହ ଚାଷୀଙ୍କ ସହ ସିଧାସଳଖ କଥାବାର୍ତ୍ତା ହୋଇଥିଲେ ।ସେଠାରୁ ଟିକରପଡା ଗ୍ରାମ ରେ ଗ୍ରାମବାସୀ ଙ୍କ ସହ ମିଶିଥିଲେ […]Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା, ୨୭/୧୦ : ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ । ୩ଶହ କେଜିରୁ ଉର୍ଦ୍ଧ୍ବ ମହୁଲ ପୋଚ ନଷ୍ଟ କରିଥିବା ବେଳେ ୪୦ ଲିଟରରୁ ଉର୍ଦ୍ଧ୍ବ ମହୁଲି ମଦ ଜବତ କରାଯାଇଥିବା ଜଣାପଡ଼ିଛି ।କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରେ ବେଆଇନ୍ ଦେଶୀ ମଦ ରନ୍ଧା ଓ ବିକ୍ରି ବୃଦ୍ଧି ପାଉଥିବା ବେଳେ ଅଞ୍ଚଳର ଗରିବ ଶ୍ରେଣୀର ଲୋକେ ଏହି ମଦ ପିଇ ମାତାଲ୍ ହୋଇ ପରିବାରରେ ଅଶାନ୍ତିର କାରଣ […]Continue Reading
Odisha News
ସୁଧାଂଶୁ ସିଂଙ୍କ ରିପୋର୍ଟରାୟଗଡା,୨୭/୧୦: ରାୟଗଡ ସଦର ବ୍ଲକ ନିକଟସ୍ଥ ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟ ଛକରେ ଥିବା ସାଇରାମ ରେଷ୍ଟୁରାଣ୍ଟକୁ ଆଜି ସିଲ କରାଯାଇଛି ଜିଲ୍ଳା ପ୍ରଶାସନ ତରଫରୁ ।ଯାଞ୍ଚବେଳେ ସବୁ କିଛି ପଦାରେ ପଡ଼ିଛି ବ୍ୟବସାୟକ ଗୋଷ୍ଠୀସହ ସହରୀ ଆୟୋଜନ ସଂସ୍ଥା ଏବଂ ପୌରପରିଷଦର ଅନୁକମ୍ପା ଯାହା ଏହି ବ୍ୟବସାୟୀକ ପ୍ରତିଷ୍ଠାନ ପାଇଁ ଏଜ ପ୍ରକାର ଅହେତୁକ ଅନୁକମ୍ପା ସାଜିଥିଲା। ଯେଉଁଥିରେ କି ଗ୍ରାହକଙ୍କ ପାଇଁ କୌଣସି ପ୍ରକାରର ସୁବିଧା ସୁଯୋଗ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨୭/୧୦: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ଜଙ୍ଗଲ ରେ ଚାଲିଥିବା ଏକ ଜୁଆ ଆଡ୍ଡାରେ ଚଢ଼ାଉ କରି ଏଥିରେ ସମ୍ପୃକ୍ତ ଥିବା ୧୩ ଜଣ ଜୁଆଡ଼ିଙ୍କୁ ପୋଲିସ ଗିରଫ କରି ସେମାନଙ୍କ ଠାରୁ ନଗଦ ୫୬ ହଜାର ୧୯୦ ଟଙ୍କା ସହ ୧୨ଟି ମୋଟର ସାଇକଲ ଜବତ କରାଯାଇଥିବା ବିଷୟ ଦାରିଙ୍ଗବାଡ଼ି ଆଇଆଇଆସି ରମେଶ କୁମାର ପ୍ରଧାନ ପ୍ରକାଶ କରିଛନ୍ତି।ପ୍ରକାଶ ଯେ, ପାର୍ବଣ ଆସିଲେ ଦାରିଙ୍ଗବାଡ଼ିର Continue Reading
Odisha News
କନ୍ଧମାଳ,୨୭/୧୦: ନୃଶଂସ ସ୍ବାମୀଙ୍କର ଅମାନୁଷିକ କାଣ୍ଡ। ମଦ୍ୟପାନ ପାଇଁ ସ୍ବାମୀ ଟଙ୍କା ମାଗିବା ପରେ ସ୍ତ୍ରୀ ଟଙ୍କା ନ ଦେବାରୁ ଛୁରିରେ ସ୍ତ୍ରୀଙ୍କ ଗଳା କାଟି ହତ୍ୟା କରିଛନ୍ତି ସ୍ବାମୀ।କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା ନୂଆମୁଣ୍ଡା ଗାଁରେ ଘଟିଛି ଏପରି ବୀଭତ୍ସ ହତ୍ୟାକାଣ୍ଡ। ସ୍ବାମୀ ଚନ୍ଦ୍ରକାନ୍ତ ବେହେରଦଳାଇ(୪୫) ସ୍ତ୍ରୀ ମଧୁମତି ବେହେରଦଳାଇଙ୍କୁ ଛୁରିରେ ଗଳା କାଟି ନିର୍ମମ ଭାବେ ହତ୍ୟା କରଛନ୍ତି। ଗତଶନିବାର ସନ୍ଧ୍ୟା ୫ଟାରେ ମଧୁମତିଙ୍କୁ Continue Reading
Odisha News
ଗଞ୍ଜାମ, ୨୬/୧୦ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବସଷ୍ଟାଣ୍ଡ ନିକଟ ଏକ ଫାଇନାନ୍ସ କମ୍ପାନୀ ଅଫିସ ନିକଟରେ ଆଜି ସନ୍ଧ୍ୟାରେ ଫୁଟିଛି ବୋମା। ବୁଲେଟରେ ଆସି ଦୁଇ ଜଣ ବ୍ୟକ୍ତି ଦୁଇ ଗୋଟି ବୋମା ପକାଇ ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି।ସନ୍ଧ୍ୟା ପ୍ରାୟ ସାତଟା ରୁ ସାଢ଼େ ସାତଟା ମଧ୍ୟରେ ଏହି ଘଟଣା ଘଟିଛି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପୁଲିସ ତନାଘନା କରିଛି। ଫୁଟିଥିବା ବୋମାର ସୁତୁଲିକୁ ପୁଲିସ ରାସ୍ତା ଉପରୁ ଜବତ କରିଛି। […]Continue Reading
Odisha News
ଭୁବନେଶ୍ୱର,୨୬/୧୦ : କଟକ ଓ ଭୁବନେଶ୍ୱରରେ ଥିବା ଆପାର୍ଟମେଣ୍ଟଗୁଡ଼ିକର ପ୍ରବେଶ ଓ ପ୍ରସ୍ଥାନ ପଏଣ୍ଟଗୁଡ଼ିକରେ ଲାଗିବ IP ଯୁକ୍ତ କ୍ୟାମେରା। ଏହି କ୍ୟାମେରା ଲଗାଇବା ପାଇଁ ସମସ୍ତ ଆପାର୍ଟମେଣ୍ଟର ବାସିନ୍ଦା କଲ୍ୟାଣ ସଂଘଗୁଡ଼ିକୁ ସୂଚନା ଜାରି କରାଯାଇଥିବା କହିଛନ୍ତି ପୁଲିସ କମିଶନର ଏସ୍ ଦେବଦତ୍ତ ସିଂହ। ଆପାର୍ଟମେଣ୍ଟଗୁଡ଼ିକରେ ଚୋରି ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ରୋକିବାକୁ ଏଭଳି ପଦକ୍ଷେପ ନେଇଛି କଟକ-ଭୁବନେଶ୍ୱର କମିଶନରେଟ ପୁଲିସ୍‌।ପୁଲିସ କମିଶନର Continue Reading